୧୦ ଟଙ୍କିଆ କଏନ୍‌ ଚଳୁ ନ ଥିବା ଗୁଜବ

ଭବାନୀପାଟଣା, ୩୦ା୬(ଡି.ଏନ୍‌.ଏ.) : ଭବାନୀପାଟଣାରେ ଦଶ ଟଙ୍କିଆ କଏନ୍‌ ଚଳୁ ନାହିଁ ବୋଲି ମିଥ୍ୟା ପ୍ରଚାର କରାଯାଉଛି। ଏପରି ଗୁଜବ ଯୋଗୁ କୌଣସି ଦୋକାନୀ ଆଉ କଏନ୍‌ ରଖୁନାହାନ୍ତି। ଫଳରେ ଗ୍ରାହକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଅପପ୍ରଚାର କରୁଛନ୍ତି ଦଶ ଟଙ୍କିଆ ମୁଦ୍ରା ଦୁଇ ପ୍ରକାର। ଗୋଟିଏରେ ୧୫ଟି ଗାର ଦିଆଯାଇଥିବା ବେଳେ ଆଉ ଗୋଟିଏରେ ୧୦ଟି ଗାର। ସେହିପରି ଦୁଇ ପ୍ରକାରର ମୁଦ୍ରାରେ ଭିନ୍ନତା ରହିଛି। ଏହି ଭିନ୍ନତା ଯୋଗୁ ଅନେକ ଲୋକ ନକଲି କହୁଥିବା ବେଳେ ଆଉ ଚଳୁ ନାହିଁ ବୋଲି କିଛି କହୁଛନ୍ତି। ଫଳରେ ଦଶ ଟଙ୍କିଆ ମୁଦ୍ରାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଏଥିରେ କେତେ ସତ୍ୟତା ରହିଛି ଜାଣିବା ପାଇଁ ଭବାନୀପାଟଣା ଏସ୍‌ବିଆଇରେ ପଚରାଯିବାରୁ ଦଶ ଟଙ୍କିଆ ମୁଦ୍ରାକୁ ନେଇ ଲୋକେ ମନଗଢ଼ା କଥା କହୁଛନ୍ତି। ଦଶ ଟଙ୍କିଆ ମୁଦ୍ରା ଅଚଳ ନୁହେଁ କି ନକଲି ନୁହେଁ। ବ୍ୟାଙ୍କ ପକ୍ଷରୁ ତାହାକୁ ଗ୍ରହଣ କରାଯାଉଛି। କେହି ଏଥିପାଇଁ ଚିନ୍ତିତ ହେବାର ନାହିଁ। ଯେଉଁମାନେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ସେମାନଙ୍କ ସମ୍ପର୍କରେ ଜଣାଇବା ପାଇଁ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଗଜକଲମରେ ସୀମିତ ପର୍ଯ୍ୟଟନ ବିକାଶ

ରାୟଗଡ଼ା ଅଫିସ,୧୯।୩: ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା ପର୍ଯ୍ୟଟନ ଦ୍ୱାରା ଜାତି, ରାଷ୍ଟ୍ର ଏବଂ ଜିଲାର ପରିଚୟ ମିଳିଥାଏ। ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ...

ଅଣଦେଖା କଲା ପୂର୍ତ୍ତ ବିଭାଗ, ରାସ୍ତା ସମତୁଲ କଲେ ଅଞ୍ଚଳବାସୀ

ଉମରକୋଟ/ଧୋଡ୍ରା, ୧୨/୮(ସ୍ବ.ପ୍ର./ଡି.ଏନ୍‌.ଏ.):ରାସ୍ତା ମରାମତି ପାଇଁ ବାରମ୍ବାର ଜଣାଇବା ପରେ ମଧ୍ୟ କାମ ନ ହେବାରୁ ଅଞ୍ଚଳବାସୀ ଏବଂ ସ୍ଥାନୀୟ ବ୍ୟବସାୟୀ ନିଜେ ରାସ୍ତା ସମତୁଲ କରିବାକୁ...

ବଜ୍ରପାତ ନେଲା ଜୀବନ

ପାଣ୍ଡ୍ରିପାଣି,୬।୬(ଡି.ଏନ୍‌.ଏ): ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀରଲକ୍ଷ୍ମଣପୁର ଗ୍ରାମପଞ୍ଚାୟତର କେନ୍ଦୁକୁଣ୍ଡ ଗଁାରେ ଘଡ଼ଘଡ଼ି ଓ ବିଜୁଳିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି। ମୃତ...

ପୋଷ୍ଟରରେ ଜିତୁ ଜାକାସିକାଙ୍କୁ ଟାର୍ଗେଟ: ପ୍ରଜାକୋର୍ଟରେ ବିଚାର କରାଯିବ ବୋଲି ଚେତାବନୀ

ବିଷମକଟକ/ମୁନିଗୁଡ଼ା,୨୬।୧୧(ଡି.ଏନ୍‌.ଏ.): ଭାରତୀୟ ସମାଜବାଦୀ ପାର୍ଟି(ବିଏସ୍‌ପି) ରାୟଗଡ଼ା ଜିଲା ସଭାପତି ତଥା ଆଦିବାସୀ ନେତା ଜିତୁ ଜାକାସିକାଙ୍କୁ ଟାର୍ଗେଟକରି ବିଷମକଟକ, ମୁନିଗୁଡ଼ା ଏବଂ ଅମ୍ବାଦଳା ଥାନା ଅନ୍ତର୍ଗତ...

ପାଣିରେ ବୁଡ଼ି ଆଶ୍ରମ ବିଦ୍ୟାଳୟ ଛାତ୍ର ମୃତ : କର୍ମଚାରୀଙ୍କ ଅବହେଳା ଅଭିଯୋଗ, ଉତ୍ତେଜନା

କୋରୁକୋଣ୍ଡା,୧୫।୭(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଗଙ୍ଗଲା ଆବାସିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ଅମିତ କାଲେକୁରା ଶୌଚ ପାଇଁ ବିଦ୍ୟାଳୟ ବାହାରକୁ ଯାଇଥିବାବେଳେ ପାଣିରେ ବୁଡ଼ି...

ଗୁଣପୁର ପୌର ନିର୍ବାଚନ: ମୋଟ୍‌ ଭୋଟର ୨୨୬୦୮, ମହିଳାଙ୍କ ସଂଖ୍ୟା ୧୧୫୩୩

ଗୁଣପୁର,୨୮ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ପୌରାଞ୍ଚଳ ପାଇଁ ନିର୍ବାଚନ ମାର୍ଚ୍ଚ ୨୪ରେ ହେବ। ଏଥପାଇଁ ଭୋଟର ତାଲିକା ପ୍ରକାଶ ପାଇଛି। ପୌରାଞ୍ଚଳରେ ୧୯ ୱାର୍ଡ ରହିଥିବାବେଳେ...

ରାୟଗଡ଼ାର ୬୬୭ ସ୍ବାବ୍‌ ନମୁନା ନେଗେଟିଭ୍‌

ରାୟଗଡ଼ା ଅଫିସ,୨୦ା୫: ରାୟଗଡ଼ା ଜିଲାରୁ ଗତ ୧୫ ତାରିଖରେ ୧୩ତମ ପର୍ଯ୍ୟାୟରେ ୮୬ଜଣଙ୍କର ସ୍ବାବ୍‌ ନମୁନା ପରୀକ୍ଷା ନିମନ୍ତେ ଆର୍‌ଏମ୍‌ଆରସି ଭୁବନେଶ୍ୱର ପଠାଯାଇଥିଲା। ସେଥିରୁ ସମସ୍ତ...

ହଳ କରିବା ବେଳେ ଓଲଟିଲା ଟ୍ରାକ୍ଟର, ଚାପିହୋଇ ଚାଳକ ମୃତ

ମାଥିଲି, ୧୭ା୭: ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦି ପଞ୍ଚାୟତ ଅଧୀନ ମଇଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତି ଟ୍ରାକ୍ଟର ଦ୍ୱାରା ଚାଷ ଜମିରେ ହଳ...

Advertisement
Archives

Model This Week