Posted inଜାତୀୟ

୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସ୍ମାର୍ଟଫୋନ୍‌ ବ୍ୟବହାର ମନା

ଅହମ୍ମଦାବାଦ୍‌,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା ନେଇ ଦେଶରେ ଚର୍ଚ୍ଚା ଜାରି ରହିଛି। ଏପରିସ୍ଥଳେ ଗୁଜରାଟର ମେହସଣା ପଞ୍ଚାୟତର ନିଷ୍ପତ୍ତି ଏହି ଯୋଜନାରେ ବାଧା ସୃଷ୍ଟି କରିଛି। ପଞ୍ଚାୟତରେ ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସ୍ମାର୍ଟଫୋନ୍‌ ବ୍ୟବହାର ମନା କରାଯାଇଛି। ଏହାର ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ ବୋଲି ତାଗିଦ୍‌ କରାଯାଇଛି। ତେବେ ସରପଞ୍ଚ ଅଞ୍ଜନା ପଟେଲଙ୍କ ଏହି ନିଷ୍ପତ୍ତି ଯୋଗୁ ଅଭିଭାବକମାନେ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି। ସ୍ମାର୍ଟଫୋନ୍‌ ଧରି ଛୋଟ ପିଲାମାନେ ପାଠପଢ଼ା ପ୍ରତି ଅବହେଳା କରୁଥିଲେ। ଏହା ସହିତ ଗାଁରେ କେତେକ ଅପରାଧୀକ ଘଟଣା ମଧ୍ୟ ଘଟୁଥିଲା। ତେବେ ଏଣିକି ଏଥିରୁ ମୁକ୍ତି ମିଳିବ ବୋଲି ଅଭିଭାବକ କହିଛନ୍ତି। ଏହା ସହିତ ସ୍ମାର୍ଟଫୋନ୍‌ ରିଚାର୍ଜ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ମଧ୍ୟ ସଞ୍ଚୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାର ତୃତୀୟ ଲହର ଆସିବ ଅକ୍ଟୋବରରେ: ପୁଣି ଘନେଇଲା ବିପଦ…

ନୂଆଦିଲ୍ଲୀ,୧।୫: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏହା ତୀବ୍ର ବେଗରେ ବ୍ୟାପୁଥିବାରୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ତେବେ ପୁଣି ବିପଦ...

ଏଥର ରାହୁଲ ହେବେ ପ୍ରଧାନମନ୍ତ୍ରୀ: ମାକେନ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଫଳଫଳକୁ ଦେଖିଲେ ଏବେ ସୁଦ୍ଧା କଂଗ୍ରେସ ଭାଜପାଠାରୁ ଅଧିକାଂଶ ଆସନରେ ପଛୁଆ ଥିବା ବେଳେ ରାହୁଲ ଗାନ୍ଧୀ କିନ୍ତୁ ଏଥର...

ହିମାଚଳ ପ୍ରଦେଶରେ ଘୋଡା ବେପାରକୁ ନେଇ କଂଗ୍ରେସ ଭୟଭୀତ: ବିଧାୟକଙ୍କୁ କରାଯାଇପାରେ ଶିଫ୍ଟ

ଶିମ୍‌ଲା,୮।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ରାଜ୍ୟରେ ୬୮ଟି ଆସନ ମଧ୍ୟରୁ କଂଗ୍ରେସ ଏବେ ୩୮ଟିରେ ଆଗୁଆ ଥିବାବେଳେ ଭାଜପା...

ହନିଟ୍ରାପ୍‌ ଜରିଆରେ ବ୍ୟବସାୟୀଙ୍କଠୁଁ ଲୁଟିଛନ୍ତି ୮୦ ଲକ୍ଷ: ୟୁଟ୍ୟବରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୭।୧୨: ହନିଟ୍ରାପ୍‌ ମାଧ୍ୟମରେ ଜଣେ ୟୁଟ୍ୟୁବର ଜଣେ ବ୍ୟବସାୟୀଙ୍କଠାରୁ ୮୦ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଜଣେ ବ୍ୟବସାୟୀଙ୍କ ଅଭିଯୋଗ ପରେ ଗୁରୁଗ୍ରାମ୍‌ ପୋଲିସ...

ଧୂମପାନର ଆଇନଗତ ବୟସ ୨୧ ହେବ

ନୂଆଦିଲ୍ଲୀ, ୩।୧(ଆଇଏଏନ୍‌ଏସ୍‌): ଭାରତରେ ଧୂମପାନର ସର୍ବନିମ୍ନ ଆଇନଗତ ବୟସ ୨୧ ବର୍ଷ ହେବ। ପୂର୍ବରୁ ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ...

ସାଧାରଣ ଲୋକଙ୍କୁ ଝଟ୍‌କା: ରେପୋ ରେଟ ୦.୩୫ ପ୍ରତିଶତ ବଢ଼ିଲା…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାରୀ ଏହାର ମୁଦ୍ରା ନୀତି ଘୋଷଣା କରିଛନ୍ତି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ,ରେପୋ ରେଟ ୦.୩୫...

କରୋନା ପରେ ଆସୁଛି କଙ୍ଗୋ ଜ୍ୱର: ସତର୍କ ସୂଚନା ଜାରି

ସମସ୍ତ ବିଶ୍ୱ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଛି। ଏହାରି ମଧ୍ୟରେ ଆଉ ଏକ ରୋଗ ‘କଙ୍ଗୋ ଜ୍ୱର’ ବ୍ୟାପିବା ଆଶଙ୍କାରେ ସତର୍କ ସୂଚନା...

ପୋଲିସ ଗାଡିରେ ବସି ଫଟୋ ଉଠାଇବା ମହଙ୍ଗା ପଡ଼ିଲା: ବନ୍ଧା ହେଲେ ୩ ଯୁବକ

ମୁଜାଫାନଗର,୨।୮-ପୋଲିସ ଗାଡିରେ ବସି ଫଟୋ ଉଠାଇ ଭାଇରାଲ କରିବା ୩ ଯୁବକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସ ରବିବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ...

Advertisement
Archives

Model This Week