୨୩ଥର ମାଉଣ୍ଟ ଏଭରେଷ୍ଟ ଚଢି ବିଶ୍ୱ ରେକର୍ଡ ହାସଲ କଲେ ଏହି ବ୍ୟକ୍ତି

କାଠମାଣ୍ଡୁ, ୧୫।୫: ୨୩ଥର ମାଉଣ୍ଟ ଏଭରେଷ୍ଟ ଚଢି ବିଶ୍ୱ ରେକର୍ଡ ହାସଲ କରିଛନ୍ତି ନେପାଳର ୪୯ବର୍ଷୀୟ କାମି ରୀତା ଶେରପ୍ପା। ବୁଧବାର ସକାଳ ୭.୫୦ରେ ଏଭରେଷ୍ଟର ଶୀର୍ଷରେ ପହଞ୍ଚି ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏକ ବର୍ଷ ଅର୍ଥାତ୍‌ ମେ ୧୬ ବୁଧବାର ଦିନ ହଁି ଏଭରେଷ୍ଟ ଉପରକୁ ୨୨ଥର ଚଢିଥିଲେ। ଏହାର ବର୍ଷକ ପରେ ସେ ନିଜ ରେକର୍ଡ ଭାଙ୍ଗିଛନ୍ତି। ରୀତା ୧୯୯୪ରେ ପ୍ରଥମଥର ପାଇଁ ମାଉଣ୍ଟ ଏଭରେଷ୍ଟ ଚଢିବା ଆରମ୍ଭ କରିଥିଲେ। ସେ ସମୟରେ ତାଙ୍କ ବୟସ ଥିଲା ୨୪ବର୍ଷ। ୧୯୭୦ରେ ନେପାଳର ଥାମେରେ ଜନ୍ମଗ୍ରହଣ କରିଥିଲେ ରୀତା। ୧୭ବର୍ଷ ହେବାପରେ ତାଙ୍କ ମଧ୍ୟରେ ପର୍ବତ ଚଢିବାର ଇଚ୍ଛା ଜାଗ୍ରତ ହେଲା। ସେ ମସୟରେ ସେ କାଞ୍ଚନଜଙ୍ଗା-୨, ଚୋ-ଓୟୁ, ଲୋସ୍ତେ ଏବଂ ଅନ୍ନପୂର୍ଣ୍ଣା ଭଳି ଉଚ୍ଚ ପର୍ବତ ଚଢିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନବ ଜାତି ପାଇଁ ଘାତକ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’

ଓ୍ବାଶିଂଟନ୍‌, ୩୦।୩: ଶିକ୍ଷା ହେଉ ଅବା ଉଦ୍ୟୋଗ, ପ୍ରତିଟି କ୍ଷେତ୍ରରେ ଏବେ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଜଣେ ଅନ୍ୟ ଜଣଙ୍କଠାରୁ କିପରି ଆଗରେ ରହିବ ସେ...

ଜଣେ ବ୍ୟକ୍ତି ଏକାସାଙ୍ଗରେ ଘରକୁ ନେଇ ଆସିଲେ ୧୦୦ରୁ ଅଧିକ ସାପ, ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧: ଆମେରିକାର ମ୍ୟାରିଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାକାର ଜଣେ ବ୍ୟକ୍ତି ଘରକୁ ଏକାସାଙ୍ଗରେ ୧୦୦ରୁ ଅଧିକ ସାପ ନେଇଆସିଥିଲେ। ଏହି ଘଟଣା...

ଦିନକରେ ୮୧ ଜଣଙ୍କୁ ଫାଶୀ…

ରିୟାଦ, ୧୨।୩ : ସୌଦି ଆରବରେ ଗୋଟିଏ ଦିନରେ ୮୧ ଜଣଙ୍କୁ ଫାଶୀ ଦିଆଯାଇଛି। ସ୍ଥାନୀୟ ମିଡ଼ିଆ ଅନୁସାରେ ଏସମସ୍ତଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ...

ଭାରତ-ଚାଇନା ସୀମା ବିବାଦ: ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଲା ଆମେରିକା

ଓ୍ବାଶିଂଟନ୍‌,୨୭।୫: କିଛି ଦିନରୁ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ବିବାଦକୁ ସମାଧାନ କରିବା ପାଇଁ ଏବେ ଆମେରିକା ଆଗକୁ...

ବାଇଡେନଙ୍କ ଘୋଷଣା: ବିମାନ ବାତିଲ ଅବା ବିଳମ୍ବ ହେଲେ ମିଳିବ କ୍ଷତିପୂରଣ

ଓ୍ବାଶିଂଟନ,୯।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି କି ତାଙ୍କ ପ୍ରଶାସନ ଏକ ନିୟମ କରିବ, ଯେଉଁଥିରେ ଏୟାରଲାଇନ୍ସ ବିମାନ ଯାତ୍ରୀଙ୍କୁ କ୍ଷତିପୂରଣ ଦେବ,...

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍ : ୧୧୮ ଭୋଟ ପାଇ ପୁଣି ଶୀର୍ଷରେ ରହିଲେ ଋଷି ସୁନକ

ଲଣ୍ଡନ,୨୦ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବେଳକୁ ବେଳ ତାଙ୍କର ସ୍ଥିତିକୁ ମଜଭୁତ କରିବାରେ ଲାଗିଛନ୍ତି । ଚତୁର୍ଥ...

କମ ହେଇଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ଥିବା ଚାଇନା ଆରମ୍ଭ କରିବ ଏକ ବିଶେଷ ପ୍ରୋଜେକ୍ଟ, ପୁରୁଣା ପ୍ରଥା ଉପରେ ଲାଗିବ ଅଙ୍କୁଶ

ବେଜିଂ,୧୫।୫: ଚାଇନାରେ ଏବେ ଦ୍ରୁତ ଗତିରେ ଜନସଂଖ୍ୟା ହ୍ରାସ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ଚାଇନା। ଜନସଂଖ୍ୟା ବୃଦ୍ଧି କରିବାକୁ ଚାଇନା...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କଶ୍ମୀର ରାଗ ଉପରେ ଭାରତର କଡ଼ା ଜବାବ

ନ୍ୟୁୟର୍କ,୨୪।୯: ମିଳିତ ଜାତିସଂଘର ସାଧାରଣ ସଭାରେ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଭାରତ ସମେତ ଆମର ସମସ୍ତ...

Advertisement
Archives

Model This Week