Posted inଜାତୀୟ

୧୮୮୫ଠାରୁ ରାମଚବୁତରାରେ ହେଉଥିଲା ପୂଜା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୦: ଅଯୋଧ୍ୟା ମାମଲାର ୩୮ତମ ଦିନର ଶୁୁଣାଣି ସୋମବାର କରାଯାଇଛି। ଏଥିରେ ମୁସଲମାନ୍‌ ପକ୍ଷଙ୍କ ଆଇନଜୀବୀ ରାଜୀବ ଧାଓ୍ବନଙ୍କୁ ଖଣ୍ଡପୀଠ ପକ୍ଷରୁ ପ୍ରଶ୍ନ କରାଯାଇଥିଲା ଯେ, ରାମଚବୁତରାଠାରେ ୧୮୮୫ଠାରୁ ପୂଜା କରାଯାଉଛି। ଏହାର ପ୍ରାମାଣିକ ତଥ୍ୟ ମଧ୍ୟ ମିଳିଛି। ଏହାର ଉତ୍ତରରେ ଧାଓ୍ବନ କହିଥିଲେ ଶୀର୍ଷ ଅଦାଲତ ଏପରି କରି ପକ୍ଷପାତ କରୁଛନ୍ତି। ମୁସଲମାନ୍‌ ପକ୍ଷଙ୍କୁ ଅଧିକ ପ୍ରଶ୍ନ କରାଯାଉଥିବାବେଳେ ହିନ୍ଦୁ ପକ୍ଷଙ୍କୁ କମ୍‌ ପ୍ରଶ୍ନ ପଚରା ଯାଉଥିବା ଧାଓ୍ବନ ଅଭିଯୋଗ କରିଥିଲେ। ସୋମବାର ମୁସଲମାନ ପକ୍ଷଙ୍କ ତଥ୍ୟ ଉପସ୍ଥାପନର ଶେଷ ଦିନ ଥିଲା। ଏହାପରେ ମଙ୍ଗଳବାର ଏବଂ ବୁଧବାର ହିନ୍ଦୁ ପକ୍ଷ ନିଜର ତଥ୍ୟ ଉପସ୍ଥାପନ କରିବେ। ଅକ୍ଟୋବର ୧୭ରେ ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ

ନୂଆଦିଲ୍ଲୀ,୨୭।୪: ଆସନ୍ତା ସୋମବାର ଅର୍ଥାତ୍‌ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ। ସେଥିଲାଗି ଶନିବାର ସନ୍ଧ୍ୟା ସୁଦ୍ଧା ପ୍ରଚାର କାମ ସମାପ୍ତ କରାଯିବ।...

ଆସାନସୋଲ ଉପନିର୍ବାଚନ: ଭାଜପା ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ

କୋଲକତା,୧୨।୪:ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନ ପାଇଁ ମଙ୍ଗଳବାର ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ ସମୟରେ ହିଂସା ଘଟଣା ସାମ୍ନାକୁ ଆସିଛି। ଭାଜପା ପ୍ରାର୍ଥୀ ଅଗ୍ନିମିତ୍ର...

ଟ୍ରେନ ମିସ୍‌ କରିଥିବା ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରାଇବ ରେଳବାଇ

ନୂଆଦିଲ୍ଲୀ,୨୬ା୧- ରାଜଧାନୀରେ କୃଷକଙ୍କ ଟ୍ରାକ୍ଟର ରାଲି ଯୋଗୁ ମଙ୍ଗଳବାର ରାତି ୯ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଷ୍ଟେଶନରେ ଟ୍ରେନ ମିସ୍‌ କରିଥିବା ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ...

୪ ହଜାର ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଶହେରୁ କମ୍‌…

ନୂଆଦିଲ୍ଲୀ, ୧୨।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ମାସ୍କ ବ୍ୟବହାର କମୁଛି: ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ/ଜାମନଗର, ୧୧।୧୨: ମହାରାଷ୍ଟ୍ରରେ ଶୁକ୍ରବାର ଆଉ ୭ ଜଣ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଗୁଜରାଟରେ ପୂର୍ବରୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ପ୍ରବାସୀ ଭାରତୀୟଙ୍କ ସ୍ତ୍ରୀ...

ତାଲିକାରେ ଅଶ୍ୱିନୀ, ରାହୁଲ

ନୂଆଦିଲ୍ଲୀ, ୨୦ା୭: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ଜାଲରେ ଛନ୍ଦି ହୋଇଛନ୍ତି ଭାରତର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ।...

ଜଗନ ମୋହନଙ୍କ କ୍ୟାବିନେଟ୍‌ରେ ବଡ ପରିବର୍ତ୍ତନ

ଅମରାବତୀ,୭।୪: ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କିଛି ବଡ ଧରଣର ଅଦଳବଦଳ କରିବାକୁ ଯାଉଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ...

ଟିକା ଭୟରେ ଡ୍ରମ ପଛରେ ଲୁଚିଲେ ବୃଦ୍ଧା

ଲକ୍ଷ୍ନୌ, ୩।୬: ଲୋକସଂଖ୍ୟା ଓ ଆକାର ଦୃଷ୍ଟିରୁ ଦେଶର ସବୁଠୁ ବଡ଼ ରାଜ୍ୟରେ ଟିକାକରଣ ପାଲଟିଛି ଏକ ବଡ଼ ଚ୍ୟାଲେଞ୍ଜ। ରାଜ୍ୟର ଗ୍ରାମାଞ୍ଚଳରେ ଲୋକଙ୍କୁ ଟିକାକରଣ...

Advertisement
Archives

Model This Week