Posted inଖେଳ

୨୭ ବର୍ଷ ପରେ କୋଣ୍ଟା

ପ୍ୟାରିସ, ୩୦।୫- ବ୍ରିଟେନ ଟେନିସ ଷ୍ଟାର୍‌ ଜୋହାନ କୋଣ୍ଟା ଏଠାରେ ଚାଲିଥିବା ଚଳିତ ବର୍ଷର ୨ୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସର ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ରାଉଣ୍ଡର ଏକ ମୁକାବିଲାରେ ୨୮ ବର୍ଷୀୟା କୋଣ୍ଟା ୬-୩, ୧-୬, ୬-୩ ସେଟ୍‌ରେ ଆମେରିକାର ଲୌରେନ ଡେଭିସଙ୍କୁ ପରାସ୍ତ କରିଛନ୍ତି। ଏଥିସହ ଦୀର୍ଘ ୨୭ ବର୍ଷ ଅର୍ଥାତ୍‌ ୧୯୯୨ ପରେ ପ୍ରଥମ ବ୍ରିଟିଶ ମହିଳା ଟେନିସ ଖେଳାଳିଭାବେ ସେ ଏହି ସମ୍ମାନଜନକ ପ୍ରତିଯୋଗିତାର ୩ୟ ରାଉଣ୍ଡରେ ପ୍ରବେଶ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ତୃତୀୟ ରାଉଣ୍ଡରେ କୋଣ୍ଟାଙ୍କ ମୁକାବିଲା ୪୬ତମ ମାନ୍ୟତାପ୍ରାପ୍ତ ଭିକ୍ଟୋରିଆ କୁଜମୋଭାଙ୍କ ସହ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାରା ବ୍ୟାଡ୍‌ମିଣ୍ଟନର ଅର୍ଜୁନ

ରାଜ୍ୟର ଅଷ୍ଟମ ଖେଳାଳି ଭାବେ ପ୍ରମୋଦ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତେବେ ପ୍ରଥମ ପାରା ଆଥଲେଟ୍‌ ହିସାବରେ ସେ ରାଜ୍ୟ ପାଇଁ ଏହି...

ଦିନିକିଆ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଝଟ୍‌କା। ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ଏବେ କରୋନା...

ନାଡାଲଙ୍କ ପରେ ଥିଆଗୋ ସର୍ବକନିଷ୍ଠ

ସାଣ୍ଟିଆଗୋ, ୨ା୩ (ଏଏଫ୍‌ପି)-୨୦୦୫ରେ ରାଫାଲ ନାଡାଲଙ୍କ ପରେ ଲାଟିନ୍‌ ଆମେରିକାର କ୍ଲେ କୋର୍ଟ ‘ଗୋଲ୍‌ଡେନ ସୁଇଙ୍ଗ୍‌’ ଟେନିସ ଟୁର୍ନାମେଣ୍ଟରେ ଚାମ୍ପିୟନ ହେବାରେ ବ୍ରାଜିଲର ଥିଆଗୋ ସିବୋଥ୍‌...

୬ ବର୍ଷ ପରେ ନୋ ବଲ

କଲମ୍ବୋ,୨୦।୭: ଭାରତୀୟ ପେସର ଭୁବନେଶ୍ୱର କୁମାର (ଭୁବି) ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୩ ଉଇକେଟ ନେଇ ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। କିନ୍ତୁ...

ଫେବୃୟାରୀ ୧୮ରେ ଆଇପିଏଲ୍‌ ନିଲାମ

ନୂଆଦିଲ୍ଲୀ,୨୮।୧(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ସଂସ୍କରଣ ପାଇଁ ଆସନ୍ତା ଫେବୃୟାରୀ ୧୮ ତାରିଖରେ ଖେଳାଳି ନିଲାମ ଆୟୋଜନ ହେବ। ଏହି ହାଇପ୍ରୋଫାଇଲ ଖେଳାଳି...

୨୮ ବଲ୍‌ରୁ ବିସ୍ଫୋରକ ଶତକ ମାରି ଇତିହାସ ରଚିଲେ ଏହି କ୍ରିକେଟର୍‌

କ୍ରିକେଟରେ ପ୍ରାୟତଃ ଅନେକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ୟୁରୋପୀୟ ଟି-୧୦ କ୍ରିକେଟ ଲିଗରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଏଭଳି ଏକ...

ସୁମାକରଙ୍କ ରେକର୍ଡ ସମକକ୍ଷ ହେଲେ ହାମିଲଟନ

ନର୍‌ବର୍ଗ (ଜର୍ମାନୀ),୧୨ା୧୦:ମର୍ସିଡିଜ୍‌ର ଲୁଇସ ହାମିଲଟନ ଏଠାରେ ରବିବାର ଅନୁଷ୍ଠିତ ଇଫେଲ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏହାଦ୍ୱାରା ଫର୍ମୁଲା ଓ୍ବାନ୍‌ରେ ସବୁଠାରୁ...

ଭାରତୀୟ ପେସରଙ୍କ ନାମରେ ପ୍ରଥମ ସେସନ

ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ୫ମ ଦିନରେ ପ୍ରଥମ ସେସନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ପେସରଙ୍କ ନାମରେ ରହିଛି। ଖେଳ ଆରମ୍ଭ ହେବାର...

Advertisement
Archives

Model This Week