Posted inଜାତୀୟ

୬ ବର୍ଷ ତଳେ ବନ୍ଦ ହୋଇଥିଲା ୧୬୦ ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବା

ନୂଆଦିଲ୍ଲୀ,୧୪।୭: ଗତ ୬ବର୍ଷ ତଳେ ୨୦୧୩ ଜୁଲାଇ ୧୪ ରାତ୍ର ୧୦ଟାରେ ଭାରତରେ ୧୬୦ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବାକୁ ବନ୍ଦ କରିଦିଆଯାଇଥିଲା। ବ୍ରିଟିଶ୍‌ ଶାସନ ସମୟରେ ୧୮୫୦ରେ ପ୍ରଥମେ କୋଲକତା ଏବଂ ଡାଇମଣ୍ଡ୍‌ ହାର୍ବର ମଧ୍ୟରେ ଟେଲିଗ୍ରାମ୍‌ ସେବା ଆରମ୍ଭ ହୋଇଥିଲା। ପରେ ୧୮୫୫ ଫେବୃୟାରୀ ୧୧ରେ ଦେଶବ୍ୟାପି ଏହି ସେବା ଆରମ୍ଭ କରାଯାଇଥିଲା। ଏହାର ଚାହିଦା ବଢ଼ିବାରୁ ୧୯୯୦ରେ ଏହାର ପରିଚାଳନା ଦାୟିତ୍ୱ ବିଏସ୍‌ଏନଏଲ୍‌କୁ ଦିଆଯାଇଥିଲା। ଏକ ସୂଚନା ଅନୁସାରେ ୧୯୮୦ରେ ପ୍ରତିଦିନ ୬ ଲକ୍ଷ ଟେଲିଗ୍ରାମ୍‌ ପଠାଯାଉଥିଲା। ତେବେ ପରବର୍ତ୍ତୀ ସମୟରେ ସୂଚନାପ୍ରଯୁକ୍ତି ଶିଳ୍ପର ବିକାଶ ଯୋଗୁ ଏହାର ଚାହିଦା କମିବାରୁ ଏହି ସେବାକୁ ବନ୍ଦ କରି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହିଟ୍‌ଲର, ଷ୍ଟାଲିନ୍‌ଙ୍କଠାରୁ ଭାଜପା ଶାସନ ଖରାପ: ମମତା

କୋଲକାତା,୨୪।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ସରକାର କେନ୍ଦ୍ରୀୟ ସଂସ୍ଥା ସହାୟତାରେ ରାଜ୍ୟ ବ୍ୟାପାରରେ...

୫୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଛି, ମୋଟ ପରିମାଣ ୧.୮ ଲକ୍ଷ କୋଟି…

ନୂଆଦିଲ୍ଲୀ,୮।୬ : ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୧.୮ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି...

ଜୁଲାଇ ୧୬ ପର୍ଯ୍ୟନ୍ତ ଗୋ ଫାର୍ଷ୍ଟର ଉଡାଣ ବାତିଲ

ନୂଆଦିଲ୍ଲୀ,୧୩।୭: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଗୋ ଫାର୍ଷ୍ଟର ଉଡାଣ ସେବା ବର୍ତ୍ତମାନ ୧୬ ଜୁଲାଇ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏୟାରଲାଇନ୍ସ ଏକ ବିବୃତ୍ତି ଜାରି...

ଗାଜିପୁର ଲୋକ ସଭା ଉପନିର୍ବାଚନରେ ଓମ ପ୍ରକାଶ ରାଜଭରଙ୍କ ପୁଅଙ୍କୁ ଟିକେଟ ଦେଇପାରେ ଭାଜପା

ଗାଜିପୁର,୫।୭: ୨୦୨୪ ଲୋକ ସଭା ନିର୍ବାଚନରେ ଓମ ପ୍ରକାଶ ରାଜଭର ସୁହେଲଦେବ ଭାରତୀୟ ସମାଜ ପାର୍ଟି ସହ ମେଣ୍ଟ ଖବର ମଧ୍ୟରେ ଭାଜପା ରାଜଭରଙ୍କ ପୁଅ...

ଖୁସି ଖବର: ସ୍କୁଲ ପିଲାଙ୍କୁ ଏବେ ମିଳିବ ବ୍ରେକ୍‌ଫାଷ୍ଟ୍‌

ନୂଆଦିଲ୍ଲୀ, ୩।୮: ସରକାରୀ ସ୍କୁଲର ଛୋଟ ପିଲାଙ୍କ ଖୁସି ଖବର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ନୂଆ ଶିକ୍ଷା ନୀତିରେ ସ୍କୁଲ ପିଲାଙ୍କ ପାଇଁ...

୫ ଉତ୍ତରପୂର୍ବ ରାଜ୍ୟରେ ପାକିସ୍ତାନୀ ପଙ୍ଗପାଳ ଆତଙ୍କ: ଥାଳି ବଜାଇ ଘଉଡ଼ାଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଉତ୍ତରପୂର୍ବ ଭାରତର ୫ ରାଜ୍ୟର ଚାଷ ଜମିରେ ଆତଙ୍କ ସୃଷ୍ଟି...

ଆଗୁଆ ହେବ ଲୋକସଭା ନିର୍ବାଚନ: ନୀତୀଶ କୁମାର…

ପଟନା,୧୫।୬ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଗୋଟିଏ ପଟେ ଭାଜପା...

ସ୍ତ୍ରୀଙ୍କୁ ହତ୍ୟାକରି ଡାକ୍ତର ଗିରଫ

ଲଖିମପୁର ଖେରି: ୧୫।୧୨: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଅଭିଷେକ ଅବସ୍ତି ନାମକ ଡାକ୍ତରଙ୍କୁ ପୋଲିସ ଗିରଫ କରିଛି। ଅଭିଷେକଙ୍କ ସ୍ତ୍ରୀ...

Advertisement
Archives

Model This Week