ହାତରୁ ଲୁଣ ପଡ଼ିଗଲେ ହୋଇଥାଏ ଏହି କ୍ଷତି

ଲୁଣ ବିନା ଖାଦ୍ୟର ସ୍ବାଦ ନାହିଁ। କିନ୍ତୁ ଜାଣିଛନ୍ତି ଲୁଣ ହାତରୁ ପଡ଼ିଗଲେ ଜୀବନରେ କ’ଣ ସମସ୍ୟା ସୃଷ୍ଟି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଲୁଣକୁ ଠିକ୍‌ ଭାବେ ନ ରଖିଲେ ଏହା ଆମ ଜୀବନରେ କୁପ୍ରଭାବ ପକାଇଥାଏ। ଦିଲ୍ଲୀର ବାସ୍ତୁ ବିଶେଷଜ୍ଞ ସରଳା ଚୋପ୍ରାଙ୍କ ମତରେ, ବେଳେବେଳେ ହାତରୁ ଲୁଣ ପଡ଼ିଯାଇଥାଏ। ଏହାକୁ ଆମେ ଏକ ସାଧାରଣ କଥା ବୋଲି ଭାବିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଏହା ଅନେକ ସମସ୍ୟା ଆଣିଥାଏ। ଜାଣନ୍ତୁ ଏହାଦ୍ୱାରା କ’ଣ କୁପ୍ରଭାବ ପଡ଼ିଥାଏ

୧. ଅନେକ ଲୋକ ପଡ଼ୋଶୀଙ୍କ ଠାରୁ ଲୁଣ ମାଗି ଆଣିଥାନ୍ତି। ମାତ୍ର ଏମିତି କରିବା ଦ୍ୱାରା ଘରେ କଳି ସୃଷ୍ଟି ହୁଏ। ଏହା ସହ ନକରାତ୍ମକ ପ୍ରଭାବ ମଧ୍ୟ ପଡ଼େ।

୨. କେତେକ ଲୋକ ଖାଇବା ସମୟରେ ଥାଳିରେ ଲୁଣ ଛାଡ଼ିଥାନ୍ତି। ଯାହାକୁ ଫିଙ୍ଗି ଦିଆଯାଇଥାଏ। ଭୁଲରେ ଏମିତି କରିବେ ନାହିଁ। କାରଣ ଏହାଦ୍ୱାରା ଗରିବ ହୋଇଯିବେ।

୩. ଲୁଣ ହାତରୁ ପଡ଼ିଗଲେ କେବେ ଏହାକୁ ଗୋଡ଼ରେ ଠେଲି ଦିଅନ୍ତୁ ନାହିଁ। ଏପରି କଲେ ଦୁଃଖ ଭୋଗ କରିବେ।

୪. ବାସ୍ତୁଶାସ୍ତ୍ର ଅନୁସାରେ ଲୁଣକୁ କେବେ ଖୋଲା ରଖନ୍ତୁ ନାହିଁ। ଏହା ଦ୍ୱାରା ଘରୁ ଲକ୍ଷ୍ମୀ ଛାଡ଼ିଯାଆନ୍ତି।

୫. ଲୁଣକୁ କେବେ ବି ବାମ ହାତରେ ନିଅନ୍ତୁ ନାହିଁ। ଏହା ଦ୍ୱାରା ମାଆ ଲକ୍ଷ୍ମୀ କୋପ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେଓଓ୍ବାଇଜ୍‌ ଧୂମକେତୁ

”ଚଳିତବର୍ଷ ପ୍ରାରମ୍ଭରେ ଆମ ଆକାଶକୁ ଆସିଥିବା ଦୁଇଟି ଧୂମକେତୁ ‘ଆଟଲାସ୍‌’ ଏବଂ ‘ଶ୍ୱାନ୍‌’ ଆମର ଦୃଷ୍ଟିଗୋଚର ହୋଇପାରି ନ ଥିଲେ ହେଁ ବର୍ତ୍ତମାନର ‘ନେଓଓ୍ବାଇଜ୍‌’କୁ ଆମେ...

ମହିଳାଙ୍କ ପାଇଁ ସୁପରଫୁଡ

ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାରର ହର୍ମୋନରେ ପରିବର୍ତ୍ତନ ହୋଇଥାଏ ତେଣୁ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ପୋଷଣର ଅାବଶ୍ୟକ ପଡ଼ିଥାଏ ଏହି ଦୃଷ୍ଟିରୁ ମହିଳାଙ୍କ ପାଇଁ...

କର୍ମଜୀବୀ ମା’ଙ୍କ ଲାଗି…

କେତେଜଣ କର୍ମଜୀବୀ ମା’ଙ୍କୁ ପ୍ରସବର କିଛି ମାସ ମଧ୍ୟରେ କର୍ମକ୍ଷେତ୍ରରେ ଯୋଗଦେବାକୁ ହେଉଥିବାରୁ ଶିଶୁକୁ ନିୟମିତ ସ୍ତନ୍ୟପାନ କରାଇବାରେ ଅବହେଳା ହୋଇଥାଏ। କିନ୍ତୁ ଏଭଳି ପରିସ୍ଥିତିରେ...

ନବଧା ଶକ୍ତି ସ୍ବରୂପିଣୀ

ସାରା ଦେଶ ଏବେ ମା’ ଆଦ୍ୟାଶକ୍ତିଙ୍କ ଆବାହନରେ ମଗ୍ନ। ମା’ ଆସିବେ ଦୁଷ୍ଟ ଶକ୍ତିର ସଂହାର କରିବେ। ଏଥିପାଇଁ ତ ଏବେ ସବୁଆଡେ ଚାଲିଛି ନବରାତ୍ର...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶୀତଦିନେ ଖାଆନ୍ତୁ ଏହି ରଙ୍ଗର ପନିପରିବା ଓ ଫଳ…

ଶୀତଦିନେ ଲାଲ୍‌ ରଙ୍ଗର ପନିପରିବା ଓ ଫଳ ଖାଇଲେ ବହୁ ଉପକାର ମିଳିଥାଏ। ଏସବୁ ପନିପରିବା ଓ ଫଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି...

ମଧୁମେହ ଲାଗି ହଳଦୀ ରାମବାଣ ସଦୃଶ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ ହେଉଛନ୍ତି। ଏହା ପରିବର୍ତ୍ତିତ ଜୀବନଶୈଳୀ ଲାଗି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ଅନ୍ୟତମ। ଏହି ରୋଗରେ ରକ୍ତ ସର୍କରାକୁ...

ପ୍ରତିଦିନ ସକାଳେ ପିଅନ୍ତୁ ରସୁଣ ଭିଜା ପାଣି, ମିଳିବ ଏସବୁ ଉପକାର

ଲକ୍‌ଡାଉନ ସମୟରେ ମେଦବହୁଳତା ସମସ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଅଧିକାଂଶ ଲୋକ ବଢୁଥିବା ଓଜନକୁ ନେଇ ବହୁତ ଚନ୍ତିତ ଥାନ୍ତି। ଓଜନ ବୃଦ୍ଧି ବହୁତ...

୨୨୫ ଟଙ୍କାରେ ମାତ୍ର ୧୫ ମିନିଟରେ ହୋଇପାରିବ କରୋନା ଚିହ୍ନଟ !

ଢାକା,୩୦।୩: ସାରା ପୃଥିବୀରେ କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରତି ଦେଶର ବୈଜ୍ଞାନିକ କରୋନାକୁ ରୋକିବା ଲାଗି ଔଷଧ ତଥା ଯାଞ୍ଚ୍‌...

Advertisement

BGU

Archives

Model This Week

Why Dharitri