Posted inଖେଳ

୩ ମାସ ପରେ ଫେରିଲା ଉହାନ ଫୁଟ୍‌ବଲ ଟିମ୍‌

ସାଂଘାଇ, ୨୦ା୪ (ଏଏଫ୍‌ପି)-ଚାଇନିଜ ସୁପର ଲିଗ୍‌ ଟିମ୍‌ ଉହାନ୍‌ ଜାଲ୍‌ ୩ ମାସରୁ ଊର୍ଦ୍ଧ୍ୱ ସମୟ ପରେ ଘରବାହୁଡ଼ା କରିଛି। ଟିମ୍‌ର ସଦସ୍ୟମାନେ କରୋନା ଭାଇରସର ଉତ୍ପତ୍ତିସ୍ଥଳ ଉହାନ୍‌ର ବାସିନ୍ଦା। କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କାରେ ଗତ ଜାନୁୟାରୀରୁ ଉହାନ୍‌ ସହରକୁ ସିଲ୍‌ କରିଦିଆଯାଇଥିଲା। ଖେଳାଳିମାନେ ସ୍ପେନ ସମେତ ବିଭିନ୍ନ ସ୍ଥାନରେ ୧୦୪ ଦିନ ଧରି ଅଟକି ରହିଥିଲେ। ଏବେ ଲକ୍‌ଡାଉନ୍‌ ହଟିଛି। ଶନିବାର ଟ୍ରେନ୍‌ ଯୋଗେ ସେମାନେ ଆସି ପହଞ୍ଚତ୍ଛନ୍ତି। ଷ୍ଟେଶନରେ ମାସ୍କ ପିନ୍ଧି ସେମାନଙ୍କ ସମର୍ଥକମାନେ ବିଭିନ୍ନ ବ୍ୟାନର ଧରି ଫୁଲତୋଡ଼ା ସହ ସ୍ଲୋଗାନ୍‌ ଦେଇ ସେମାନଙ୍କୁ ସ୍ବାଗତ କରିଥିଲେ। ଭାବବିହ୍ବଳ ପରିବେଶ ଦେଖିବାକୁ ମିଳିଥିଲା। ଦଳରେ ସ୍ପାନିଶ୍‌ କୋଚ୍‌ ଜୋସ୍‌ ଗୋଞ୍ଜାଲେଜ୍‌ ମଧ୍ୟ ଥିଲେ। ଖେଳାଳିମାନେ ସେମାନଙ୍କ ପରିବାର ସହିତ କିଛି ଦିନ କଟାଇବା ପରେ ବୁଧବାର ଟ୍ରେନିଂକୁ ଫେରିବେ। ଜାଲ୍‌୍‌ ଟିମ୍‌ ଜାନୁୟାରୀ ଶେଷ ଭାଗରେ ସ୍ପେନର ମାଲାଗା ଗସ୍ତ କରିଥିଲା। ଉହାନ ସହରରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାପରେ ସରକାରଙ୍କ ପକ୍ଷରୁ ଯାତାୟାତରେ କଟକଣା ଜାରି କରାଯାଇଥିତ୍ଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଲେପ୍‌ ଇଟାଲିଆନ ଓପନ୍‌ ସେମିଫାଇନାଲରେ

ରୋମ୍‌, ୨୦ା୯ (ଏପି)-ପିଠିର ନିମ୍ନ ଭାଗରେ ଯନ୍ତ୍ରଣା ଯୋଗୁ କାଜାଖସ୍ତାନର ୟୁଲିଆ ପୁଟିଣ୍ଟସେଭା ମ୍ୟାଚ୍‌ ଅଧାରୁ ଓହରିଯିବା ଫଳରେ ଟପ୍‌ ସିଡ୍‌ ସିମୋନା ହାଲେପ୍‌ ପ୍ରଥମ...

ଡେଭିଡ ୱାର୍ଣ୍ଣରଙ୍କ ପାଳି ଦେଖି କାନ୍ଦିଲେ ସ୍ତ୍ରୀ, ଜାଣନ୍ତୁ କାହିଁକି

ଆଡିଲେଡ,୧।୧୨: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ୱାର୍ଣ୍ଣର ଅପରାଜିତ ୩୩୫ ରନ୍‌ର ଇନିଂସ ଖେଳି ତାଙ୍କ ସମାଲୋଚକଙ୍କ...

ମା, ସ୍ତ୍ରୀଙ୍କୁ ହତ୍ୟାକରି ଭାରତୀୟ ଶଟ୍‌ପୁଟ୍‌ ପଦକ ବିଜେତା ଆମେରିକାରେ ଗିରଫ

ଓ୍ବାଶିଂଟନ,୨୭।୮ (ପି.ଟି.): ପୂର୍ବତନ ଭାରତୀୟ ଏସିଆନ୍‌ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ଇକ୍‌ବାଲ ସିଂ ଆମେରିକାରେ ଗିରଫ ହୋଇଛନ୍ତି। ନିଜ ମା’ ଓ ସ୍ତ୍ରୀଙ୍କୁ ହତ୍ୟାକରିବାର...

୭୩ ବର୍ଷ ହେବ ଯାହା ଘଟି ନ ଥିଲା ତାହା କରିଦେଖାଇଲେ ସୁନ୍ଦର

ବ୍ରିସବେନ୍‌,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନ୍‌ ଟେଷ୍ଟରେ ଡେବ୍ୟୁ କରୁଥିବା ଓ୍ବାଶିଂଟନ୍‌ ସୁନ୍ଦର କମାଲ ପ୍ରଦର୍ଶନ କରିଛନ୍ତି। ତାମିଲନାଡୁର ଏହି ଖେଳାଳି ନିଜ ପ୍ରଥମ ଟେଷ୍ଟରେ ଇତିହାସ...

କୋହଲିଙ୍କ ଟୁଇଟ୍‌କୁ ମିଳିଛି ବର୍ଷର ସର୍ବାଧିକ ଲାଇକ୍‌

ନୂଆଦିଲ୍ଲୀ,୯।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ଝିଅ ‘ଭାମିକା’ର ଜନ୍ମକୁ ନେଇ କରିଥିବା ଟୁଇଟ୍‌କୁ ୨୦୨୧ରେ ସର୍ବାଧିକ ଲାଇକ୍‌ ମିଳିଛି। ଏ...

୨୦୨୩କୁ ଘୁଞ୍ଚିଲା ଏସିଆ କପ୍‌

ଦୁବାଇ, ୨୩।୫ : ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏସିଆ କପ୍‌ର ୨୦୨୧ ସଂସ୍କରଣ ୨୦୨୩ରେ ଅନୁଷ୍ଠିତ ହେବ। ଏହି ବର୍ଷର ଏସିଆର ସବୁଠୁ ବଡ଼ କ୍ରିକେଟ...

ଦଳରେ ଫାଟ ଯୋଗୁ ହାରିଲା ପାକିସ୍ତାନ

କରାଚୀ,୧୭।୬(ପି.ଟି.)- ଭାରତୀୟ ଦଳଠାରୁ ଚଳିତ ବିଶ୍ୱକପ୍‌ରେ ବଡ଼ ବ୍ୟବଧାନରେ ପରାଜୟ ବରଣ କରିବା ପରେ ପାକିସ୍ତାନ ଦଳରେ ଫାଟ ଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ...

ପନ୍ତ ଜେଏସ୍‌ଡବ୍ଲ୍ୟୁର ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ, ୬।୨(ପି.ଟି.)- ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ବୁଧବାର ଏ ନେଇ ଜେଏସ୍‌ଡବ୍ଲ୍ୟୁ ତରଫରୁ ଘୋଷଣା...

Advertisement


Archives

Model This Week