Posted inଫୁରସତ

୧୦୦ ବର୍ଷ ଜୀବିତ ରହୁଥିବା ସୈଲାମେଣ୍ଡରର ମିଳିଲା ସନ୍ଧାନ

ସାରାଜେବୋ,୯।୨: ଦକ୍ଷିଣ ପୂର୍ବ ୟୁରୋପର ବୋସନିଆ ଏବଂ ହେର୍ଜଗୋବିନାରେ ପ୍ରାଣୀ ବିଜ୍ଞାନୀ ୧୦୦ ବର୍ଷ ଜୀବିତ ରହୁଥିବା ସୈଲାମେଣ୍ଡରର ସନ୍ଧାନ ପାଇଛନ୍ତି। କ୍ରୋଏସିଆରେ ପାଣି ଭିତରେ ଥିବା ଗୁମ୍ଫାରୁ ଏହାର ସନ୍ଧାନ ମିଳିଛି। ଓଲମ୍ସ୍‌ ପ୍ରଜାତିର ଏହି ଉଭୟଚର ସୈଲାମେଣ୍ଡର ସାଢ଼େ ୧୨ ବର୍ଷରେ ଥରେ ପ୍ରଜନନ କରିଥାଏ। କ୍ରୋଏସିଆର ପାଣିତଳେ ଥିବା ୭୦୦୦ରୁ ଅଧିକ ଏଭଳି ଗୁମ୍ଫା ରହିଛି। ୨୦୧୪ଠାରୁ ଏନେଇ ଅଧ୍ୟୟନ ଜାରି ରହିଥିଲା। ୧୫ ଗୁମ୍ଫାର ଜଳ ନମୂନା ସଂଗ୍ରହ କରାଯାଇ ଏହାର ପରୀକ୍ଷଣ କରାଯାଇଥିଲା। ସେଥିମଧ୍ୟରୁ କେବଳ ୧୦ଟି ଗୁମ୍ଫାରେ ଏଭଳି ସୈଲାମେଣ୍ଡର ରହିଥିବା ପ୍ରାଣୀ ବିଜ୍ଞାନୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ ହୋଇଥିଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୩।୮: ଭାରତୀୟ ରାଜନୀତିରେ ଏମିତି କେତେଜଣ ରାଜନେତା ରହିଛନ୍ତି ଯେଉଁମାନେ କାଳ କାଳ ଧରି ଅମର ହୋଇ ରହିବେ। ଏମାନଙ୍କ ମଧ୍ୟରୁ ଜଣେ ହେଲେ ଦେଶର...

ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ, ବିନା ପରୀକ୍ଷାରେ ମିଳୁଛି ନିଯୁକ୍ତି; ମାସିକ ଦରମା ୯୭,୦୦୦

ଭାରତୀୟ ସେନାରେ ଚାକିରି କରିବାକୁ ଅପେକ୍ଷା କରିଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଭାରତୀୟ ସେନାର ୩୦୦ ପଦବୀରେ ନିଯୁକ୍ତି ପାଇଁ ଏସ୍‌ଏସ୍‌ସି...

ଆଦିମ ପ୍ରବୃତ୍ତି ‘କାନିବାଲିଜମ୍‌’

ନୂଆଦିଲ୍ଲୀ: ପୃଥିବୀର ଅନେକ ସ୍ଥାନରେ ଆଜି ବି ନରଭକ୍ଷୀ ମଣିଷଙ୍କ କଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୨୦୧୧ରେ ପାକିସ୍ତାନ ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଭାକ୍କର ଜିଲାରୁ...

ହାତୀ ଜାଣିପାରେ କମ୍‌ ବେଶୀର ତଫାତ

କୁକୁରର ଘ୍ରାଣ ଶକ୍ତି ବା ଶୁଙ୍ଘିବା ଶକ୍ତି ଅଧିକ ବୋଲି ଆମେ ଜାଣିଛେ। କିନ୍ତୁ ହାତୀମାନଙ୍କର ଶୁଙ୍ଘିବା ଶକ୍ତି ପ୍ରଖର ବୋଲି ଜାଣିଛନ୍ତି କି? ହାତୀ...

ସାନିଟାଇଜର୍‌ ଏମିତିବି…

ଏବେ ଆମ ଜୀବନ ସହ ସାନିଟାଇଜର୍‌ ଓତପ୍ରୋତ ଭାବେ ଜଡ଼ିତ ହୋଇଯାଇଛି। ତେଣୁ ବଜାରରେ ବିଭିନ୍ନ କମ୍ପାନୀର ସାନିଟାଇଜର୍‌ ଉପଲବ୍ଧ ହେଉଛି। ତେବେ ଆବଶ୍ୟକତାକୁ ନଜରରେ...

ଏମିତି ଦେଶ, ଯେଉଁଠି ସବୁଠୁ ଶସ୍ତାରେ ମିଳେ ପେଟ୍ରୋଲ

କାରାକସ୍‌,୨୮।୨: ଆଜିକାଲି ଆମ ଦେଶରେ ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହେଲାଣି। ଏମିତିକି ଆମ ଦେଶର କିଛି ସହରରେ ପେଟ୍ରୋଲ ଦାମ୍‌ ଲିଟର ପ୍ରତି ୧୦୦...

ସବୁଠୁ ସୁନ୍ଦର ମଶା

ମଶା ମଣିଷର ବଡ଼ ଶତ୍ରୁ। ତାକୁ କେହି ଭଲ ପାଆନ୍ତି ନାହିଁ। ଆଉ ଦେଖିବା ମାତ୍ରେ ଗୋଡ଼ାଇ ଗୋଡ଼ାଇ ମରାଯାଏ। ହେଲେ ଜାଣନ୍ତି କି ଏମିତି...

ଶୀଘ୍ର ତରଳୁଛି ପାଣି ତଳେ ଥିବା ଗ୍ଲାସିୟର

ଗ୍ରୀନ୍‌ଲାଣ୍ଡ,ଆଲାସ୍କା ଓ ଆଣ୍ଟାର୍କଟିକାରେ ଭାସମାନ ବିରାଟକାୟ ଗ୍ଲାସିୟର ଏବେ ଦ୍ରୁ୍ରୁତ ଗତିରେ ତରଳିବାରେ ଲାଗିଛି । ଏହା ଫଳରେ ସମୁଦ୍ର ପତ୍ତନ ବି ବୃଦ୍ଧି ପାଇବ...

Advertisement
Archives

Model This Week