Posted inଜାତୀୟ

ହଜାରେ ଡିଟୋନେଟର ଓ ବିସ୍ଫୋରକ ଜବତ କଲା ସିଆଇଡି

କୋଲକତା,୧୧।୭: ପଶ୍ଚିମବଙ୍ଗ ବୀରଭୂମ ଅଞ୍ଚଳରୁ ଅପରାଧୀକ ଯାଞ୍ଚ୍‌ ବିଭାଗ(ସିଆଇଡି) ହଜାରେ ଡିଟୋନେଟର ଜବତ କରିଛି। ଏଗୁଡ଼ିକ ୮ଟି ବ୍ୟାଗ୍‌ରେ ପ୍ୟାକ୍‌ ହୋଇ ରହିଥିଲା। ସ୍ଥାନୀୟ ରାମପୁରହାଟସ୍ଥିତ ଏକ ଷ୍ଟୋର୍‌ରୁମ୍‌ ଉପରେ ଗୁରୁବାର ଚଢ଼ାଉ କରି ସିଆଇଡିକୁ ଏହି ସଫଳତା ମିଳିଛି। ଏଠାରୁ ୨ଶହ ୩୮ ପ୍ୟାକେଟ୍‌ ଏମୋନିୟମ୍‌ ନାଇଟ୍ରେଟ୍‌ ଜବତ ହୋଇଛି। ଏହାର ଓଜନ ୫୦ କିଲୋଗ୍ରାମ୍‌ ହେବ ବୋଲି କୁହାଯାଉଛି। ଏହାକୁ ବ୍ୟବହାର କରି ବଡ଼ଧରଣର ବିସ୍ଫୋରଣ ଷଡ଼ଯନ୍ତ୍ର କରାଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡରାଇଲାଣି କରୋନା: ଦିଲ୍ଲୀରେ ପ୍ରତି ୧୦୦ଟେଷ୍ଟରେ ୩୨ସଂକ୍ରମିତ

ନୂଆଦିଲ୍ଲୀ,୧୮।୪: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଅନୁଯାୟୀ ଗତ ୨୪ ଘଣ୍ଟାରେ ସାରା ଦେଶରେ ୭,୬୩୩...

ଫୋର୍ବସ ଅଣ୍ଡର୍‌-୩୦ରେ ଉମଙ୍ଗ

ଇନ୍ଦୋର: ଆଧୁନିକତା ମଧ୍ୟରେ ଗାନ୍ଧୀଙ୍କ ଚିନ୍ତାଧାରାକୁ ପୁଣି ଲେଉଟାଇ ଆଣିବାରେ ମଙ୍ଗ ଧରିଥିବା ଉମଙ୍ଗ ଶ୍ରୀଧରଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ଉମଙ୍ଗ ଓ ତାଙ୍କ ଷ୍ଟାର୍ଟଅପ୍‌...

ଝାଡଖଣ୍ଡ ରାଜନୀତିରେ ହୋଇପାରେ ପରିବର୍ତ୍ତନ, ଷଡଯନ୍ତ୍ର ରଚିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭାଉଜ

ରାଞ୍ଚି,୧ ।୪: ଏବେ ଝାଡଖଣ୍ଡ ରାଜନୀତି ହୋଇଛି ସରଗରମ । ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧା ଡଜନ ବିଧାୟକ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ...

ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବେ ଫାରୁକ୍‌

ଜମ୍ମୁ,୧୯।୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ଭାରତ ଯୋଡ଼ୋ ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସାମିଲ...

ଜୁନ୍‌ ୨୨ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ

ନୂଆଦିଲ୍ଲୀ, ୧୦ା୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଫାଷ୍ଟ ଲେଡ଼ି ଜିଲ୍‌ ବାଇଡେନ୍‌ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌ ୨୨ରେ ଆମେରିକା...

ଅନ୍ୟ ଉପରେ ନିର୍ଭର କରୁଥିବା ଭାରତ ଏବେ ବାଣ୍ଟୁଛି କରୋନା ଟିକା: ମୋଦି

ନୂଆଦିଲ୍ଲୀ,୧୭।୨: ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଅନ୍ୟ ଦେଶ ଉପରେ ନିର୍ଭର କରୁଥିବା ଭାରତର ସ୍ଥିତି ଏବେ ବଦଳି ଯାଇଛି। ଆତ୍ମନିର୍ଭର ଭାରତ ଗଠନ ଉଦ୍ୟମ ସଫଳ...

ଇସ୍ତଫା ଦେଲେ ମଣିପୁରର ଆଉ ଜଣେ ଭାଜପା ବିଧାୟକ

ଇମ୍ଫାଲ,୨୦।୪: ମଣିପୁରର ଭାଜପା ବିଧାୟକ ପାଓନାମ ବ୍ରୋଜେନ ଗୁରୁବାର ମଣିପୁର ବିକାଶ ସୋସାଇଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ...

ମୋ ପିତାଙ୍କୁ ବନ୍ଦୀ କରି ରଖାଯାଇଛି, ପାଟନା ଆସିବାକୁ ଦିଆଯାଉ ନାହିଁ: ତେଜ ପ୍ରତାପ

ପାଟନା,୩ ।୧୦: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଏକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ତାଙ୍କ ପିତା ଲାଲୁ...

Advertisement
Archives

Model This Week