Posted inଜାତୀୟ

୧୮୮୫ଠାରୁ ରାମଚବୁତରାରେ ହେଉଥିଲା ପୂଜା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୦: ଅଯୋଧ୍ୟା ମାମଲାର ୩୮ତମ ଦିନର ଶୁୁଣାଣି ସୋମବାର କରାଯାଇଛି। ଏଥିରେ ମୁସଲମାନ୍‌ ପକ୍ଷଙ୍କ ଆଇନଜୀବୀ ରାଜୀବ ଧାଓ୍ବନଙ୍କୁ ଖଣ୍ଡପୀଠ ପକ୍ଷରୁ ପ୍ରଶ୍ନ କରାଯାଇଥିଲା ଯେ, ରାମଚବୁତରାଠାରେ ୧୮୮୫ଠାରୁ ପୂଜା କରାଯାଉଛି। ଏହାର ପ୍ରାମାଣିକ ତଥ୍ୟ ମଧ୍ୟ ମିଳିଛି। ଏହାର ଉତ୍ତରରେ ଧାଓ୍ବନ କହିଥିଲେ ଶୀର୍ଷ ଅଦାଲତ ଏପରି କରି ପକ୍ଷପାତ କରୁଛନ୍ତି। ମୁସଲମାନ୍‌ ପକ୍ଷଙ୍କୁ ଅଧିକ ପ୍ରଶ୍ନ କରାଯାଉଥିବାବେଳେ ହିନ୍ଦୁ ପକ୍ଷଙ୍କୁ କମ୍‌ ପ୍ରଶ୍ନ ପଚରା ଯାଉଥିବା ଧାଓ୍ବନ ଅଭିଯୋଗ କରିଥିଲେ। ସୋମବାର ମୁସଲମାନ ପକ୍ଷଙ୍କ ତଥ୍ୟ ଉପସ୍ଥାପନର ଶେଷ ଦିନ ଥିଲା। ଏହାପରେ ମଙ୍ଗଳବାର ଏବଂ ବୁଧବାର ହିନ୍ଦୁ ପକ୍ଷ ନିଜର ତଥ୍ୟ ଉପସ୍ଥାପନ କରିବେ। ଅକ୍ଟୋବର ୧୭ରେ ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆଂଶିକ ସ୍ବାଧୀନ

ନୂଆଦିଲ୍ଲୀ,୫ା୩:‘ସ୍ବାଧୀନ’ରୁ ‘ଆଂଶିକ ସ୍ବାଧୀନ’ ସ୍ତରକୁ ଭାରତର ପଦାବନତି ଘଟିଛି। ବୈଶ୍ୱିକ ଗଣତାନ୍ତ୍ରିକ ନେତା ହେବାର ସମ୍ଭାବନାକୁ ଭାରତ ତ୍ୟାଗ କରିଦେଇଥିବା ମନେହେଉଛି ବୋଲି ସଦ୍ୟ ପ୍ରକାଶିତ...

ମୁଖ୍ୟସ୍ରୋତକୁ ଫେରିଲେ ୫ ଆତଙ୍କବାଦୀ

ଶ୍ରୀନଗର୨ା୬(ପି.ଟି.): ଆତଙ୍କବାଦରେ ଜର୍ଜରିତ ଜମ୍ମୁ-କଶ୍ମୀରରୁ ଶନିବାର ଏକ ଭଲ ଖବର ଆସିଛି। କୁଲଗାମ ଜିଲାର ୫ ଆତଙ୍କବାଦୀ ଅସ୍ତ୍ରତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି। ବିଭିନ୍ନ...

ମମି ମମି କହି ୧୬୦ ଫୁଟ୍‌ ଉଚ୍ଚ ମୋବାଇଲ୍‌ ଟାଓ୍ବାର ଉପରେ ଚଢିଗଲେ ଯୁବକ, ଆଉ ତା’ପରେ

ଲକ୍ଷ୍ନୌ,୧୦।୮: ଉତ୍ତର ପ୍ରଦେଶର କନୌଜରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ମୋବାଇଲ୍‌ ଟାଓ୍ବାର୍‌ ଉପରେ ଚଢି ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତ୍ୟୁଦେହ...

ପ୍ରବାସୀ ଶ୍ରମିକଙ୍କ ଉପରେ ଓଲଟିଲା ଟ୍ରକ୍‌; ୫ ମୃତ

ନରସିଂପୁର,୧୦।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖ ଯେମିତି ସରୁ ନାହିଁ। ଲକ୍‌ଡାଉନ ସମୟରେ...

୮୮ ପୃଷ୍ଠାର ଏଫ୍‌ଆଇଆର୍‌: ଲେଖି ଲେଖି ପୋଲିସ ନୟାନ୍ତ

ଡେରାଡୁନ୍‌: ଗୋଟିଏ କି ଦୁଇଟି ନୁହେଁ, ପୂରା ୮୮ ପୃଷ୍ଠାର ଏଫ୍‌ଆଇଆର (ଫାଷ୍ଟ ଇନ୍‌ଫର୍ମେଶନ ରିପୋର୍ଟ)। ଆଶ୍ଚର୍ଯ୍ୟ ଲାଗୁଛି ନା! ହଁ, ଦେଶର ସବୁଠାରୁ ଲମ୍ବା...

କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗା ଘଟଣା: କ୍ଷତି ହୋଇଛି ୨ କୋଟି

ମୁମ୍ବାଇ,୧୦ ।୯: ବିଏମ୍‌ସି ବିରୋଧରେ କ୍ରିମିନାଲ ଆକ୍ସନ ନେବେ ବଲିଉଡ୍ ନାୟିକା କଙ୍ଗନା ରାନାୱତ । ମହାରାଷ୍ଟ୍ର ସରକାରଙ୍କ ସହ କଙ୍ଗନାଙ୍କର ଚାଲିଥିବା ବିବାଦ ମଧ୍ୟରେ...

ହାତ ଚିହ୍ନରେ ଭୋଟ ଦେବାକୁ କହିଲେ ଜ୍ୟୋତିରାଦିତ୍ୟ

ଭୋପାଳ,୨ା୧୧(ପି.ଟି.): ମଧ୍ୟପ୍ରଦେଶରେ ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଭାଜପା ରାଜ୍ୟ ସଭା ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଚାର କରୁଥିବାବେଳେ ଭୁଲ୍‌ବଶତଃ ତାଙ୍କର ପୂର୍ବ...

ନିର୍ମାଣ ହେବ ପାରିକରଙ୍କ ବାୟୋପିକ୍‌

ମୁମ୍ବାଇ,୧୪।୧୨: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ସ୍ବର୍ଗତଃ ମନୋହର ପାରିକରଙ୍କ ଜୀବନିକୁ ନେଇ ଖୁବ୍‌ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଏଥିପାଇଁ...

Advertisement


Archives

Model This Week