ହଲିଉଡ୍‌ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଜିନତ୍‌

ବଲିଉଡ୍‌ କଳାକାର ଇରଫାନ୍‌ ଖାନ୍‌, ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ ହଲିଉଡ୍‌ ଫିଲ୍ମରେ କାମ କରିସାରିଛନ୍ତି। ପୂର୍ବରୁ ମଧ୍ୟ ବଲିଉଡ୍‌ର ହିଟ୍‌ ଯୋଡି ଜିନତ୍‌ ଅମାନ ଏବଂ ଦିବଙ୍ଗତ ଅଭିନେତା ଦେବ୍‌ ଆନନ୍ଦ ହଲିଉଡ୍‌ ଫିଲ୍ମରେ କାମ କରିିଛନ୍ତି। ଅର୍ଥାତ୍‌ ଏହି ଯୋଡି ବଲିଉଡ୍‌ ସମେତ ହଲିଉଡ୍‌ରେ ଫିଲ୍ମରେ ଏକତ୍ର ନଜର ଆସିିଛନ୍ତି।
୧୯୭୦ ମସିହାରେ ଜିନତ୍‌ ହଲିଉଡ୍‌ ଫିଲ୍ମ ‘ଦି ଇଭିଲ୍‌ ଡେ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଅଭିନେତା ସାଜିଥିଲେ ଦେବ୍‌ ଆନନ୍ଦ। ଏଥିରେ ଏହି ଯୋଡିଙ୍କ କେମେଷ୍ଟ୍ରି ଭଲ ଜମିଥିଲା। ଏହି ଫିଲ୍ମରେ ଅନେକ ଭାରତୀୟ କଳାକାର ପ୍ରେମ୍‌ ନାଥ, ଇଫ୍‌ତେଖର, ଏମ୍‌.ବି ସେଠୀ, ଜଗଦ୍ଦୀଶ୍‌ ରାଜ୍‌ଙ୍କୁ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଇଜାନଙ୍କୁ ପୂର୍ବରୁ ବିବାହ କରିଥିଲେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ -ସୋନାକ୍ଷୀ ସିହ୍ନା ଫିଲ୍ମରେ ଏକାଠୀ କାମ କରିଛନ୍ତି। ନିକଟରେ ସଲମାନ ଏବଂ ସୋନାକ୍ଷୀଙ୍କର ବିବାହ କରିସାରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ...

ଶାଶୁ, ଶ୍ୱଶୁରଙ୍କ ସହ ହୋଲି ଖେଳିଲେ କ୍ୟାଟ୍ରିନା

ମୁମ୍ବାଇ: ହୋଲି ଅବସରରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ପରିବାର ସଦସ୍ୟଙ୍କ ସହ ରଙ୍ଗ ଖେଳିଛନ୍ତି। କ୍ୟାଟ୍ରିନାଙ୍କ ହୋଲି ଖେଳ ଫଟୋ ଏବେ ସୋସିଆଲ...

ଜ୍ୟାକ୍‌ଲିନ୍‌ଙ୍କୁ ୮ ଘଣ୍ଟା ଜେରା

ନୂଆଦିଲ୍ଲୀ, ୧୫।୯: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ବୁଧବାର ଦିଲ୍ଲୀ ପୋଲିସର ଇକୋନୋମିକ୍‌ ଅଫେନ୍ସେସ୍‌ ଓ୍ବିଙ୍ଗ ୮ ଘଣ୍ଟା ଜେରା କରିଛି।...

ଜୟାଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅମିତାଭ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଜୟା ବଚ୍ଚନଙ୍କ ଯୋଡ଼ିକୁ ୬୦-୭୦ ଦଶକରେ ଲୋକେ ପରଦାରେ ଖୁବ୍‌ ପସନ୍ଦ କରୁଥିଲେ। ବିବାହ ପରେ ମଧ୍ୟ...

ପୁଣି ଅଜୟଙ୍କ ସହ ନଜର ଆସିବେ ରକୁଲ

ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ‘ଥ୍ୟାଙ୍କ ଗଡ’ ଭଳି ଏକ କମେଡି ଫିଲ୍ମ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଅଜୟ ଦେବଗନ, ରକୁଲପ୍ରୀତ ସିଂହଙ୍କ...

୫ ଥର ପ୍ରେମରେ ହୋଇଥିଲେ ବିଫଳ, ଏବେ ଏହି ବ୍ୟକ୍ତିଙ୍କୁ କରିବେ ବିବାହ

ବମ୍ବେ: ଥରେ କି ଦୁଇଥର ନୁହେଁ ପାଞ୍ଚଥର ପ୍ରେମରେ ବିଫଳ ହେବା ପରେ ନିର୍ବନ୍ଧ କରି ଚର୍ଚ୍ଚାରେ ଅଭିନେତ୍ରୀ ମୃଣାଳ ଦେଶରାଜ। ଲୋକପ୍ରିୟ ଧାରାବାହିକ ‘ଇସ୍କବାଜ୍‌’ରେ...

ହେମାମାଳିନୀଙ୍କୁୂ ନିଜ ପ୍ରେମ ଜାଲରେ ପକାଇବା ପାଇଁ ଏମିତି କରିଥିଲେ ଧର୍ମେନ୍ଦ୍ର

ବଲିଉଡ୍‌ର ସୁପରହିଟ୍‌ ଯୋଡିଙ୍କ ମଧ୍ୟରୁ ହେମାମାଳିନୀ-ଧର୍ମେନ୍ଦ୍ର ଅନ୍ୟତମ। ବିଗତ ଦିନର ପ୍ରସିଦ୍ଧ ନାୟିକା ହେମାଙ୍କୁ ପ୍ରେମ ଜାଲରେ ପକାଇବା ପାଇଁ ଧର୍ମେନ୍ଦ୍ରଙ୍କୁ ବହୁତ ପରିଶ୍ରମ କରିବାକୁ...

ଫେରୁଛନ୍ତି ଟିନା, ଜୟଙ୍କ ସହ ଜମିବ ଯୋଡ଼ି

ବମ୍ବେ: ଟେଲି ପରଦାକୁ ଫେରୁଛନ୍ତି ବିଗ୍‌ବସ୍‌ ୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ଟିନା ଦତ୍ତା। ରିଆଲିଟି ଶୋ’ରୁ ଲୋକପ୍ରିୟତା ମିଳିବା ପରେ ଟିନାଙ୍କୁ ପ୍ରଥମ କାମ...

Advertisement
Archives

Model This Week