ସ୍ବଚ୍ଛ ଭାରତ ଅଭିଯାନ: ମୋଦିଙ୍କୁ ମିଳିବ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’

ଓ୍ବାଶିଂଟନ,୨୪।୯: ସ୍ବଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’ ପ୍ରଦାନ କରାଯିବ। ବିଲ୍‌-ମିଲେଣ୍ଡା ଫାଉଣ୍ଡେସନ୍‌ ପକ୍ଷରୁ ଏହି ପୁରସ୍କାର ଦିଆଯିବ। ବିଶ୍ୱସ୍ତରରେ ଅବା ନିଜ ଦେଶରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ରାଜନେତାଙ୍କୁ ଏହି ଫାଉଣ୍ଡେସନ ପକ୍ଷରୁ ପୁରସ୍କୃତ କରାଯାଇଥାଏ। ସୂଚନାଯୋଗ୍ୟ, ଭାରତରେ ମୋଦି ୨୦୧୪ ଅକ୍ଟୋବର ୨ଠାରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ଏହା ଦ୍ୱାରା ୫୦ କୋଟି ଲୋକ ଉପକୃତ ହୋଇପାରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ସୀମାରୁ ରୁଷିଆ ଗୁପ୍ତଚର ଗିରଫ

କ୍ୱିଭ,୫।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହୋଇଥିବା ବେଳେ କୌଣସି...

ଜି୨୦ ଘୋଷଣାନାମାକୁ ଚାଇନାର ପ୍ରଶଂସା

ବେଜିଂ,୧୧ା୯: ଜି୨୦ ସମିଟ୍‌ ଅବସରରେ ନୂଆଦିଲ୍ଲୀ ଘୋଷଣାନାମାକୁ ଚାଇନା ପ୍ରଶଂସା କରିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ବୈଶ୍ୱିକ ଚ୍ୟାଲେଞ୍ଜର ମୁକାବିଲା କରିବା ଏବଂ ଅର୍ଥନୀତିରେ ସୁଧାର ପାଇଁ...

ମଙ୍ଗଳରେ ୫୦ବର୍ଷ ପୂର୍ବେ ମିଳିଥିଲା ଜୀବଜଗତର ସନ୍ଧାନ, ଭୁଲରେ ନଷ୍ଟ ହୋଇଯାଇଛି ପ୍ରମାଣ: ବୈଜ୍ଞାନିକଙ୍କ ଦାବି

ଓ୍ବାଶିଂଟନ୍‌,୩୦।୮: ମଙ୍ଗଳ ଗ୍ରହରେ ଜୀବଜଗତ ଥିବା ନେଇ ବହୁବାର ଦାବି କରାଯାଇ ଆସୁଛି। ତେବେ ଏପରି କୁହାଯାଇ ସାରଛି କି ମଙ୍ଗଳ ଗ୍ରହରେ ପୂର୍ବରୁ ଜୀବଜଗତ...

ଗ୍ବାଦରରେ ନୌସେନା ଘାଟି ଗଢ଼ୁଛି ଚାଇନା

ଗ୍ବାଦର,୪ା୬: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶସ୍ଥିତ ଗ୍ବାଦର ବନ୍ଦରରେ ଚାଇନା ଗୋପନରେ ଏକ ହାଇ ସିକ୍ୟୁରିଟି କମ୍ପାଉଣ୍ଡ ନିର୍ମାଣ କରୁଛି। ଏହାକୁ ଚାଇନା ନୌସେନା ଘାଟି ଭାବେ...

ଇଦ୍‌-ଉଲ୍‌-ଜୁହାର ଖୁସି ନୁହେଁ ଦର ବୃଦ୍ଧିରେ ଲୁହ ଗଡାଉଛି କାଙ୍ଗାଳ ପାକିସ୍ତାନ

ଇସଲାମାବାଦ,୧୨।୮: ସାରା ବିଶ୍ୱରେ ସୋମବାର ଇଦ୍‌-ଉଲ୍‌-ଜୁହା ବା ବକରି ଇଦ୍‌ ପାଳନ କରାଯାଉଥିବା ବେଳେ କାଙ୍ଗାଳ ପାକିସ୍ତାନ କିନ୍ତୁ ମହଙ୍ଗା ମାଡରେ ଯେମିତି ଚେପା ହୋଇଯାଇଛି।...

ଲଦାଖରେ ଚାଇନାର କାର୍ଯ୍ୟକଳାପ ଉପରେ ଆମେରିକା ନଜର…

ଓ୍ବାଶିଂଟନ,୩।୧୧ : କେବଳ ଭାରତ ନୁହେଁ ଆମେରିକା ମଧ୍ୟ ଲଦାଖରେ ଚାଇନାର କାର୍ଯ୍ୟକଳାପ ଉପରେ ତୀକ୍ଷ୍‌ଣ ନଜର ରଖିଛି। ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ...

ହାଇ ଭୋଲଟେଜ ପାୱାର ଲାଇନରେ ବାୟୁସେନା ଚପର ଦୁର୍ଘଟଣାଗ୍ରସ୍ତ : ୨ ପାଇଲଟ ମୃତ…

କାବୁଲ,୨୨।୫ : ଆଫଗାନିସ୍ତାନର ହାଇ ଭୋଲଟେଜ ପାୱାର ଲାଇନକୁ ବାୟୁସେନା ଚପର ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି।...

ଚାଇନାରେ ଓମିକ୍ରନର ଦୁଇ ସବ୍‌-ଭାରିଆଣ୍ଟ ନେଇ ହାହାକାର…

ବେଜିଂ,୧୧।୧୦ : ଚାଇନାରେ କମ୍ୟୁନିଷ୍ଟ ପାର୍ଟିର ଜାତୀୟ କଂଗ୍ରେସ ବୈଠକ ପୂର୍ବରୁ ପୁଣି ଥରେ କରୋନାଙ୍କର ଏକ ନୂଆ ଭାରିଆଣ୍ଟ ନେଇ ଆତଙ୍କ ସୃଷ୍ଟି ହୋଇଛି।...

Advertisement
Archives

Model This Week