Posted inଜାତୀୟ

୩ ମାସରେ ସୂଚନା କମିଶନର ନିଯୁକ୍ତି ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭ା୧୨(ପି.ଟି.)- ୩ ମାସ ମଧ୍ୟରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଏବଂ ରାଜ୍ୟ ସୂଚନା ଆୟୋଗ (ଏସ୍‌ଆଇସି)ଗୁଡ଼ିକରେ ସୂଚନା କମିଶନର ନିଯୁକ୍ତି ଲାଗି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅଧିକାର ଆଇନର ଅପବ୍ୟବହାର ରୋକିବା ଲାଗି ଗାଇଡଲାଇନ୍ସର ଆବଶ୍ୟକତା ଥିବା ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି। ଫେବୃୟାରୀ ୧୫ରେ ସର୍ବୋଚ୍ଚ ଅଦାଲତଙ୍କ ରାୟ ସତ୍ତ୍ୱେ ଏପର୍ଯ୍ୟନ୍ତ ସିଆଇସି ଏବଂ ଏସ୍‌ଆଇସିଗୁଡ଼ିକରେ ସରକାର ସୂଚନା କମିଶନର ନିଯୁକ୍ତି ଦେଇ ନ ଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ପରେ ଥରୁର ସଂସଦ ଟିଭି ଶୋ’ରୁ ଓହରିଲେ

ନୂଆଦିଲ୍ଲୀ,୬।୧୨: ଶିବସେନା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀଙ୍କ ପରେ କଂଗ୍ରେସ ଏମ୍‌ପି ଶଶି ଥରୁରୁ ସଂସଦ ଟିଭି ହୋଷ୍ଠ ପଦବୀରୁ ଓହରି ଯାଇଛନ୍ତି। ଟକ ଶୋ’ ‘ଟୁ...

ମୁଣ୍ଡ ଅବା ପିଠି ସ୍ପର୍ଶ କରିବା ନୁହେଁ ଯୌନ ନିର୍ଯାତନା: ହାଇକୋର୍ଟ…

ମୁମ୍ବାଇ,୧୪।୩ : ଅଧିକରୁ ଅଧିକ ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସୁଛି। ଏହି କାରଣରୁ ଦେଶରେ ଏଥିପାଇଁ ଆଇନ ପ୍ରଣୟନ କରାଯାଇଛି। କିନ୍ତୁ ଅନେକ ଥର...

ଗଜରଙ୍ଗବାଲିଙ୍କୁ ନିଗମ ପ୍ରଶାସନ ପକ୍ଷରୁ ଜଳକର ନୋଟିସ ଜାରି, ପୈଠ ପାଇଁ ୧୫ ଦିନ ସମୟ…

ରାୟପୁର,୨୨।୧୦ : ଛତିଶଗଡକୁ ମାତା କୌଶଲ୍ୟାଙ୍କ ସହର କୁହାଯାଏ। ଏହା ମଧ୍ୟ ଭଗବାନ ଶ୍ରୀ ରାମଙ୍କ ଆଈଙ୍କ ଘର। ଶ୍ରୀ ରାମଙ୍କ ଆଈଙ୍କ ଘରେ ରାମଙ୍କ...

ତାଲିବାନକୁ ସମର୍ଥନ କରୁଥିବା ଲୋକଙ୍କଠାରୁ ଦୂରେଇ ରହିବା ଭଲ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୪ ।୧୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଲକ୍ଷ୍ନୌରେ ଏକ ସମାଜିକ ସମ୍ମିଳନୀକୁ ଉଦବୋଧନ ଦେବା ଅବସରରେ କହିଛନ୍ତି, ୨୦ ବର୍ଷ ତଳେ...

୧୫ ଦିନ ଲକ୍‌ଡାଉନ ଅବଧି ବୃଦ୍ଧିକୁ ନେଇ ଦିନେ ଦୁଇଦିନ ମଧ୍ୟରେ ଗାଇଡଲାଇନ୍‌ ଆଣିବେ ମୋଦି: ୟେଦୁରପ୍ପା

ବେଙ୍ଗାଲୁରୁ,୧୧।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ସମୟ ପୂରଣ ହେବାକୁ ଆଉ ମାତ୍ର ୩ ଦିନ ବାକି ରହିଛି। ହେଲେ...

ସୋସିଆଲ ମିଡ଼ିଆ ଶାସକ ଦଳର ମେଣ୍ଟ ଯୋଗୁ ଦେଶର ସାମାଜିକ ସ୍ଥିତି ସଙ୍କଟ ମୁହାଁ ହେଉଛି, କହିଲେ ସୋନିଆ…

ନୂଆଦିଲ୍ଲୀ, ୧୬।୩ : ସୋସିଆଲ ମିଡିଆ ଯୋଗୁ ଦେଶର ସାମାଜିକ ସ୍ଥିତି ସଙ୍କଟ ମୁହାଁ ହେଉଥିବା ଅଭିଯୋଗ ଆଣିଛନ୍ତିି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ବୁଧବାର...

ପ୍ରଥମ ଥର ଭାରତୀୟ ଭାବେ ଭୋଟ ଦେବେ ୧,୦୩୨ ପାକିସ୍ତାନୀ ହିନ୍ଦୁ

ଅହମଦାବାଦ,୬।୧୧: ଭାରତୀୟ ନାଗରିକତ୍ୱ ହାସଲ କରିଥିବା ପାକିସ୍ତାନର ୧,୦୩୨ ହିନ୍ଦୁ ଶରଣାର୍ଥୀ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ ଦେବେ। ଗତ...

କରୋନା ଟିକାକରଣରେ ୩୨ ହଜାର କୋଟିିର ଦୁର୍ନୀତି: ସୁପ୍ରିମ୍‌କୋର୍ଟରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଟିକାକରଣ...

Advertisement
Archives

Model This Week