Posted inଫୁରସତ

୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ଟେଲିଫୋନ୍‌

ଓ୍ବାଶିଂଟନ,୨୩।୨: ହିଟଲରଙ୍କ ଶାସନ ସମୟରେ ତାଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଟେଲିଫୋନ୍‌ ୧୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ପ୍ରକୃତରେ ଏହି ଟେଲିଫୋନରେ ନାଜି ବାହିନୀଙ୍କୁ ଆଦେଶ ଦେଇ ହିଟଲର ଲୋକଙ୍କ ମୃତ୍ୟୁର କାରଣ ସାଜିଥିଲେ। ଏହାକୁ ୧୯୪୫ରେ ନିର୍ମାଣ କରାଯାଇଥିଲା। ପରେ ୨୦୧୭ରେ ଆମେରିକା ପକ୍ଷରୁ ଏହି ଟେଲିଫୋନ୍‌କୁ ୨ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା। ହିଟଲରଙ୍କ ମୃତ୍ୟୁ ପରେ ଏହାକୁ ବର୍ଲିନର ଏକ ବଙ୍କରରୁ ଉଦ୍ଧାର କରାଯାଇଥିଲା। ଏହାକୁ ଲୋକେ ହତ୍ୟାକାରୀ ଟେଲିଫୋନ୍‌ କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ୧୧ ବାଘଙ୍କ ସାମ୍ନାକୁ ଡେଇଁ ପଡ଼ିଲେ ଜଣେ ପର୍ଯ୍ୟଟକ, ଆଉ ତା’ ପରେ…

ଚାଇନାର ରାଜଧାନୀ ବେଜିଂର ଏକ ଚିଡ଼ିଆଖାନାରେ ଜଣେ ବ୍ୟକ୍ତି ଏମିତି କିଛି କାରନାମା କରିଥିଲେ ଯାହା ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚିଡ଼ିଆଖାନା ବୁଲିବାକୁ...

ନ ଛୁଇଁଲେ ବି ବାଜିବ ମନ୍ଦିରର ଘଣ୍ଟି

ମନ୍ଦସୌର,୧୩।୬: କରୋନା ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକ୍‌ଡାଉନ ହଟିବା ପରେ ଏବେ ଧାର୍ମିକସ୍ଥଳ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସେଠାରେ ସାମାଜିକ ଦୂରତା...

ଏଟିଏମ୍‌ରୁ ପୁରା ଟଙ୍କା ପରିବର୍ତ୍ତେ ଗୋଟି ଗୋଟି କରି କାଢ଼ୁଥିଲେ ଏହି ଯୁବକ, ଘଟିଲା ଏଭଳି କିଛି..

ଆଜିକାଲି ସମୟରେ ଏଟିଏମ୍‌ର ବହୁଳ ବ୍ୟବହାର କରାଯାଉଛି। ଆବଶ୍ୟକ ସମୟରେ ଦେଶର ଯେକୌଣସି ସ୍ଥାନରେ ରହିଥିଲେ ହେଁ ସହଜରେ ଟଙ୍କା ଉଠାଇ ହେଉଛି। ହେଲେ ଏଟିଏମ୍‌ରୁ...

ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସୂଚନା ଦେଲେ ଧନୀ ବ୍ୟକ୍ତି, ସ୍ତ୍ରୀ ଶେଷରେ କଲେ ଏପରି…

ଟୋକିଓ,୧।୫: ଜଣେ ଅବା ଦୁଇ ଜଣ ନୁହେଁ ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ନେଇ ଜଣେ ଅରବପତି ସୂଚନା ଦେଇଥିଲେ। ତେବେ...

ବିବାହ ପାଇଁ ଏକାଥରକେ ଛୁଟି ମାଗିଲେ ୨୦୦ ପୋଲିସ କର୍ମଚାରୀ, ଜାଣନ୍ତୁ ପୁଣି କ’ଣ ଘଟିଲା

ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହୋଇଯାଇଛି। ସରକାରୀ କର୍ମଚାରୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ବିବାହ ପାଇଁ କେବଳ ଲକ୍ଷ୍ନୌର ୨୦୦ ପୋଲିସ କର୍ମଚାରୀ ଏକାସଙ୍ଗରେ...

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ମନ୍ମଥ କୁମାର ଶତପଥୀ

ଭଞ୍ଜନଗରର ବାସୁଦେବପୁର ଗାଁରେ ମୋ ଜନ୍ମ। ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରିବା ପରେ ଘରର ଦୁର୍ବଳ ଆର୍ଥିକାବସ୍ଥା ପାଇଁ ମୁଁ ଚାକିରି କରିବାକୁ...

ନିଜକୁ କରୋନା ପଜିଟିଭ୍‌ କହି ଗାଡ଼ିରେ ଆଗରେ ଶୋଇଗଲେ ଯୁବକ

ଲକ୍ଷ୍ନୌ,୧୯।୬: ଦେଶରେ କରୋନା ଭାଇରସ୍‌ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଏଯାଏଁ କୌଣସି ଭ୍ୟାକସିନ୍‌ ବାହାରି ନ ଥିବା ବେଳେ ଦିନକୁ...

ପକ୍ଷୀ ଆସିବାର ବେଳ

ଶୀତରେ ବଢେ ସମ୍ଭାର: ଶୀତ ଆସିଲେ ବଢେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସମ୍ଭାର। ନୀଳାମ୍ବୁ ଚିଲିକା ସମଗ୍ର ବିଶ୍ୱରେ ପକ୍ଷୀତୀର୍ଥ ଭାବେ ସୁପରିଚିତ। ଦକ୍ଷିଣ ଆଫ୍ରିକାର...

Advertisement
Archives

Model This Week