୧୦ ବର୍ଷ ହେବ ହାତ ଧୋଇ ନାହାନ୍ତି ଏହି ସେଲିବ୍ରିଟି

ଓ୍ବାଶିଂଟନ: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଲାଣି କହିଲେ ଚଳେ। ଏହାଠାରୁ ଦୂରେଇ ରହିବା ପାଇଁ ସବୁ ଦେଶର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦେଉଥିବା ଦେଖାଯାଇଛି। ହେଲେ ଏମିତି ଜଣେ ସେଲିବ୍ରିଟି ଅଛନ୍ତି ଯେ ପାଖାପାଖି ୧୦ ବର୍ଷ ହେବ ହାତ ଧୋଇ ନ ଥିବା କୁହନ୍ତି। ଆମେରିକାର ଲୋକପ୍ରିୟ ଟେଲିଭିଜନ ଶୋ’ ‘ଫକ୍ସ ଆଣ୍ଡ ଫ୍ରେଣ୍ଡସ’ର ହୋଷ୍ଟ ପେଟେ ହେଗସେଠ ପ୍ରାୟ ୧୦ ବର୍ଷ ହେବ ହାତ ଧୋଇ ନ ଥିବା କୁହନ୍ତି। ‘ଫକ୍ସ ଆଣ୍ଡ ଫ୍ରେଣ୍ଡସ’ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପସନ୍ଦର ଶୋ’ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମା’ବାପାଙ୍କ ମଧ୍ୟରେ ଥମୁନି ବିବାଦ: ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍‌ କଲେ ଶ୍ୱେତାଙ୍କ ଝିଅ

ବମ୍ବେ: ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ଲୋକପ୍ରିୟ ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ। ଏଭଳି ଖୁସି ସମୟ ଭିତରେ କିନ୍ତୁ ବିବାଦ ତାଙ୍କର...

ନ୍ୟୁୟର୍କରେ ରେଷ୍ଟୁରାଣ୍ଟ୍‌ ଖୋଲିଲେ ଦେଶୀ ଗର୍ଲ

ନ୍ୟୁୟର୍କ,୭।୩: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ଏକ ଭାରତୀୟ ରେଷ୍ଟୁରାଣ୍ଟ୍‌ ଖୋଲିଛନ୍ତି। ଏହାର ନାମ ସେ ସୋନା ରଖିଛନ୍ତି। ରେଷ୍ଟୁରାଣ୍ଟ୍‌ର ଫଟୋ ସେ ସୋସିଆଲ୍‌...

ନିଆରା ହସ ପାଇଁ ଏହି ଅଭିନେତ୍ରୀଙ୍କୁ ମିଳିଲା ସବୁଠୁ ବଡ଼ ସମ୍ମାନ

ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ ରେ ନିଜର ହସ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣିଥରେ କୋଟି କୋଟି ଲୋକଙ୍କ ହୃଦୟ...

ଦିଶା ପଟାନୀ ଖୋଲିଲେ ଫିଟନେସର ରାଜ୍‌

ବଲିଉଡ୍‌ର ହଟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଦିଶା ପଟାନୀ ଆଗାମୀ ଫିଲ୍ମ ‘ମଲାଙ୍ଗ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ନିଜ ଫିଟନେସର ରାଜ୍‌ ଖୋଲିଛନ୍ତି...

କୁକୁର ଆଖିରେ ବି ଲୁହ, ସୁଶାନ୍ତଙ୍କୁ ଖୋଜୁଛି ଫଜ୍‌

ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ...

ମହିଳା ଦିବସରେ ପୁଅର ପ୍ରଥମ ଝଲକ ଦେଖାଇଲେ କରୀନା କପୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଗତ ଫେବୃଆରୀ ୨୧ରେ ଦ୍ୱିତୀୟ ଥର ପାଇଁ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ...

ରଣବୀରଙ୍କୁ ବିଗାଡ଼ିଦେଲେ ଦୀପିକା

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଭାରତରେ ୨୧ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ଭଳି ବଲିଉଡ୍‌ ତାରକାମାନେ ମଧ୍ୟ ସରକାରଙ୍କ ନିୟମକୁ...

ଅଲ୍ଲୁ ଅର୍ଜୁନଙ୍କ ଲଭ ଷ୍ଟୋରୀ ….

ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସାଉଥ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଲକ୍ଷାଧିକ ପ୍ରଶଂସକ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ପୁଷ୍ପାକୁ ନେଇ ସେ...

Advertisement
Archives

Model This Week