୬୨ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ କୋର୍ଟଚାଲାଣ

ରାଇକିଆ,୨୮।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ରାଇକିଆ ପୋଲିସ ସୋମବାର ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଡ୍ରାଇଭରଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ନୟାଗଡ଼ର ରବିନ୍ଦ୍ର ଖୁଣ୍ଟିଆ, ଫିରିଙ୍ଗିଆ କେଳାପଡ଼ାର ଟୁକୁନା ଦିଗାଳ, ଆମ୍ବେଦକର ବାଗ।
ସୂଚନାଯୋଗ୍ୟ, ରବିବାର ପାଟ୍ରୋଲିଂ ବେଳେ ଏକ କାର୍‌ ନଂ. (ଓଆର ୦୨ ଏଜେ ୯୫୨୭)ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସ କାୈଣସି ସୂତ୍ରରୁ ଖବର ପାଇଥିଲା। ପୋଲିସ ପକ୍ଷରୁ ଉକ୍ତ କାର୍‌କୁ ଅଟକାଇ ପଚରାଉଚରା ବେଳେ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ଯାଞ୍ଚ ବେଳେ ଗାଡ଼ିରୁ ତିନୋଟି ବସ୍ତାରେ ୬୨ କେଜି ଗଞ୍ଜେଇ ଜବତ ହୋଇଥିଲା। ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କାର୍‌କୁ ଜବତ କରିଥିଲା ପୋଲିସ। ଏ ନେଇ ଏକ କେସ୍‌ ନଂ ୭୫/୧୯ରେ ମାମଲା ରଜୁ କରାଯିବା ସହ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଓଜନ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତଙ୍କୁ ଜି.ଉଦୟଗିରି କୋର୍ଟ ଚାଲାଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ବେଆଇନ ହମ୍ପ୍‌ସ: ୪ ଘଣ୍ଟା ଅଟକିଲା ହଜାର ହଜାର ଗାଡ଼ି

ଭଦ୍ରକ ଅଫିସ, ୨୩।୧୨: ଭଦ୍ରକ ଜିଲା ୧୬. ନଂ ଜାତୀୟ ରାଜପଥର ରାଣୀତାଲ ନିକଟରେ ଏକ ହାଇଓ୍ବା ଗାଡି ଯାନ୍ତ୍ରିକ ତ୍ରୁଟି କାରଣରୁ ରାତି ୩ରୁ...

୨ଲୁଟ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

ଛତ୍ରପୁର,୩।୭(ଡି.ଏନ୍‌.ଏ.): ଛତ୍ରପୁରର ୨ଟି ଲୁଟ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି ପୋଲିସ। ମାଁ ଶାରଳା ସୁନା ଦୋକାନୀ ଦମ୍ପତିଙ୍କୁ ଆକ୍ରମଣ କରି ଗହଣା...

ଏମ୍‌କେସିଜିରେ ପୁଣି ୪ ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୨।୫- ସମଗ୍ର ବିଶ୍ୱ ଏବେ କରୋନା କବଳରେ। ଏହି ଘାତକ ମହାମାରୀ କବଳରୁ ରକ୍ଷା ପାଇବା ଲାଗି ସମ୍ପ୍ରତି ଲକ୍‌ଡାଉନ୍‌ ଜାରି ରହିଛି।...

ବ୍ରାହ୍ମଣୀରୁ ମୃତଦେହ ଉଦ୍ଧାର ଘଟଣା: କେହି ଦେଇପାରିଲେନି ପ୍ରମାଣ

ଭୁବନ, ୧୫।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ଭୁବନ ଥାନା ଓଢ଼ଣା-ମାଳପୁରା ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଶୁକ୍ରବାର ମିଳିଥିବା ଗଳିତ ମୃତଦେହକୁ ନେଇ ଅଡୁଆ...

କେନ୍ଦୁଝରରେ ଅଡ୍‌-ଇଭିନ୍‌ କଟକଣା: ୫ ପୌରାଞ୍ଚଳରେ ଲାଗୁ କରିବାକୁ ଜିଲାପାଳଙ୍କ ଚିଠି

କେନ୍ଦୁଝର,୨୧ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ପୌରାଞ୍ଚଳରେ ଅଡ୍‌-ଇଭିନ୍‌ ନମ୍ବର ବ୍ୟବସ୍ଥାକୁ ପ୍ରଶାସନ ଶନିବାର ଲାଗୁ କରିଛନ୍ତି। ଏ ନେଇ ଜିଲାପାଳ ସ୍ବତନ୍ତ୍ର ଚିଠି କରି ଜିଲାର...

ଭିତରକନିକା ଲୋଗୋରୁ ‘ଓଲି’ ବାଦ୍‌

କେନ୍ଦ୍ରାପଡ଼ା ଅଫିସ, ୧୭ା୯:ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନସ୍ଥଳ ପାଇଁ ଜାତୀୟ ଉଦ୍ୟାନ ଭିତରକନିକାର ଗହୀରମଥା ବିଶ୍ୱ ପ୍ରସିଦ୍ଧ। ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ ଲକ୍ଷାଧିକ ଅଲିଭ...

୧୩ କ୍ୱାରାଣ୍ଟାଇନ କେନ୍ଦ୍ର ଲାଗି ୩୦ଲକ୍ଷ ଖର୍ଚ୍ଚ

କାକଟପୁର,୩୦।୪(ଡି.ଏନ.ଏ.): ଲକଡାଉନ ଅବଧି ବଢ଼ିବା ପରେ ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ନିଜ ଗ୍ରାମକୁ ଫେରିବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ପଞ୍ଚାୟତାରେ...

ଗଛରେ ପିଟିହେଲା ମିକ୍ସର ମେଶିନ, ଯନ୍ତ୍ରୀ ମୃତ

ତୁମୁଡ଼ିବନ୍ଧ,୩୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧର ଡଡ଼ଙ୍ଗ ନିକଟରେ ସୋମବାର ବିଳମ୍ବିତ ରାତିରେ ମିକ୍ସର ମେଶିନ ଗାଡ଼ି ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେ...

Advertisement
Archives

Model This Week