Posted inଖେଳ

ୟୁଏସ୍‌ ଓପନ: ସେମିରୁ ସୌରଭ ବାଦ୍‌

ଫୁଲର୍ଟନ(ଆମେରିକା),୧୪।୭(ପିଟି)- ଚଳିତ ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଅନ୍ତିମ ଭାରତୀୟ ଖେଳାଳି ଭାବେ ସୌରଭ ବର୍ମା ପୁରୁଷ ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ତାଙ୍କୁ ୯-୨୧, ୧୮-୨୧ ଗେମ୍‌ରେ ଥାଇଲାଣ୍ଡର ଟାନୋଙ୍ଗସାକ ସେନସୋମ୍ବୁସୁକ ହରାଇଛନ୍ତି। ବିଶ୍ୱର ୪୩ ର଼୍ୟାଙ୍କଧାରୀ ସୌରଭ ମ୍ୟାଚ୍‌ରେ ମାତ୍ର ୩୯ ମିନିଟ୍‌ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲେ। ତାଙ୍କ ବ୍ୟତୀତ ପାରୁପଲ୍ଲୀ କାଶ୍ୟପ, ଏଚ୍‌.ଏସ୍‌. ପ୍ରନୟ, ଅଜୟ ଜୟରାମ ଓ ଲକ୍ଷ୍ୟ ସେନ ଟୁର୍ନାମେଣ୍ଟରେ ପୂର୍ବରୁ ବିଦାୟ ନେଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ନିଷ୍ପତ୍ତିରେ ଖୁସି ଆଇସିସି

ଦୁବାଇ,୨।୧୧: କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୦ରେ ନିରାଶାଜନକ ଯାତ୍ରା ଶେଷ କରିଛି।...

ଲକ୍ଷ୍ନୌ ଆଗରେ ୨୧୧ ଟାର୍ଗେଟ

ମୁମ୍ବାଇ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ସପ୍ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ...

ଦିନିକିଆ-ଟି୨୦ରେ ପ୍ରତ୍ୟାବର୍ତ୍ତନକୁ ନେଇ ନିରବତା ଭାଙ୍ଗିଲେ ଅଶ୍ୱିନ, କହିଲେ‘ ଯେତେବେଳେ କେହି ଏହି ପ୍ରଶ୍ନ ପଚାରେ….’

ନୂଆଦିଲ୍ଲୀ,୧୬।୩: ଭାରତର ସର୍ବଶ୍ରେଷ୍ଠ ସ୍ପିନର୍‌ଙ୍କ ମଧ୍ୟରୁ ରବିଚନ୍ଦ୍ରନ ଅଶ୍ୱିନ ଅନ୍ୟତମ। ବିଗତ ଦୁଇ-ତିନି ମାସ ମଧ୍ୟରେ ସେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ ମଧ୍ୟ କରିଛନ୍ତି। ଇଂଲଣ୍ଡ...

ହରିକ୍ରିଷ୍ଣା ଜିତିଲେ ଚେସ୍‌ ଇଭେଣ୍ଟ

ଚେନ୍ନାଇ, ୨୦ା୭ (ପି.ଟି.)- ଭାରତର ଗ୍ରାଣ୍ଡମାଷ୍ଟର ପି. ହରିକ୍ରିଷ୍ଣା ଆକ୍ସେଣ୍ଟସ ଚେସ୍‌ ୯୬୦ ଟୁର୍ନାମେଣ୍ଟ ଜିତିଛନ୍ତି। ୫୩ତମ ବିଲ୍‌ ଚେସ୍‌ ଫେଷ୍ଟିଭାଲ୍‌ ୨୦୨୦ର ଏହା ହେଉଛି...

୨୦୧୧ ବିଶ୍ୱକପ୍‌ ହିରୋଙ୍କ ସନ୍ୟାସ

ଡବଲିନ,୧୮ା୬: ଭାରତରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍‌ର ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଆୟର୍ଲାଣ୍ଡ ଆଗରେ ୩୨୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଥିଲା ଇଂଲଣ୍ଡ। ବଡ଼...

ଏହି ଭାରତୀୟ କ୍ରିକେଟର୍‌ଙ୍କୁ ‘ସାଲ୍ୟୁଟ୍‌’ ମାରିଲେ ପାକିସ୍ତାନୀ ସାମ୍ବାଦିକା

ଇସଲାମାବାଦ,୧୯।୮: ଇଂଲଣ୍ଡ ବିପକ୍ଷ ଲର୍ଡସ ଟେଷ୍ଟ ଭାରତୀୟ ପେସ୍‌ ବୋଲର୍‌ ମହମ୍ମଦ ସିରାଜ୍‌ ଚମତ୍କାର ବୋଲିଂ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।...

ଶତକ ସହ ରୁଟ୍‌ଙ୍କ ବିଶ୍ୱ ରେକର୍ଡ

ବାରବାଡସ,୧୮।୩: ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଗୁରୁବାର ଏକ ବଡ଼ ବିଶ୍ୱ ରେକର୍ଡ ଅଧିକାରୀ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ତାଙ୍କର...

ଓଡ଼ିଶା ଏଫ୍‌ସିର ଗ୍ରାସ୍‌ରୁଟ୍‌ ପ୍ରୋଗ୍ରାମ ଆରମ୍ଭ

ଭୁବନେଶ୍ୱର, ୧୯।୧୧(ସ୍ପୋଟର୍‌ସ ବ୍ୟୁରୋ)- ତୃଣମୂଳ ସ୍ତରରୁ ଓଡ଼ିଶାରେ ଫୁଟ୍‌ବଲ ଖେଳର ବିକାଶ ଏବଂ ଛାତ୍ରୀଛାତ୍ରମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି ପକ୍ଷରୁ...

Advertisement
Archives

Model This Week