ହ୍ବାଇଟ୍‌ ହାଉସରେ ଟ୍ରମ୍ପ ପାଳିଲେ ଦୀପାବଳି

ଓ୍ବାଶିଂଟନ,୨୬।୧୦: ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଡ ଟ୍ରମ୍ପ ଶୁକ୍ରବାର ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଭାରତରେ ପାଳନ କରାଯାଉଥିବା ଦୀପାବଳିର ୩ ଦିନ ପୂର୍ବରୁ ଟ୍ରମ୍ପ ଏହି ପର୍ବକୁ ପାଳନ କରିଛନ୍ତି। ଏହି ଅବସରରେ ସେ ହିନ୍ଦୁ ,ଜୈନ, ଶିଖ ଓ ବୌଦ୍ଧ ଧର୍ମାବଲମ୍ବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଏହି ପର୍ବ ସୂଚାଉଛି ଆମେରିକାରେ ସବୁ ଧର୍ମର ଲୋକଙ୍କୁ ଧାର୍ମିକ ସ୍ବାଧିନତା ମିଳିଛି। ତେବେ ଏହି ପର୍ବ ପାଳନ ସମୟରେ ହ୍ବାଇଟ ହାଉସ୍‌ ମଧ୍ୟକୁ ଗଣମାଧ୍ୟମକୁ ପ୍ରବେଶ ଅନୁମତି ମିଳି ନ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ଟ୍ରମ୍ପ ଓଭଲ କାର୍ଯ୍ୟକ୍ରମରେ ଭାରତୀୟ-ଆମେରିକୀୟଙ୍କ ସହ ଦୀପାବଳି ପାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଆଖି ଦେଖାଇଲା ନେପାଳ: ଚାଇନା ସହିତ ସମ୍ପର୍କ ଅତୁଟ

କାଠମାଣ୍ଡୁ, ୨୮।୯: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଦୁଇପକ୍ଷ ସୀମାରେ ସମରସଜ୍ଜାରେ ବ୍ୟସ୍ତ ରହିଛନ୍ତି। ଏପରିସ୍ଥଳେ ନେପାଳ ଭାରତକୁ...

ଦୁବଇ ଶାସକଙ୍କ ରାଜକୁମାରୀ ପତ୍ନୀଙ୍କର ରହିଛି ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ!

ଦୁବଇ,୨୧ ।୧୧: ଦୁବଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ରାଜକୁମାରୀ ପତ୍ନୀଙ୍କର ନିଜର ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ ରହିଥିବା କୁହାଯାଉଛି ।...

ଫିଜିରେ ତାଣ୍ଡବ ରଚିପାରେ ‘ଟିନୋ’

ସୁଭା,୧୭।୧: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଫଜିରେ ଘୁର୍ଣ୍ଣିଝଡ଼ ‘ଟିନୋ’ କିଛିଘଣ୍ଟା ପରେ ତାଣ୍ଡବ ରଚିପାରେ ବୋଲି କୁହାଯାଉଛି। ଏଥିପାଇଁ ରିଲିଫ୍‌ ଶିବିର ସବୁ ଖୋଲି...

ହଟାଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା: ୩୫୦୦ ଲୋକ ହେଲେ ସ୍ଥାନାନ୍ତର

ରୋମ୍‌,୩।୨: ଇଟାଲୀର ଭେନିସ୍‌ରେ ଏକ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମାକୁ ହଟାଯାଇଛି। ଏଥିପାଇଁ ୩୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବୋମାକୁ ନିଷ୍କ୍ରିୟ କରି...

ଏଲିଅନ୍‌ ୫୦୦୦ ବର୍ଷ ଧରି ପୃଥିବୀ ଉପରେ ରଖିଛନ୍ତି କଡ଼ା ନଜର…

ଓ୍ବାଶିଂଟନ,୨୪।୬: ଗତ ୫୦୦୦ ବର୍ଷ ଧରି ଏଲିଅନ୍‌ ପୃଥିବୀ ଉପରେ ଟେଲିସ୍କୋପ୍‌ ଦ୍ୱାରା କଡ଼ା ନଜର ରଖିଛନ୍ତି। ଏନେଇ ଆମେରିକାରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ...

ଜେଲରେ ବାଂଲାଦେଶୀ ଲେଖକଙ୍କ ମୃତ୍ୟୁ

ଢାକା, ୨୮।୨: ସୋସିଆଲ ମିଡିଆ ପୋଷ୍ଟ ପାଇଁ ବର୍ଷେ ହେଲା ଜେଲରେ ଥିବା ବାଂଲାଦେଶୀ ଲେଖକ ମୁସ୍ତାକ ଅହମଦଙ୍କର ମୃତ୍ୟୁ ହୋଇଛି। ମହାମାରୀ ପରିଚାଳନାରେ ପ୍ରଧାନମନ୍ତ୍ରୀ...

‘ଏଲେକ୍ସ’ ଘୂର୍ଣ୍ଣିଝଡ଼କୁ ନ୍ୟୁକ୍ଲିୟର ବମ୍‌ରେ ଉଡାଇଦେବାକୁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେତେବେଳେ କ’ଣ କୁହନ୍ତି ତା’ର କିଛି ଠିକଣା ନ ଥାଏ। ସେଥିପାଇଁ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ଏବେ...

ଗଲଓ୍ବାନ ଉପରେ ଦାବି ଦୋହରାଇଲା ଚାଇନା

ବେଜିଂ,୧୮ା୬: ଲଦାଖସ୍ଥିତ ଗଲଓ୍ବାନ ଉପତ୍ୟକା ଉପରେ ବୁଧବାର ପୁଣିଥରେ ନିଜର ଦାବି ଦୋହରାଇଛି ଚାଇନା। ଏହି ଅଞ୍ଚଳ ସବୁବେଳେ ଚାଇନାର ଥିଲା ବୋଲି ବେଜିଂ ପକ୍ଷରୁ...

Advertisement


Archives

Model This Week

Why Dharitri