ହାତରୁ ଲୁଣ ପଡ଼ିଗଲେ ହୋଇଥାଏ ଏହି କ୍ଷତି

ଲୁଣ ବିନା ଖାଦ୍ୟର ସ୍ବାଦ ନାହିଁ। କିନ୍ତୁ ଜାଣିଛନ୍ତି ଲୁଣ ହାତରୁ ପଡ଼ିଗଲେ ଜୀବନରେ କ’ଣ ସମସ୍ୟା ସୃଷ୍ଟି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଲୁଣକୁ ଠିକ୍‌ ଭାବେ ନ ରଖିଲେ ଏହା ଆମ ଜୀବନରେ କୁପ୍ରଭାବ ପକାଇଥାଏ। ଦିଲ୍ଲୀର ବାସ୍ତୁ ବିଶେଷଜ୍ଞ ସରଳା ଚୋପ୍ରାଙ୍କ ମତରେ, ବେଳେବେଳେ ହାତରୁ ଲୁଣ ପଡ଼ିଯାଇଥାଏ। ଏହାକୁ ଆମେ ଏକ ସାଧାରଣ କଥା ବୋଲି ଭାବିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଏହା ଅନେକ ସମସ୍ୟା ଆଣିଥାଏ। ଜାଣନ୍ତୁ ଏହାଦ୍ୱାରା କ’ଣ କୁପ୍ରଭାବ ପଡ଼ିଥାଏ

୧. ଅନେକ ଲୋକ ପଡ଼ୋଶୀଙ୍କ ଠାରୁ ଲୁଣ ମାଗି ଆଣିଥାନ୍ତି। ମାତ୍ର ଏମିତି କରିବା ଦ୍ୱାରା ଘରେ କଳି ସୃଷ୍ଟି ହୁଏ। ଏହା ସହ ନକରାତ୍ମକ ପ୍ରଭାବ ମଧ୍ୟ ପଡ଼େ।

୨. କେତେକ ଲୋକ ଖାଇବା ସମୟରେ ଥାଳିରେ ଲୁଣ ଛାଡ଼ିଥାନ୍ତି। ଯାହାକୁ ଫିଙ୍ଗି ଦିଆଯାଇଥାଏ। ଭୁଲରେ ଏମିତି କରିବେ ନାହିଁ। କାରଣ ଏହାଦ୍ୱାରା ଗରିବ ହୋଇଯିବେ।

୩. ଲୁଣ ହାତରୁ ପଡ଼ିଗଲେ କେବେ ଏହାକୁ ଗୋଡ଼ରେ ଠେଲି ଦିଅନ୍ତୁ ନାହିଁ। ଏପରି କଲେ ଦୁଃଖ ଭୋଗ କରିବେ।

୪. ବାସ୍ତୁଶାସ୍ତ୍ର ଅନୁସାରେ ଲୁଣକୁ କେବେ ଖୋଲା ରଖନ୍ତୁ ନାହିଁ। ଏହା ଦ୍ୱାରା ଘରୁ ଲକ୍ଷ୍ମୀ ଛାଡ଼ିଯାଆନ୍ତି।

୫. ଲୁଣକୁ କେବେ ବି ବାମ ହାତରେ ନିଅନ୍ତୁ ନାହିଁ। ଏହା ଦ୍ୱାରା ମାଆ ଲକ୍ଷ୍ମୀ କୋପ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫା ରହିବ ଫ୍ରିଜ୍‌

ଫ୍ରିଜ୍‌କୁ ସଫା କରିବା ପୂର୍ବରୁ ପ୍ରଥମେ ଡିଫ୍ରଷ୍ଟ କରି ଦିଅନ୍ତୁ। ଏହାପରେ ସୁଇଚ୍‌ ବନ୍ଦ କରି ପ୍ଲଗ୍‌ ବାହାର କରିଦିଅନ୍ତୁ… ଫ୍ରିଜ୍‌ରେ ରହିଥିବା ସମସ୍ତ ସାମଗ୍ରୀକୁ...

ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି କି? ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ହୋଇଯିବେ ଉତ୍ତୀର୍ଣ୍ଣ

ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍‌ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ।...

ଷ୍ଟ୍ରୋକ୍‌ ରୋଗୀ ଓ ରୋବୋ

ଚିକିତ୍ସା ବିଜ୍ଞାନରେ ରୋବୋର ବ୍ୟବହାର କିଛି ନୂଆ କଥା ନୁହେଁ। ଏବେ ଜଟିଳ ଅପରେଶନ ପାଇଁ ଏହାର ସହାୟତା ନିଆଯାଉଛି। ନିକଟରେ ଜାପାନର ଟୋକିଓ ୟୁନିଭର୍ସିଟିର...

ଟମାଟୋ ଖାଉଥିଲେ….

ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ। -ଏଥିରେ ଭିଟାମିନ ପରିମାଣ...

ଏହି ୩ଟି କଥାକୁ ମାତାପିତାମାନେ କଦାପି ଭୁଲିବା ଉଚିତ୍‌ ନୁହେଁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପିଲାମାନଙ୍କ ବିଷୟରେ ପିତାମାତାମାନେ ଏହି ୩ଟି କଥାକୁ କଦାପି ଭୁଲିବା ଉଚିତ୍‌ ନୁହେଁ।...

ଏଭଳି ପରିସ୍ଥିତିରେ ଜଣଙ୍କୁ ଅନ୍ୟ ଜଣଙ୍କ ପାଇଁ ଭୋଗିବାକୁ ପଡ଼େ କଷ୍ଟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ ଏବଂ ସୁଖୀ କରିବା ପାଇଁ ଅନେକ ଶ୍ଳୋଳ ବର୍ଣ୍ଣନା କରିଛନ୍ତି। ଯାହାକୁ ଅନୁସରଣ କରି ଜୀବନକୁ ସଫଳ...

ଏହି ତାରିଖରେ ଜନ୍ମ ହୋଇଥିଲେ, ହୁଅନ୍ତୁ ସାବଧାନ…

ଯେକୌଣସି ବ୍ୟକ୍ତିଙ୍କ ଜୀବନରେ ବିବାହ ପାଇଁ ବୃହସ୍ପତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବୃହସ୍ପତି ବିନା କୌଣସି ଝିଅ ବିବାହ କରିପାରିବେ ନାହିଁ। ସେହିଭଳି ବୃହସ୍ପତି ବିନା କୌଣସି...

ଭୟ କରନ୍ତୁ ନାହିଁ: ଖୋଲା ପବନରେ ବୁଲିଲେ ହେବନି କରୋନା…

ଲକ୍ଷ୍ନୌ,୫।୫: ପୃଥିବୀ ବ୍ୟାପୀ କରୋନା ସଂକ୍ରମଣ ନେଇ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କିଭଳି ଜୀବନଶୈଳୀ ଆପଣେଇଲେ ସଂକ୍ରମଣଠାରୁ ଦୂରେଇ ରହିହେବ ସେ ନେଇ...

Advertisement
Archives

Model This Week