ହେମା, ରେଖା, ଶ୍ରୀଦେବୀଙ୍କ ପରେ ଭୂମୀଙ୍କୁ ମିଳିଲା ସଫଳତା

ମୁମ୍ବାଇ: ବଲିଉଡ୍‌ ନାୟିକା ହେମାମାଳିନୀ, ରେଖା ଓ ଶ୍ରୀଦେବୀଙ୍କୁ ବଡ ପରଦାରେ ଯେଉଁ ସଫଳତା ମିଳିଥିଲା ତାହା ବୋଧହୁଏ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଅଭିନେତ୍ରୀଙ୍କୁ ମିଳିନାହିଁ ବୋଲି କୁହାଯାଏ। ହେଲେ ଏହି ସଫଳତା ଏବେ ନାୟିକା ଭୂମୀ ପେଡନେକରଙ୍କୁ ମିଳିଛି ବୋଲି କୁହାଯାଉଛି। କାରଣ ପରଦାରେ ଏବେ ହ୍ୟାଟ୍ରିକ୍‌ ମାରିଛନ୍ତି ଭୂମୀ। ଏକାଥରେ ତାଙ୍କର ୩ଟି ଫିଲ୍ମ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଭୂମୀଙ୍କ ଅଭିନୀତ ‘ବାଲା’, ‘ସାଣ୍ଡ କି ଆଖେଁ’ ଓ ‘ପତି ପତ୍ନୀ ଓର ଓ୍ବ’ ତାଙ୍କ ପାଇଁ ଏହି ସଫଳତା ଆଣି ଦେଇଛି। ଏହାକୁ ନେଇ ନିକଟରେ ଭୂମୀ କହିଛନ୍ତି ଏହା କେବଳ ଦର୍ଶକଙ୍କ ଭଲପାଇବା ଯୋଗୁ ସମ୍ଭବ ହୋଇଛି। ନବାଗତା ହିସାବରେ ଭୂମୀଙ୍କୁ ପ୍ରଥମଥର ଲାଗି ଏହି ସଫଳତା ମିଳିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣଭାରତୀୟ ସିନେମାରୁ କରିଥିଲେ ଡେବ୍ୟୁ, ଏବେ ପାଲଟିଛନ୍ତି ବଲିଉଡ୍‌ ଷ୍ଟାର

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାରୁ କ୍ୟାରିଅର ଆରମ୍ଭ କରିବା ସତ୍ତ୍ୱେ ବଲିଉଡର ନାମକରା ଅଭିନେତ୍ରୀ ପାଲଟିଛନ୍ତି ଅନେକେ ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଦୀପିକା ପାଦୁକୋନ,...

ଭୁଲ୍‌ କଲେ ବି ଖୁବ୍‌ ସୁନ୍ଦର ଲାଗନ୍ତି କରିନା: ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବେବୋ କରିନା କପୁର ଖାଁ ଓ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଯୋଡିଙ୍କୁ ପୁଣିଥରେ ଦେଖିବାକୁ ମିଳିବ। ଫିଲ୍ମ ‘ଗୁଡ୍‌ ନ୍ୟୁଜ’ରେ ଆସିବେ...

୨୭ ବର୍ଷ ପରେ ପୁଣି ଥରେ ଏକାଠି ନଜର ଆସିଲେ ରିଷି-ଶାହାରୁଖ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ କଳାକାର ରିଷି କପୁର କିଛି ଦିନ ହେବ ବିଦେଶରେ ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କୁ ଦେଖା କରିବାକୁ ବଲିଉଡ୍‌ର ବହୁ କଳାକାର...

୧୯୭୯ର ଫଟୋ ଶେୟାର କଲେ ଅମିତାଭ, ଫଟୋରେ ଥିବା କୁନି ଶିଶୁଟି ଏବେ ସୁପରଷ୍ଟାର

ବଲିଉଡର ଅମିତାଭ ବଚ୍ଚନ ସୋସିଆଲ ନେଟୱାର୍କିଂ ସାଇଟ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ। ଅନେକ ସମୟରେ ସେ ପୁରୁଣା ସ୍ମୃତିକୁ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ...

‘ହିରୋଇନ୍‌ ତ ମୁଁ ଦେଖାଯାଏ, ଅଭିନେତ୍ରୀ ହେବାକୁ ଚାହୁଁଛି…’

ମୁମ୍ବାଇ: ଛୋଟ ପରଦାର ବଡ଼ ହିରୋଇନ୍‌ ଅଙ୍କିତା ଲୋଖଣ୍ଡେଙ୍କୁ କିଏ ବା ନ ଜାଣେ। ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ରୁ ସେ ଘରେ ଘରେ ପରିଚିତା।...

ହିନ୍ଦୀ ଦିବସକୁ ନେଇ କ’ଣ କହିଲେ ମନୋଜ

ମୁମ୍ବାଇ: ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ହିନ୍ଦୀ ଦିବସକୁ ନେଇ କହିଛନ୍ତି ଏହି ଭାଷା ତାଙ୍କ ପାଇଁ ସବୁଠାରୁ ବଡ ଶକ୍ତି। କାରଣ ସେ ଦୀର୍ଘ...

ଟ୍ରୋଲ୍ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ବିୟୁଟି କ୍ୟାଟ୍ରିନା କୈଫ ନିଜର ସୁନ୍ଦରତା ତଥା ଫ୍ୟାଶନ ସେନ୍ସକୁ ନେଇ କେତେବେଳେ ନା କେତେବେଳେ ଆସିଥାଆନ୍ତି ଚର୍ଚ୍ଚାକୁ । ସେ ନିଜ...

ରିଲିଜ୍‌ ହେଲା ‘ପାଗଲପଂତି’ର ନୂଆ ଟିଜର୍‌: ଦର୍ଶକେ ହସି ହସି ବେଦମ

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହେବାକୁ ଯାଉଛି କମେଡି ଫିଲ୍ମ ‘ପାଗଲପଂତି’। ନଭେମ୍ବର ୨୨ରେ ଏହା ଫ୍ଲୋରକୁ ଆସିବାକୁ ଥିବା ବେଳେ ଏହା ପୂର୍ବରୁ...

Play 250+ Trending Games
Archives

Model This Week

Why Dharitri