ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌….

ବାୟୁପ୍ରଦୂଷଣ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କର ହରମୋନସ୍ତରରେ ଅନିୟମିତତା ଦେଖାଦେଇଥାଏ। ତେବେ ସହଜ ଘରୋଇ ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ। ଏହା ଶରୀରର ବିଭିନ୍ନ ହରମୋନ୍‌ସ୍ତରକୁ ନିୟନ୍ତ୍ରିତ କରିଥାଏ। ରାତିରେ ଏକ ଗ୍ଲାସ୍‌ ପାଣିରେ କିଛି ମିଶ୍ରି ଖଣ୍ଡ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ସନ୍ତାନ ହୀନତା ଓ କାଶରୁ ମିଳିଥାଏ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ମିଶ୍ରି ପାଣି ମସ୍ତିଷ୍କର ସ୍ମୃତି ଶକ୍ତି ବୃଦ୍ଧି କରେ। ମିଶ୍ରି ପାଣି ପିଇଲେ ଶରୀରରେ ଶର୍କରାର ଅଭାବ ପୂରଣ ହେବା ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ।


Enter your email to get our daily news in your inbox.

All Right Reserved By Dharitri.Com

ମକର ସଂକ୍ରାନ୍ତିଠୁ ଧନୀ ହୋଇଯିବେ ଏହି ୩ରାଶି! ମିଳିବ ବଡ଼ ଅଫର୍‌

୧୪ ଜାନୁଆରୀ, ୨୦୨୬ ମକର ସଂକ୍ରାନ୍ତି ମେଷ, ବୃଷ, ମିଥୁନ ଏବଂ କର୍କଟ ରାଶି ପାଇଁ କିପରି ରହିବ? ଆର୍ଥିକ ଏବଂ ସ୍ୱାସ୍ଥ୍ୟ କ୍ଷତି ହେବ,...

ମକର ସଂକ୍ରାନ୍ତିରେ ଘରକୁ ଆଣନ୍ତୁ ଏହି ୫ ଜିନିଷ: କଟିବ ବାସ୍ତୁ ଦୋଷ, ଚମକି ଉଠିବ ଭାଗ୍ୟ…

ମକର ସଂକ୍ରାନ୍ତି ପର୍ବ ସୂର୍ଯ୍ୟଙ୍କ ଉତ୍ତର ଦିଗକୁ ଗତିକୁ ଚିହ୍ନିତ କରେ। ଏହି ଦିନକୁ ନୂତନ ଆରମ୍ଭ, ସକାରାତ୍ମକ ଶକ୍ତି ଏବଂ ଜୀବନରେ ଶୁଭ ପରିବର୍ତ୍ତନର...

ସୂର୍ଯ୍ୟ-ଶନିଙ୍କ ବିରଳ ଯୋଗ; ଲାଭବାନ ହେବେ କେଉଁ ରାଶି?

ବୈଦିକ ଜ୍ୟୋତିଷ ଅନୁସାରେ, ସୂର୍ଯ୍ୟ ଆତ୍ମବିଶ୍ୱାସ, ଶକ୍ତି ଏବଂ ଅହଂକାରକୁ ପ୍ରତିନିଧିତ୍ୱ କରନ୍ତି, ଯେତେବେଳେ ଶନି କାର୍ଯ୍ୟ, ଶୃଙ୍ଖଳା ଏବଂ ନ୍ୟାୟକୁ ପ୍ରତିନିଧିତ୍ୱ କରନ୍ତି। ପୌରାଣିକ...

ପ୍ରତିଦିନ ଜଳଖିଆରେ ଅଣ୍ଡା ଖାଉଛନ୍ତି କି? ଜାଣନ୍ତୁ କ’ଣ କହୁଛନ୍ତି ଡାଏଟିସିଆନ୍

ନୂଆଦିଲ୍ଲୀ,୧୩।୧: ଅଣ୍ଡାକୁ ଏକ ସମ୍ପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ ଭାବେ ଗଣାଯାଏ, କିନ୍ତୁ ଏଥିରେ ଥିବା କୋଲେଷ୍ଟ୍ରଲକୁ ନେଇ ଅନେକ ସମୟରେ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ।...

କେବେ ପାଳନ ହେବ ମକର ସଂକ୍ରାନ୍ତି? ଭୂଲଦିନ ପାଳନ କଲେ ହେବ…

ଭାରତରେ ପର୍ୱପର୍ୱାଣୀର ତାରିଖକୁ ନେଇ ପ୍ରାୟତଃ ଦ୍ୱନ୍ଦ୍ୱ ଦେଖାଯାଏ ଏବଂ ଏହି ବର୍ଷ, ମକର ସଂକ୍ରାନ୍ତି 2026 ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛି। ଜ୍ୟୋତିଷମାନେ ବିଶ୍ୱାସ...

କେମିତି ବୃଦ୍ଧି କରିବେ ସ୍ମରଣ ଶକ୍ତି: ଆପଣାନ୍ତୁ ଏହି ଉପାୟ

ସ୍ମରଣ ଶକ୍ତି ବୃଦ୍ଧି କରିବାର ଏକ ସହଜ ତଥା ସରଳ ଉପାୟ ହାତ ପାଆନ୍ତାରେ ରହିଛି। ଯଦି ଜଣେ ବ୍ୟକ୍ତି ନିଜ ମନ ପସନ୍ଦର ଗୀତ...

ମଙ୍ଗଳବାରରେ ବଦଳିଯବ ଭାଗ୍ୟ, ଆଜି ପ୍ରେମ ଓ କ୍ୟାରିୟରରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି

ସକାଳେ ତୁଳା ରାଶିରେ ଚନ୍ଦ୍ର ସନ୍ତୁଳନ, ପାରସ୍ପରିକ ବୁଝାମଣା, ଯୋଗାଯୋଗ ଏବଂ ସୂଚନାଭିତ୍ତିକ ନିଷ୍ପତ୍ତିକୁ ପ୍ରୋତ୍ସାହିତ କରିବେ। ଏହି ସମୟରେ ଏକାଠି କାମ କରିବା ଏବଂ...

ଏହି ୫ରାଶିଙ୍କ ଚମକିବ ଭାଗ୍ୟ ନା ମାଡ଼ି ଆସିବ ବିପଦ! ଶନିଙ୍କ ସାଢେ ସତୀ ଚାଲିରେ କଲବଲ ହେବେ…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି କେବେବି ସ୍ଥିର ନୁହେଁ, ଏବଂ ଯେତେବେଳେ ଶନିଙ୍କ କଥା ଆସେ, ସମଗ୍ର ବିଶ୍ୱ ଏହାର ସ୍ଥିତି ଉପରେ ନଜର ରଖେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri