ହେମା, ରେଖା, ଶ୍ରୀଦେବୀଙ୍କ ପରେ ଭୂମୀଙ୍କୁ ମିଳିଲା ସଫଳତା

ମୁମ୍ବାଇ: ବଲିଉଡ୍‌ ନାୟିକା ହେମାମାଳିନୀ, ରେଖା ଓ ଶ୍ରୀଦେବୀଙ୍କୁ ବଡ ପରଦାରେ ଯେଉଁ ସଫଳତା ମିଳିଥିଲା ତାହା ବୋଧହୁଏ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଅଭିନେତ୍ରୀଙ୍କୁ ମିଳିନାହିଁ ବୋଲି କୁହାଯାଏ। ହେଲେ ଏହି ସଫଳତା ଏବେ ନାୟିକା ଭୂମୀ ପେଡନେକରଙ୍କୁ ମିଳିଛି ବୋଲି କୁହାଯାଉଛି। କାରଣ ପରଦାରେ ଏବେ ହ୍ୟାଟ୍ରିକ୍‌ ମାରିଛନ୍ତି ଭୂମୀ। ଏକାଥରେ ତାଙ୍କର ୩ଟି ଫିଲ୍ମ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଭୂମୀଙ୍କ ଅଭିନୀତ ‘ବାଲା’, ‘ସାଣ୍ଡ କି ଆଖେଁ’ ଓ ‘ପତି ପତ୍ନୀ ଓର ଓ୍ବ’ ତାଙ୍କ ପାଇଁ ଏହି ସଫଳତା ଆଣି ଦେଇଛି। ଏହାକୁ ନେଇ ନିକଟରେ ଭୂମୀ କହିଛନ୍ତି ଏହା କେବଳ ଦର୍ଶକଙ୍କ ଭଲପାଇବା ଯୋଗୁ ସମ୍ଭବ ହୋଇଛି। ନବାଗତା ହିସାବରେ ଭୂମୀଙ୍କୁ ପ୍ରଥମଥର ଲାଗି ଏହି ସଫଳତା ମିଳିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ନିଶାରେ ରାଜବୀର

ନବାଗତ ରାଜବୀର । ନୂଆ ଓଡ଼ିଆ ସିନେମା ‘ଅରୁନ୍ଧତୀ’ରେ ତାଙ୍କୁ ମିଳିଛି ଏକ ଚ୍ୟାଲେଞ୍ଜିଂ ଭୂମିକା। ଏଥିରେ ତାଙ୍କୁ କେବଳ ଆକ୍ସନ ନୁହେଁ, ରୋମାଣ୍ଟିକ ରୋଲ୍‌ରେ...

ଏକଦା ଶୁଟିଂସେଟ୍‌ରେ ସଲମାନଙ୍କ ସହ ସତୀଶଙ୍କର ହୋଇଥିଲା ଝଗଡ଼ା

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ସତୀଶ କୌଶିକ ୬୬ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ହୃଦ୍‌ଘାତରେ ତାଙ୍କର ଗୁରୁବାର ଦେହାନ୍ତ ହୋଇଛି। ସତୀଶ କେବଳ...

ଅଭିଷେକ ବଚ୍ଚନଙ୍କ ପାଇଁ ବଦଳାଇଥିଲେ ନାଁ

ବମ୍ବେ: କମେଡିଆନ କୃଷ୍ଣା ଅଭିଷେକ ମନୋରଞ୍ଜନଜଗତର ଏକ ଜଣାଶୁଣା ନାମ। ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ଶୋ’ରେ ସେ ସପ୍‌ନା ଭୂମିକାରେ...

ବାହା ହେବେ କି ସଲମାନ!

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ବ୍ୟାଚେଲର ସଲମାନ ଖାଁଙ୍କୁ ନିଜର କରିବାକୁ ଅନେକ ଯୁବତୀ ସ୍ବପ୍ନ ଦେଖନ୍ତି। ହେଲେ ଏହି ନାୟକ ଏବେବି ବିବାହ ନ...

ବିଦେଶ ଯିବାକୁ ରିଆଙ୍କୁ ମିଳିଲା ଅନୁମତି

ମୁମ୍ବାଇ,୧ ।୬: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତିଙ୍କୁ ସମାନ୍ୟ ଆଶ୍ୱସ୍ତି ମିଳିଛି...

ଏକ୍ସ ବୟଫ୍ରେଣ୍ଡଙ୍କୁ ବିବାହ ନିମନ୍ତ୍ରଣ କରିନାହାନ୍ତି କାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକି କୌଶଲ ଏବଂ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ବିବାହ ଚଳିତମାସ ୯ ତାରିଖରେ ଜୟପୁରରେ ହେବ। ବିବାହ ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି।...

ଘରୁ ପଳାଇଯାଇ ସୋହେଲଙ୍କ ହାତ ଧରିଥିଲେ ସୀମା, ଆର୍ଯ୍ୟ ସମାଜ ମନ୍ଦିରରେ..

ବମ୍ବେ: ଅଭିନେତା ସୋହେଲ ଖାନ୍‌ ଏବଂ ତାଙ୍କ ସ୍ତ୍ରୀ ସୀମାଙ୍କ ଲଭ୍‌ଷ୍ଟୋରୀ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନୁହେଁ। ସୀମାଙ୍କ ପ୍ରକୃତ ନାମ ସୀମା ସଚଦେବ। ସେ...

ଲୋକସେବା ଭବନରେ ପ୍ରଦର୍ଶିତ ହେଲା ‘ଦମନ’

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ରବିବାର ଲୋକସେବା ଭବନର କନଭେନଶନ ସେଣ୍ଟରଠାରେ ପ୍ରଦର୍ଶିତ ହୋଇଛି। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ...

Advertisement
Archives

Model This Week