ହଲିଉଡ୍‌ର ବରିଷ୍ଠ କଳାକାର କିର୍କ ଡୋଗଲାସଙ୍କ ୧୦୩ ବର୍ଷ ବୟସରେ ପରଲୋକ

ଓ୍ବାଶିଂଟନ,୬।୨: ହଲିଉଡ୍‌ ଲିଜେଣ୍ଡ କିର୍କ ଡୋଗଲାସଙ୍କର ୧୦୩ ବର୍ଷ ବୟସରେ ବୁଧବାର ପରଲୋକ ହୋଇଛି। ତାଙ୍କ ପୁଅ ତଥା ହଲିଉଡ୍‌ର ନାମୀ କଳାକାର ମାଇକେଲ ଡୋଗଲାସ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ଖବର ସାରା ବିଶ୍ୱକୁ ଜଣାଇଛନ୍ତି। ଏହି ଖବର ସହ ସେ ଏକ ଇମୋଶନାଲ ପୋଷ୍ଟ ଶେୟାର କରିଛନ୍ତି। ପରିବାର ସହ ପିତାଙ୍କ ପୁରୁଣା ଫଟୋ ଶେୟାର କରି ମାଇକେଲ ଲେଖିଛନ୍ତି, ମୁଁ ଓ ମୋ ଭାଇମାନେ ଦୁଃଖର ସହ ପ୍ରକାଶ କରୁଛୁ କି କିର୍କ ଡୋଗଲାସ ୧୦୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବିଶ୍ୱ ପାଇଁ ସେ ଜଣେ ଲିଜେଣ୍ଡ ଥିଲେ, ଜଣେ କଳାକାର ଭାବେ ସିନେମାର ସୁବର୍ଣ୍ଣ ମୁହୂର୍ତ୍ତରେ ସେ ମନଖୋଲି ଜୀବନ କାଟିଥିଲେ। ସେ ଏମିତି ଜଣେ ବ୍ୟକ୍ତି ଯେ କେବଳ ନ୍ୟାୟରେ ଚାଲୁଥିଲେ, ଆଉ ସେହି କାମକୁ ସପୋର୍ଟ କରୁଥିଲେ ଯାହାକୁ ସେ ବିଶ୍ୱାସ କରୁଥିଲେ। ପରିବାର ପାଇଁ ତାଙ୍କର ଭଲପାଇବା ସବୁବେଳେ ଥିଲା ବୋଲି ମାଇକେଲ ଲେଖିଛନ୍ତି। ହଲିଉଡ୍‌ ସିନେମାରେ ତାଙ୍କର ଅବଦାନକୁ ଯୁଗ ଯୁଗ ପର୍ଯ୍ୟନ୍ତ ଦର୍ଶକେ ମନେ ରଖିବେ ବୋଲି ମାଇକେଲ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରାକୁ କାଟ୍ରିନା ଭାବି ରୋମାନ୍ସ କରୁଥିଲେ ଏହି ଅଭିନେତା

ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫ୍‌ଙ୍କ ବିବାହ ଉତ୍ସବ ଆଜିଠୁ ଆରମ୍ଭ ହୋଇଛି। ଆଜି ସଙ୍ଗୀତ, କାଲି ମେହେନ୍ଦୀ ଏବଂ ପରଦିନ ସାତ ଫେରା...

ରାଗିଛନ୍ତି ଆଲିଆ

ବଲିଉଡର ଆଗଧାଡିର ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସହିତ ଦକ୍ଷିଣ ସିନେମା ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବକ୍ସ...

ଅଶାଳୀନ ଶବ୍ଦ ବ୍ୟବହାର ଯୋଗୁ ଆଲିୟାଙ୍କୁ ଟ୍ରୋଲ୍‌

ମୁମ୍ବାଇ: ଉଚ୍ଚକୋଟୀର ଅଭିନୟ ସହ ବେପରୁଆ ମନ୍ତବ୍ୟ ଯୋଗୁ ବଲିଉଡ୍‌ ଅଭିନେତ୍ରୀ ଆଲିୟା ଭଟ୍ଟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏ କଥା ମଧ୍ୟ ସତ...

‘ବାହୁବଳୀ-୨’କୁ ପଛରେ ପକାଇବ ‘ବିକ୍ରମ’!

ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି। ବର୍ତ୍ତମାନ ଏହି ଫିଲ୍ମଟି ନିର୍ଦ୍ଦେଶକ...

କମ୍‌ ବୟସ୍କ ଯୁବକଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ୨ ଦଶନ୍ଧି ଧରି ବଲିଉଡ୍‌ରେ ଜଲଓ୍ବା ଦେଖାଉଥିବା ବେବୋ ଏବେ ନିଜ ପରିବାର ସହ ସ୍ବିଜରଲାଣ୍ଡରେ ଛୁଟି କଟାଉଛନ୍ତି। ନିକଟରେ ଅଭିନେତ୍ରୀ କରୀନା କପୁର...

କରିନାଙ୍କ ପାଇଁ ବ୍ରେକଫାଷ୍ଟ ପରସିଲେ ଜେହ

ମୁମ୍ବାଇ: ଅଭିନେତ୍ରୀ କରିନା କପୁର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଅନେକ ସମୟରେ ସେ ତାଙ୍କର ଆକ୍ଟିଭିଟିଜ ସହ ଫ୍ୟାମିଲି ପିକ୍ଚର୍ସ ସୋସିଆଲ ମିଡିଆରେ ଶେୟାର...

‘ଆରଆରଆର’ ଗୋଲଡେନ ଗ୍ଲୋବସ୍‌ ପୁରସ୍କାର ପାଇଁ ମନୋନୀତ

ମୁମ୍ବାଇ: ନିର୍ଦ୍ଦେଶକ ଏସ ଏସ ରାଜାମୌଲିଙ୍କ ଫିଲ୍ମ‘ଆରଆରଆର’ ବର୍ତ୍ତମାନ ଚଳିତ ବର୍ଷ ବିଗ୍‌ ବଜେଟ୍‌ ଚଳଚ୍ଚିତ୍ର। ଯାହା ବକ୍ସ ଅଫିସରେ ଧମାକାଦାର ଆୟ କରି ସମସ୍ତ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରିଟିକୁ ଦାନ କଲେ ପୁରସ୍କାର ରାଶି

ନୂଆଦିଲ୍ଲୀ,୨୭ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ ମାସରେ ଲତା ଦିନାନାଥ ମଙ୍ଗେସକର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ମୁମ୍ବାଇରେ ଏକ ପୁରସ୍କାର ସମାରୋହରେ ମୋଦି...

Advertisement
Archives

Model This Week