ହାଇ ବ୍ଲଡ ପ୍ରେସର କମ୍‌ କରିବାରେ ସାହାଯ୍ୟ କରେ ସାରୁ

ସାରୁ ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି ନାହିଁ। ହେଲେ ଏହା ଶରୀରକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ସାରୁରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଛି। ଏକ କପ୍‌ ସାରୁରେ ପାଖାପାଖି ୩୨୦ମିଲିଗ୍ରାମ ପୋଟାସିୟମ ରହିଥାଏ। ଯାହା ଶରୀରରେ ଥିବା ଖରାପ କୋଲେଷ୍ଟରଲକୁ ବାହାର କରିବାରେ ଓ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।
-ଏଥିରେ ଥିବା ଫାଇବର ହିଁ ଖରାପ କୋଲେଷ୍ଟରକୁ ବାହାର କରି ଦେଇଥାଏ।
-ଏକାଡେମୀ ଅଫ୍‌ ନ୍ୟୁଟ୍ରେଶନ ଓ ଡାଏଟିଟିକ୍ସ ଅନୁଯାୟୀ ଦିନକୁ ମହିଳାମାନେ ଅନ୍ତତଃ ୨୫ ଗ୍ରାମ ଓ ପୁରୁଷଙ୍କ ପାଇଁ ୩୮ ଗ୍ରାମ ଫାଇବର ଆବଶ୍ୟକ ହୋଇଥାଏ। ତେଣୁ ସାରୁରେ ଥିବା ଫାଇବର ଏଥିପାଇଁ ବହୁ ଉପକରୀ ଯାହା ପେଟ ସମସ୍ୟାକୁ ଠିକ୍‌ କରିଥାଏ।
-ସାରୁରେ ବହୁ ପରିମାଣରେ ପୋଷକ ତତ୍ତ୍ୱ ଥିବାରୁ ଏହା ଶରୀର ପାଇଁ ଲାଭଦାୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ହିତକର ସାଇକେଲିଂ

ଯାତାୟାତ ଲାଗି ସାଇକେଲ ସ୍ବାସ୍ଥ୍ୟ ପାଇଁ ହିତକର । ଆଜିକାଲିର ଲାଇଫ୍‌ ଷ୍ଟାଇଲ୍‌ ଓ ଖାଦ୍ୟପେୟ ଦିନକୁ ଦିନ ଲୋକଙ୍କୁ ରୁଗ୍ଣ କରିଦେଉଛି। ଅଧିକ ଫ୍ୟାଟ୍‌...

ଡାଇବେଟିସ୍‌ ଆଶଙ୍କା ଦୂର କରେ ଏହି ତେଲ…

ରାଶିତେଲ ଶରୀର ଲାଗି ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ। ଏହା ବହୁ ରୋଗରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି ।...

ଦୀପାବଳି

ଦୀପାବଳି ଦିନ ବିକ୍ରମାଦିତ୍ୟ ସିଂହାସନାରୂଢ ହୋଇଥିଲେ ଗୁପ୍ତବଂଶ ରାଜାଙ୍କର ‘ଗୁପ୍ତାବ୍ଦ’ଏହି ଦିନଠାରୁ ପ୍ରବର୍ତ୍ତନ ହୋଇଥିଲା । ମହର୍ଷି ବାତ୍ସାୟନଙ୍କ କାମସୂତ୍ରର ୪ର୍ଥ ଅଧ୍ୟାୟର ବର୍ଣ୍ଣନା କରିଥିବା...

ଅଜୀର୍ଣ୍ଣ ସମସ୍ୟାର ଘରୋଇ ଉପଚାର

ବିଭିନ୍ନ ପ୍ରକାର ଖାଦ୍ୟ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଖାଇଲେ, ଖାଇବା ଅନୁସାରେ ପାଣି ନ ପିଇଲେ, ଅଜୀର୍ଣ୍ଣ ସମସ୍ୟା ଦେଖାଦେଇଥାଏ। ଏପରି କେତେକ ଘରୋଇ...

ଉପକାରୀ ଅଖରୋଟ

ମସ୍ତିଷ୍କକୁ ସୁସ୍ଥ ରଖିବାରେ ଓ୍ବାଲନଟ୍‌ ବା ଅଖରୋଟର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥାଏ। କେବଳ ମସ୍ତିଷ୍କ କାହିଁକି ସମ୍ପୂର୍ଣ୍ଣ ଶରୀର ପାଇଁ ବି ଏହା ବେଶ୍‌...

ଆପଣ ସେପ୍ଟେମ୍ବରରେ ଜନ୍ମ କି? ଜାଣିନିଅନ୍ତୁ ୫ଟି ଶ୍ରେଷ୍ଠ ଗୁଣ, ସ୍ବଭାବ…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ସ୍ବଭାବ ବିଷୟରେ ତାର ଜନ୍ମତିଥି ଆଧାରରେ ଜାଣିହେବ। କୌଣସି ଏକ ମାସରେ ଜନ୍ମିତ ଲୋକଙ୍କ ସ୍ବଭାବ ବିଷୟରେ ଜାଣିବା ପାଇଁ...

ରକ୍ତଚାପ ନିୟନ୍ତ୍ରଣ କରେ ଅଳେଇଚ

ବଡ ଅଳେଇଚ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌-ସି ଏବଂ ପୋଟାସିୟମ ଭରପୂର ମାତ୍ରାରେ ଥାଏ। ଏହା ଶରୀରରୁ ବିଷାକ୍ତ...

କେଶ ରହିବ କଳା

କେଶ ଅଳ୍ପ ବୟସରେ ଧଳା ହେବା ବର୍ତ୍ତମାନ ଅନେକଙ୍କ ପାଇଁ ଏକ ସମସ୍ୟା ପାଲଟିଛି; ଯାହାକୁ ରୋକିବା ଲାଗି ଅନେକେ ବିଭିନ୍ନ ରାସାୟନିକଯୁକ୍ତ କୃତ୍ରିମ କଲର୍‌...

Advertisement
Archives

Model This Week