Posted inଜାତୀୟ

୧୫୪ ଜିଲାରେ ନିଅଣ୍ଟ ବର୍ଷା

ନୂଆଦିଲ୍ଲୀ,୩ା୧୦: ଚଳିତ ମୌସୁମୀରେ ସର୍ବାଧିକ ବୃଷ୍ଟିପାତ ହୋଇଛି। ୨୫ ବର୍ଷ ମଧ୍ୟରେ ଏହା ସବୁଠୁ ଅଧିକ ବର୍ଷଣ ମୌସୁମୀ ବୋଲି କୁହାଯାଉଛି। ଏହା ସତ୍ତ୍ୱେ ଦେଶର ନିଅଣ୍ଟ ବର୍ଷା ଅନୁଭୂତ ହୋଇଛି। ଅର୍ଥାତ୍‌ ପ୍ରତି ୫ ଜିଲାରୁ ଗୋଟିଏ ଜିଲା ବା ପାଖାପାଖି ୨୩ ପ୍ରତିଶତ ଜିଲାରେ ଯଥେଷ୍ଟ ବର୍ଷା ହୋଇ ନ ଥିବା ପାଣିପାଗ ବିଭାଗ ତଥ୍ୟରୁ ଜଣାପଡିଛି। ହରିୟାଣାରେ ସର୍ବାଧିକ ୧୯ ଜିଲାରେ ବର୍ଷାଭାବ ଦେଖାଦେଇଛି। ସେଠାରେ ୪୨ ପ୍ରତିଶତ କମ୍‌ ବର୍ଷା ହୋଇଛି। ତେବେ ଓଡ଼ିଶା, ମଧ୍ୟପ୍ରଦେଶ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ କେରଳରେ ଶୁଷ୍କ ଜିଲା ନାହିଁ। ଉତ୍ତରପ୍ରଦେଶ ଓ ବିହାରରେ ସେପ୍ଟେମ୍ବର ଶେଷ ଭାଗରେ ପ୍ରବଳ ବର୍ଷା ହୋଇଛି। କିନ୍ତୁ ବର୍ଷାଋତୁ ଆରମ୍ଭରୁ ସେଠାର ଅଧିକାଂଶ ଜିଲାରେ ବର୍ଷାଭାବ ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ବୋଝ ବଢ଼ାଇଲା ଆଇଆଇଟି କାଉନ୍‌ସିଲ: ଏମ୍‌ଟେକ୍‌ ଫି ୯୦୦% ବୃଦ୍ଧି

ନୂଆଦିଲ୍ଲୀ,୨୯ା୯: ଏମ୍‌ଟେକ୍‌ ପାଠ୍ୟକ୍ରମ ଫି ପାଖାପାଖି ୯୦୦ ପ୍ରତିଶତ ବୃଦ୍ଧି କରି ଏହାକୁ ବିଟେକ୍‌ ଦେୟ ସହ ସମାନ କରିବାକୁ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି...

ଏୟାରସେଲ୍‌-ମାକ୍ସିସ ମାମଲାରେ ୩ ଯାଏ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୪।୮(ପି.ଟି.): ଏୟାରସେଲ୍‌-ମାକ୍ସିସ୍‌ ମାମଲାରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଗିରଫଦାରିରୁ ସୁରକ୍ଷା...

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ କଙ୍ଗନା

ନୂଆଦିଲ୍ଲୀ,୮ ।୧୧: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଦେଶର ଚତୁର୍ଥ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ସେ ସୋମବାର...

‘ସୋସିଆଲ୍‌ ମିଡିଆ ଉପରେ ଅଙ୍କୁଶ ଲାଗିବା ଜରୁରୀ’

ନୂଆଦିଲ୍ଲୀ,୩।୭: ଭାଜପାର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବୟାନକୁ ନେଇ ଭର୍ତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା ରବିବାର ଆଲୋଚକଙ୍କୁ କଡ଼ା ଜବାବ...

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଝଟକା, କୋର୍ଟ କହିଲେ ୩ ମାସ ମଧ୍ୟରେ ନିଜେ ହଟାନ୍ତୁ ଅବୈଧ ନିର୍ମାଣ ନଚେତ…

ନୂଆଦିଲ୍ଲୀ,୨୬ ।୯: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ ଝଟକା ଲାଗିଛି । କୋର୍ଟ କେନ୍ଦ୍ରମନ୍ତ୍ରୀଙ୍କ ସେହି ଆବେଦନକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ‘ଆଦିଶ...

ପାକିସ୍ତାନ ଯିବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ତୃତୀୟ ଚିଠି ଲେଖିଲେ ସିଦ୍ଧୁ

ଚଣ୍ଡିଗଡ଼,୭।୧୧: ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଗୁରୁବାର ବିଦେଶ ମନ୍ତ୍ରଣାଳୟକୁ ତୃତୀୟ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ...

ସଂକ୍ରମଣ ବୃଦ୍ଧି ନେଇ ଓଡ଼ିଶାକୁ କେନ୍ଦ୍ରର ତାଗିଦ

ନୂଆଦିଲ୍ଲୀ, ୪।୧୨: ଓଡ଼ିଶା ସମେତ ୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର କେତେକ ଜିଲାରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ଓ ମୃତ୍ୟୁହାର ଦ୍ରୁତ ବୃଦ୍ଧି...

୧୩ ବର୍ଷ ହେଲା ଲୁଚିଥିଲା ସ୍ଲିପର ସେଲ୍‌

ନୂଆଦିଲ୍ଲୀ,୧୩।୧୦: ରାଜଧାନୀ ଦିଲ୍ଲୀରେ ଜଣେ ପାକିସ୍ତାନ ଆତଙ୍କବାଦୀ ଗିରଫ ହୋଇଛନ୍ତି। ମିଛି ପ୍ରମାଣ ପତ୍ର କରି ସେ ୧୩ ବର୍ଷ ହେଲା ଭାରତରେ ରହୁଥିବା ପୋଲିସ...

Advertisement
Archives

Model This Week