Posted inଜାତୀୟ

ହନିଟ୍ରାପ୍‌ରେ ୧୩ ଆଇଏଏସ୍‌ ଅଧିକାରୀ

ଭୋପାଳ,୨୭।୯:ମଧ୍ୟପ୍ରଦେଶ(ଏମ୍‌ପି)ରେ ହନିଟ୍ରାପ୍‌ ମାମଲା ସବୁ ସରହଦ ପାର୍‌ କରିଯାଇଛି। ଏହି ମାମଲାରେ ୧୩ ଆଇଏଏସ୍‌ ଅଫିସର ସମ୍ପୃକ୍ତ ଥିବା ଘଟଣା ଲୋକଲୋଚନକୁ ଆସିଛି। ଏହି ଆଇଏଏସ୍‌ମାନେ କୃଷି, ମତ୍ସ୍ୟ, ସଂସ୍କୃୃତି, ଶିଳ୍ପ, ନଗର ଉନ୍ନୟନ, ଶ୍ରମ, ଜଙ୍ଗଲ, ଜଳ ସମ୍ପଦ, ସାଧାରଣ ପ୍ରଶାସନ ବିଭାଗରେ କାମ କରୁଥିବା ଜଣାପଡ଼ିଛି। ଏସ୍‌ଆଇଟି ଦ୍ୱାରା ଏହି ମାମଲାର ତଦନ୍ତ ଜାରି ରହିଥିବାବେଳେ ଖୁବ୍‌ଶୀଘ୍ର ଏହି ଅଫିସରଙ୍କ ନାମ ଘୋଷଣା କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି। କେତେକ ରାଜନେତା ଏଥିରେ ଥିବା ଚର୍ଚ୍ଚା ହେଉଛି। ଏହି ମାମଲାରେ ୧୮ ବର୍ଷିୀୟା ମୋନିକା ଯାଦବ ଓ ଅନ୍ୟ ୫ ଜଣଙ୍କୁ ଗିରଫ କରାଯିବା ପରେ ହାଇ ପ୍ରୋଫାଇଲ ହନିଟ୍ରାପ୍‌ ମାମଲାର ଗଭୀରତା ସମ୍ପର୍କରେ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକାକରଣ କେନ୍ଦ୍ରରେ ମହିଳାଙ୍କ ସଂଘର୍ଷ: ମାର୍‌ପିଟ୍‌ ପରେ ପରସ୍ପରର ଚୁଟି ଟାଣିଲେ; ଭିଡିଓ ଦେଖିଲେ..

ଖାର୍ଗୋନ,୨୩।୭: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାରେ କୋଭିଡ ଟୀକାକରଣକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଛି। ଟୀକାକରଣ ଅଭିଯାନକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ...

ପ୍ରତାପଙ୍କୁ ବି ପିଏମ୍‌ଓରୁ ଆସିଲା ଫୋନ୍‌ କଲ୍‌

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ନେଇ ଦେଶ ବିଦେଶ ସବୁଠି ଉତ୍ସାହ ଦେଖିବାକୁ ମିଳିଛି। ଏବେ ସବୁଠାରୁ ବଡ ଆଲୋଚନାର ବିଷୟ...

ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କଲେ ସ୍ତ୍ରୀ; ବେଙ୍ଗାଲୁର୍‌ରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୦।୭: ସ୍ବାମୀଙ୍କୁ ଜେଲ୍‌ ପଠାଇବା ପାଇଁ ଜଣେ ସ୍ତ୍ରୀ ଫିଲ୍ମ ଷ୍ଟାଇଲ୍‌ରେ ମିଛ ଆତ୍ମହତ୍ୟା କରିଥିଲେ। ତେବେ ପରେ ପୋଲିସ ତାଙ୍କୁ ବେଙ୍ଗାଲୁର୍‌ରୁ ଜୀବିତ ଅବସ୍ଥାରେ...

କ୍ଷମତା ପାଇଁ ରିସର୍ଟ ରାଜନୀତି: କର୍ନାଟକ ପାଲଟିଛି ରାଜନୈତିକ ପର୍ଯ୍ୟଟନସ୍ଥଳୀ

ବେଙ୍ଗାଲୁରୁ,୧୯ା୩: ମଧ୍ୟପ୍ରଦେଶ କଂଗ୍ରେସର ବିଦ୍ରୋହୀ ବିଧାୟକମାନଙ୍କୁ ବେଙ୍ଗାଲୁରୁସ୍ଥିତ ଏକ ରିସର୍ଟରେ ରଖାଯାଇଛି। ବିଧାୟକମାନଙ୍କୁ ବିଭିନ୍ନ ରାଜ୍ୟର ହୋଟେଲଗୁଡ଼ିକରେ ମେଳିକରି ରଖିବା କିଛି ଦଶନ୍ଧି ମଧ୍ୟରେ ଦେଖିବାକୁ...

ଫିଲ୍ମ ‘ ରାଧେ ’ ଲିକ୍‌ : ଚେତାବନୀ ଦେଲେ ସଲମାନ

ନୂଆଦିଲ୍ଲୀ,୧୬।୫: ସଲମାନ ଖାନଙ୍କ ‘ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ’ ଗତ ୧୩ ତାରିଖରେ ଓଟିଟି ପ୍ଲାଟଫର୍ମ ଜି୫’ରେ ରିଲିଜ ହୋଇଛି। ରିଲିଜ ହେବାର...

ମହାରାଷ୍ଟ୍ର-ରାଜସ୍ଥାନରେ ହିଂସା ଷଡ଼ଯନ୍ତ୍ର ନେଇ ଗୁପ୍ତ ସୂଚନା, ୨୦ ହଜାର ଆରଏଏଫ୍‌ ଏୟାର ଲିଫ୍ଟ ପାଇଁ ପ୍ରସ୍ତୁତ…

ମୁମ୍ବାଇ/ଜୟପୁର, ୨୯।୬ : କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ଦ୍ୱାରା ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ହିଂସା ଓ ଦଙ୍ଗାର ଆଶଙ୍କା ନେଇ ଗୁପ୍ତ ସୂଚନା ଜାରି କରାଯାଇଛି।...

ଗର୍ଭଯନ୍ତ୍ରଣା ହେଉଥିବା ମହିଳାଙ୍କୁ ଥାନାକୁ ନେଇଗଲା ପୋଲିସ, ଆଉ ତା’ପରେ

ଗାନ୍ଧୀନଗର,୧୫।୭: ଗୁଜୁରାଟର ବନାଶକାଣ୍ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସ ଅବହେଳା ଯୋଗୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ପୀଡିତାଙ୍କ ପରିବାର ଅନୁଯାୟୀ,...

ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ୩

ନୂଆଦିଲ୍ଲୀ,୨୦ା୬ (ଆଇଏଏନ୍‌ଏସ୍‌) : ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ମାତ୍ର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଓ...

Advertisement
Archives

Model This Week