ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ଏହି ଧୁଆଁ…

ପରିବର୍ତ୍ତିିତ ଜୀବନ ଶୈଳୀରେ କେତେକଙ୍କ ଠାରେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଦେଇଥାଏ। ତେବେ ଏହାର ନିରାକରଣ କିଛି ଘରୋଇ ଉପଚାର ଦ୍ୱାରା ମଧ୍ୟ ସମ୍ଭବ। ଘରେ ସବୁଦିନ ଝୁଣା ଧୁଆଁ ଦେଲେ ଏହା ମନରେ ସକାରାତ୍ମକ ପ୍ରଭାବ ପକାଇବା ସହିତ ହରମୋନ୍‌ସ୍ତରକୁ ନିୟନ୍ତ୍ରିତ କରି କୋଲେଷ୍ଟରଲ କମ୍‌ କରିଥାଏ। ଏହା ଦ୍ୱାରା ରକ୍ତଚାପ ସ୍ବାଭାବିକ ହୋଇଥାଏ। ଫଳରେ ହାର୍ଟ ଆଟାକ୍‌ ଭଳି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରେ। ଝୁଣାରେ ଥିବା ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ନିଶ୍ୱାସରେ ଫୁସଫୁସ୍‌ ରକ୍ତକୋଷିକାରେ ଆବଜରଭ୍‌ ହୋଇ ରକ୍ତରେ ଥିବା ଟ୍ରାଇଗ୍ଲିସେରଡ୍‌ କମ୍‌ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ଘରେ ସପ୍ତାହରେ ୩-୪ଥର ଝୁଣା ଧୁଆଁ ଦେଲେ ଅନେକ ଉପକାର ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅସନ୍ତୁଳିତ ଜୀବନଶୈଳୀ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଏକ ସୁବ୍ୟବସ୍ଥିତ ଜୀବନଶୈଳୀ ଅନୁସରଣ କରିବା ପ୍ରାୟ କଷ୍ଟକର। କାରଣ ନିଜ କାର୍ଯ୍ୟକୁ ନେଇ ଅନେକେ ଏତେ ବ୍ୟସ୍ତ ଯେ ସେମାନେ...

ଦୂରକରନ୍ତୁ ଲୁଗାର ଗନ୍ଧ

ବର୍ଷାଦିନେ ଲୁଗାପଟା ଠିକ୍‌ ଭାବେ ଶୁଖିପାରେ ନାହିଁ। ସେଥିପାଇଁ ସେଥିରୁ ଏକପ୍ରକାର ଗନ୍ଧ ବାହାରେ ଓ ପିନ୍ଧିବାକୁ ଭଲ ଲାଗେ ନାହିଁ। ତେବେ ବର୍ଷାଦିନେ ଲୁଗାପଟାର...

ରେନି ସିଜନରେ ଡ୍ରେସ୍‌

ବର୍ଷା ଋତୁ ଆରମ୍ଭ ହୋଇଗଲାଣି। ଏଥିରେ ଯଦି ଆପଣ କୌଣସି ଡ୍ରେସ୍‌ ପିନ୍ଧୁଛନ୍ତି ଦେଖିଚାହିଁ ପିନ୍ଧିବାକୁ ପଡ଼ିଥାଏ। କାରଣ ଏହି ସିଜନ୍‌ରେ ଯଦି ଡ୍ରେସ୍‌ ଓଦା...

ପ୍ରତ୍ୟେକ ବ୍ୟକ୍ତିଙ୍କର ଅଛନ୍ତି ୫ ପିତା, ଜାଣନ୍ତୁ କାହିଁକି ଏପରି କହିଲେ ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସୁଖମୟ ଜୀବନଯାପନ ପାଇଁ ଅନେକ ନୀତି ଉଲ୍ଲେଖ କରିଛନ୍ତି। ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ତାଙ୍କ ଜୀବନର ସମସ୍ତ ଦୁଃଖ...

ନିଜ ଦାୟିତ୍ୱ ନିଜ ହାତରେ

ଏବେ ଧୀରେ ଧୀରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ କଟକଣା ଉଠାଇ ଦିଆଯାଇଛି। କିନ୍ତୁ କରୋନା ସଂକ୍ରମଣ କମ୍‌ ହୋଇନାହିଁ। ପୂର୍ବପରି କରୋନା ସବୁ ସ୍ଥାନରେ ତା’ର ଉପସ୍ଥିତି...

ଝଗଡା ସମୟରେ କେବେ ବି ପାର୍ଟନରଙ୍କୁ କୁହନ୍ତୁ ନାହିଁ ଏହି ୪ କଥା, ନହେଲେ ପଶ୍ଚାତାପ କରିବେ

ବିବାହ ପରେ, ଦମ୍ପତିଙ୍କ ମଧ୍ୟରେ ଟିକିଏ କଥାବାର୍ତ୍ତା ସମ୍ପର୍କ ଭାଙ୍ଗିବାର ଏକ ବଡ଼ କାରଣ ହୋଇଯାଏ। ଯଦିଓ ସମ୍ପର୍କରେ ମଧୁରତା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ...

ମାଉଥ୍‌ ସ୍ପ୍ରେ କରୋନା ସଂକ୍ରମଣରୁ ରଖିବ ଦୂରେଇ…

ଷ୍ଟକ୍‌ହୋମ୍‌, ୨୬।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ୭ ମାସ ବିତି ଯାଇଥିଲେ ବି ଏହାର ପ୍ରତିଷେଧକ ଟୀକା ବାହାରି...

ସ୍ବାମୀଙ୍କ ଉପରେ ହୁକୁମ ଚଲାନ୍ତି ଏହି ରାଶିର ମହିଳା; ହେଲେ ଏମାନଙ୍କ ପ୍ରେମରେ…

ଆଜିର ରାଶି ସମ୍ବନ୍ଧୀୟ ଆଲୋଚନାରେ ବିଛା ରାଶିର ମହିଳାଙ୍କ ବିଷୟରେ ଆଲୋଚନା କରିବା। ଏମାନେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଜୀବନରେ ଯାହାକୁ ହାସଲ କରିବାକୁ ଏମାନେ...

Advertisement
Archives

Model This Week