୧୬ଥର ଡବ୍ଲୁଡବ୍ଲୁଇ ବିଶ୍ୱଚାମ୍ପିଅନ୍‌ ଛାଡିଲେ କୋହଲିଙ୍କ ଏମିତି ଫଟୋ, ୟୁଜର୍ସ ଦେଖି ହେଲେ ଆଶ୍ଚର୍ଯ୍ୟ

ମ୍ୟାଞ୍ଚେଷ୍ଟର୍‌: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଦୁଇଥରର ଚାମ୍ପିଅନ ଟିମ ଇଣ୍ଡିଆର ସାମ୍ନା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଭାରତର ନଜର ତୃତୀୟ ବିଶ୍ୱକପ ଟାଇଟଲ ଉପରେ ରହିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ପ୍ରଥମଥର ପାଇଁ ଏହି ଟ୍ରଫି ପାଇବା ଆଶା ରହିଛି। ମଙ୍ଗଳବାର ଓଲ୍ଡ ଟ୍ରାଫର୍ଡରେ ହେବାକୁ ଥିବା ଏହି ମହାମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ଚାରିଆଡୁ ଶୁଭକାମନାର ସୁଅ ଛୁଟିଛି। ଏହି କ୍ରମରେ ସାମିଲ ହୋଇଛନ୍ତି ଡବ୍ଲଡବ୍ଲୁଇ ସୁପରଷ୍ଟାର ଜନ୍‌ ସିନା। ସେ ବିରାଟ କୋହଲିଙ୍କ ଏକ ଅଜବ ଫଟୋ ଛାଡି ଶୁଭକାମନା ଜଣାଇଛନ୍ତି। ୧୬ଥର ବିଶ୍ୱଚାମ୍ପିଅନ୍‌ ସିନା ନିଜ ଇନଷ୍ଟାଗ୍ରାମରେ ଛାଡିଥିବା ଏହି ଫଟୋରେ କୋହଲି ମ୍ୟାଚ୍‌ ଶେଷରେ ହାତ ମିଳାଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ କାହା ସହ ମିଳାଉଛନ୍ତି ତାହା ସସ୍ପେନ୍ସ ରହିଛି। ଏହି ଫଟୋ ଦେଖି ୟୁଜର୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କେହି କେହି କହିଛନ୍ତି, ଜନ୍‌ ସିନା ହଁି କୋହଲିଙ୍କ ସହ ହାତ ମିଳାଇବା ପାଇଁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଂହରାଜ କଲେ କମାଲ୍‌: ଜିତିଲେ ବ୍ରୋଞ୍ଜ

ଟୋକିଓ,୩୧।୮: ଟୋକିଓ ପାରାଲିମ୍ପିକ୍ସରେ ଭାରତର ସିଂହରାଜ ଅଧାନା ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଟାଇଟଲ ମ୍ୟାଚରେ ମନୀଷ...

ନୋ କିସିଂ ଜୋନ୍‌, ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ ସୋସାଇଟିରେ ଲାଗିଲା ବୋର୍ଡ…

ମୁମ୍ବାଇ,୨।୮: ନୋ ସ୍ମୋକିଂ ଜୋନ୍‌, ନୋ ରେସ୍‌ ଡ୍ରାଇଭିଂ ଜୋନ୍‌, ନୋ ଲିଟରିଂ ଜୋନ୍‌ ଆଦି ସମ୍ପର୍କରେ ସଭିଏଁ ନିଶ୍ଚିତ ଜାଣିଥିବେ। ତେବେ ନୋ କିସିଂ...

କୋଭିଡ- ୧୯: ଗୋଟିଏ ମାସର ଦରମା ଦାନ କଲେ ମେରୀକମ୍‌

ନୂଆଦିଲ୍ଲୀ,୩୦।୩(ପି.ଟି.)- ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ତଥା ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା ଅଭିଜ୍ଞ ମହିଳା ବକ୍ସର ମେରୀକମ କୋଭିଡ-୧୯ ମୁକାବିଲା ପାଇଁ ଗୋଟିଏ...

ସ୍ବପ୍ନରେ ନାଗଦେବତାଙ୍କୁ ଦେଖିଲେ ଯୁବତୀ, ଆଉ ତା’ ପରେ…

ବିଂଶ ଶତାବ୍ଦୀ ପରେ ମଧ୍ୟ ଆମ ଦେଶରେ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଆଜି ବି ଅନ୍ଧବିଶ୍ୱାସକୁ ଲୋକେ ସମ୍ପୂର୍ଣ୍ଣ ଜାବୁଡ଼ି ଧରିଛନ୍ତି। ଏମିତି...

ତହସିଲଦାର ମାଗିଲେ ୨୫ହଜାର ଟଙ୍କା ଲାଞ୍ଚ : ନିଜ ମଇଁଷିକୁ କାର୍‌ରେ ବାନ୍ଧିଲେ ଚାଷୀ

ଭୋପାଲ: ପ୍ରତିଦିନ ଦେଶର କୋଣାନୁକୋଣରୁ ଭ୍ରଷ୍ଟାଚାରର ଅଭିଯୋଗ ସାମ୍ନାକୁ ଆସୁଛି। ଏହି କ୍ରମରେ ମଧ୍ୟପ୍ରଦେଶର ବିଦିଶାସ୍ଥିତ ସିରୋଜ ଅଞ୍ଚଳରୁ ଚକିତ କରିଦେବା ଭଳି ଏକ ଖବର...

ରଣଜୀ ଫାଇନାଲ: ଅମ୍ପାୟର ଶାମଶୁଦ୍ଦିନଙ୍କ ପେଟରେ ବାଜିଲ ବଲ

ରାଜକୋଟ,୧୦।୩- ଏଠାରେ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଚାଲିଥିବା ରଣଜୀ ଫାଇନାଲ ମ୍ୟାଚ୍‌ର ପ୍ରଥମ ଦିନରେ ଫିଲ୍ଡ ଅମ୍ପାୟର ସି. ଶାମଶୁଦ୍ଦିନ ଆହତ ହୋଇଛନ୍ତି। ତାଙ୍କ...

ଓଭାଲ କ୍ରିକେଟ ଷ୍ଟାଡିୟମ ବାହାରେ ଝାଲ୍‌ମୁଢି ବିକୁଥିବା ବ୍ୟକ୍ତି ଜଣଙ୍କ ବିଷୟରେ ଜାଣନ୍ତୁ

ଲଣ୍ଡନ, ୧୨।୬: ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ମ୍ୟାଚ୍‌ ଓଭାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥାଏ। ଏହି ସମୟରେ ଷ୍ଟାଡିୟମ ବାହାରେ ଝାଲମୁଢି ବିକୁଥିଲେ...

ପକ୍ଷୀକୁ ଉଦ୍ଧାର ପାଇଁ ମଣିଷ କରୁଛି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week