ୟେଲୋ ଶାଢିରେ ଭାଇରାଲ ହେଲା ଆଲିଆଙ୍କ ହଟ୍‌ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଆଲିଆ ଭଟ୍ଟଙ୍କ ଏକ ନୂଆ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି। ନିଜର ଅପ୍‌ କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ବିଜି ରହୁଥିବା ଆଲିଆ ଏବେ ଏମିତି ଏକ ଭିଡିଓ ଶେୟାର କରିଛନ୍ତି ଯାହାକୁ ଦେଖି ଦର୍ଶକେ ଖୁବ୍‌ ଖୁସି ହେଉଛନ୍ତି। ହଳଦିଆ ରଙ୍ଗର ଏକ ଶାଢିରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଏହି ବଲିଉଡ୍‌ ନାୟିକା। ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କ ଅଭିନୀତ ଫିଲ୍ମ ‘ମୋହରା’ର ଗୀତ ‘ଟିପ୍‌ ଟିପ୍‌ ବରଷା ପାଣି’ରେ ଆଲିଆ କରୁଛନ୍ତି ଡ୍ୟାନ୍ସ। ଆଉ ପାଖରେ ଥିବା ତାଙ୍କ ବନ୍ଧୁ ଆଲିଆଙ୍କ ଉପରକୁ ପାଣିବୁନ୍ଦା ପକାଉଥିବା ଦେଖିବାକୁ ମିଳିଛି। ୟୁଟ୍ୟୁବରେ ଏହି ଭିଡିଓକୁ ବହୁବାର ଦେଖା ସରିଥିବା ବେଳେ ଦର୍ଶକେ ଏହାର ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାସଙ୍କ ଫିଲ୍ମରେ ରାବଣ ଭୂମିକାରେ ନଜର ଆସିବେ ଏହି ଅଭିନେତା, କରିନା କହିଲେ ‘ଇତିହାସର ସବୁଠାରୁ ହ୍ୟାଣ୍ଡସମ୍‌ ରାକ୍ଷସ’

ବମ୍ବେ: ରାବଣ ଭୂମିକାରେ ନଜର ଆସିବେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌। ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ମେଗା ବଜେଟ୍‌ରେ ନିର୍ମିତ ଥ୍ରି-ଡି ଫିଲ୍ମ ଆଦିପୁରୁଷରେ...

୨୦୨୧ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ନାୟିକା ତାଲିକାରେ ଟପ୍‌ରେ କରିନା

ମୁମ୍ବାଇ: ବଲିଉଡରେ ଏମିତି କେତେଜଣ ନାୟିକା ଅଛନ୍ତି ଯେଉଁମାନେ ନିଜର କାମ ପାଇଁ ଅନେକଙ୍କର ପ୍ରିୟ ହୋଇଥାଆନ୍ତି । ନିକଟରେ ମୋଷ୍ଟ ସର୍ଚ୍ଚ ଫିମେଲ ସେଲିବ୍ରିଟିଙ୍କର...

‘ତୁମେ ଅଭିନେତ୍ରୀ ଭଳି ଦେଖାଯାଉନାହଁ’

ବମ୍ବେ: ଦେଖିବାକୁ ସେ ଯେତିକି ସୁନ୍ଦର, ଅଭିନୟରେ ମଧ୍ୟ ସେତିକି ପ୍ରବୀଣ। ଆମେ କହୁଛୁ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷୀତଙ୍କ କଥା। ବଲିଉଡ୍‌ ଫିଲ୍ମଜଗତର...

ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌ର ଟ୍ରେଲର ରିଲିଜ, ବୋଲ୍ଡ ଭୂମିକାରେ ନଜର ଆସିଲେ ଦିବ୍ୟା-ବରୁଣ

ବମ୍ବେ: ରିଲିଜ୍‌ ହୋଇଛି ଓ୍ବେବ୍‌ ସିରିଜ୍‌ ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌-୨ର ଟ୍ରେଲର। ୨.୫୧ ମିନିଟ୍‌ର ଏହି ଟ୍ରେଲର୍‌ରେ ସସ୍‌ପେକ୍ସ, ଆକ୍ସନ, ଥ୍ରିଲ୍‌, ବୋଲ୍ଡନେସ୍‌ ଏବଂ ହରର୍‌...

ଗୋବିନ୍ଦାଙ୍କ ପାଦ ଛୁଇଁଲେ ପାକିସ୍ତାନୀ ଅଭିନେତା; ବଢ଼ୁଛି ଉତ୍ତେଜନା

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା ଏପରି ଜଣେ କଳାକାର, ଯାହାଙ୍କ ପ୍ରଶଂସକ ଦେଶବିଦେଶରେ ରହିଛନ୍ତି। ନିକଟରେ ପାକିସ୍ତାନ ଅଭିନେତା ପହାଦ ମୁସ୍ତଫା ଗୋବିନ୍ଦାଙ୍କ ପ୍ରତି ଭଲପାଇବାକୁ...

ଗୁଡ ବାୟ କହିବା ଏତେ ସହଜ ନୁହେଁ: ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲିଙ୍କ ଯୋଡି ଅଧିକାଂଶ ସମୟରେ ଥାଆନ୍ତି ଚର୍ଚ୍ଚାରେ। ବିବାହ ପରେ...

ଭାଗ୍ୟକୁ ନିନ୍ଦୁଛନ୍ତି କିଆରା

ନିକଟରେ ତାଙ୍କୁ କେତୋଟି ଭଲ ଅଫର ମିଳିଥିଲା। ହେଲେ ସେଗୁଡ଼ିକୁ ହାତଛଡ଼ା କଲେ କିଆରା ଆଡଓ୍ବାନୀ। ଏବେ ତ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଶୁଟିଂ ଆରମ୍ଭ...

ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ

ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ ମିଳିଛି। ଚିଠି ମାଧ୍ୟମରେ ଏହି ଧମକ ଦିଆଯାଇଥିବା ଜଣାପଡିଛି। ସ୍ବରା ସଭରକରଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ହତ୍ୟା...

Advertisement
Archives

Model This Week