Posted inଖେଳ

୩୭ବର୍ଷରେ ଶ୍ରୀସନ୍ଥ: ୬ ବର୍ଷ ଡେଟିଂ ପରେ ଭୁବନେଶ୍ୱରୀ କୁମାରୀଙ୍କୁ କରିଥିଲେ ବିବାହ

ମୁମ୍ବାଇ,୬।୨: ଭାରତୀୟ କ୍ରିକେଟର ଶାନ୍ଥାକୁମାରନ୍‌ ଶ୍ରୀସନ୍ଥ ଗୁରୁବାର ୩୭ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୩ ଫେବୃୟାରୀ ୬ରେ କେରଳର କୋଥାମଙ୍ଗଳମ୍‌ଠାରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ ପଡ଼ିଆରେ ବେଶ୍‌ ସଫଳତା ହାସଲ କରିପାରି ନ ଥିବା ଶ୍ରୀସନ୍ଥ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଜଡିତ ହୋଇ ନିଜ ପ୍ରଶଂସକଙ୍କଠାରୁ ଦୂରେଇ ଯାଇଛନ୍ତି। ୬ ବର୍ଷ ଧରି ଭୁବନେଶ୍ୱରୀ କୁମାରୀଙ୍କ ସହିତ ଡେଟିଂ ପରେ ଶ୍ରୀସନ୍ଥ ତାଙ୍କୁ ୨୦୧୩ରେ ବିବାହ କରିଥିଲେ। ତେବେ ଶ୍ରୀସନ୍ଥ କଲ ଗର୍ଲଙ୍କ ସହିତ ସମୟ ବିତାଉଥିବା ଅଭିଯୋଗ ହୋଇଥିଲା। ଏକ ହୋଟେଲରେ ସେ କଲ ଗର୍ଲଙ୍କ ସହିତ ରାତି ବିତାଇଥିବା କୁହାଯାଉଥିଲା। ତେବେ ଭୁବନେଶ୍ୱରୀ କୁମାରୀ ଏହାକୁ ଖାତିର ନ କରି ଶ୍ରୀସନ୍ଥଙ୍କ ହାତ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IAS ଚାକିରି ଛାଡ଼ି ସାହିତ୍ୟ ସାଧନା କରିଥିଲେ ଡ. ଜଗନ୍ନାଥ ପ୍ରସାଦ ଦାସ, ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର,୪ା୬: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ଓଡ଼ିଶାରେ କଳା ଓ ସଂସ୍କୃତିର ବଡ଼ ଗବେଷକ ଭାବେ ସେ…

ଜୟମଣି ମହାନ୍ତଙ୍କ ବାସଭବନରେ ଚଢ଼ାଉ କଲା କେନ୍ଦୁଝର ବନ ବିଭାଗ, ବେଆଇନ ଶାଳ କାଠ ନେଇ…

କେନ୍ଦୁଝର,୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନ ବିଭାଗ ଆଜି ପାଟଣା ରେଞ୍ଜର କର୍ମଚାରୀ ଏବଂ ମୋବାଇଲ୍ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ । ନୂଆପଡ଼ା ଗ୍ରାମର…

ସିଲ୍‌ ହୋଇଥିଲା ଅଜିତଙ୍କ କାଜୁ ଫ୍ୟାକ୍ଟ୍ରି : ୧୮ ମାସ ପରେ ହାଇକୋର୍ଟ ଦେଲେ ଏମିତି ରାୟ, ଚାହିିଁକି ରହିଗଲେ ଜିଲାପାଳ

ଗଞ୍ଜାମ,୪।୬(ବିଦ୍ୟାଧର ସାହୁ ): ପରିବେଶ ପଦୂଷଣ ନେଇ ସ୍ଥାନୀୟ କିଛି ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଗଡ଼ ହୁମାଠାରେ ଥିବା ଅଜିତ ପାତ୍ରଙ୍କ କାଜୁ ଫ୍ୟାକ୍ଟ୍ରି ୨୦୨୪ରେ ଜିଲା…

ମମତା ବାନାର୍ଜୀଙ୍କ ବିରୋଧରେ ପୁଣି FIR, ଅମିତ ଶାହାଙ୍କ ନାଁରେ ଆଣିଥିଲେ ଗୁରୁତର ଅଭିଯୋଗ

କୋଲକାତା,୪।୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କ ଆଇନଗତ ସମସ୍ୟା ବଢ଼ିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଉ ଏକ ଏଫଆଇଆର…

ଜଙ୍ଗଲକୁ ଯାଇ ଘରକୁ ଫେରି ନ ଥିଲେ ଚାଷୀ, ଆଜି ମିଳିଲା ମୃତଦେହ

ରିଆମାଳ,୪ା୬(ବଦ୍ରୀ ନାରାୟଣ ଅଗ୍ରଓ୍ବାଲ): ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚଢେଇମରା ଗ୍ରାମ ଜଙ୍ଗଲରୁ ଗୁରୁବାର ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଜବତ ହୋଇଛି। ମୃତବ୍ୟକ୍ତି…

ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ମଧ୍ୟ ଦିନିକିଆ ସିରିଜରୁ ବାଦ୍‌; ସଂଯୋଗ ନା ଯୋଜନାବଦ୍ଧ ଷଡ଼ଯନ୍ତ୍ର? ଜାଣନ୍ତୁ…

ନୂଆଦିଲ୍ଲୀ,୪।୬: ଜୁନ ୧୩ ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ସମୟରେ,…

ନିଜ ଦୁଇ ସ୍ତ୍ରୀଙ୍କୁ କେତେ ଆଲିମନି ଦେଇଥିଲେ ଆମୀର ଖାନ୍‌? ଜାଣିଲେ ଚମକି ପଡିବେ…

ମୁମ୍ୱାଇ: ୬୧ ବର୍ଷ ବୟସରେ ବଲିଉଡ ସୁପରଷ୍ଟାର ଆମିର ଖାନ ଏବେ ନିଜର ତୃତୀୟ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଖବର ଆସିଛି ଯେ,…

ନବୀନଙ୍କୁ ବଡ଼ ଝଟକା: ଗୋଟିଏ ଦିନରେ ବିଜେଡି ଛାଡ଼ିଲେ ୩ ନେତା, ରାଜନୀତିରେ ହଇଚଇ

କଟକ,୪।୬(ଶିଳ୍ପା ପ୍ରିୟଦର୍ଶିନୀ): ୨୦୨୪ ମେ’ରୁ ୨୦୨୬ ମେ’ ମଧ୍ୟରେ ବିଜେଡିର ବହୁ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି। ଏଥିରେ କଟକର ବହୁ ପୁରୁଖା ନେତା ରହିଛନ୍ତି। ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri