Posted inଜାତୀୟ

ସ୍ବଚ୍ଛତା ଅଭିଯାନ ଜନକଙ୍କୁ ଭୁଲି ଗଲେ ମୋଦି ସରକାର

ମୁମ୍ବାଇ,୩।୧୦: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ତେବେ କେନ୍ଦ୍ର ସରକାର ସ୍ବଚ୍ଛତା ଅଭିଯାନ ଜନକଙ୍କୁ ଭୁଲି ଯାଇଛନ୍ତି ବୋଲି ଅଭିଯୋଗ ହେଉଛି। ଏନେଇ ଅନ୍ତର୍ଜାତୀୟ ସହଯୋଗ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଜୟ ରଜକ କହିଛନ୍ତି। ସ୍ବଚ୍ଛତା ଅଭିଯାନ ସର୍ବ ପ୍ରଥମେ ସନ୍ଥ ଗାଡ୍‌ଗେଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତାଙ୍କର ପ୍ରକୃତ ନାମ ଦେବୁଜୀ ଝିଙ୍ଗରାଜ ଜନରକାର। ସେ ୧୮୭୬ ଫେବୃୟାରୀ ୨୩ରେ ମହାରାଷ୍ଟ୍ରର ଶେନ୍ଦଗାଓ୍ବଁରେ ଜନ୍ମଗ୍ରହଣ କରିଥିଲେ। ୧୯୬୫ ଡିସେମ୍ବର ୨୦ରେ ଅମରାବତୀଠାରେ ସେ ଦେହତ୍ୟାଗ କରିଥିଲେ। ଜୀବନବ୍ୟାପି ସେ ସ୍ବଚ୍ଛତା ଅଭିଯାନକୁ ଗୁରୁତ୍ୱ ଦେଇଥିଲେ। ପରବର୍ତ୍ତୀ ସମୟରେ ୨୦୧୪ଠାରୁ ମୋଦି ସରକାର ଏହି ଅଭିଯାନ ପୁଣି ଥରେ ଆରମ୍ଭ କରିଥିବା ଅଜୟ କହିଛନ୍ତି। ତେଣୁ ତାଙ୍କ ନାମରେ ସ୍ବଚ୍ଛତା ସମ୍ମାନ ପ୍ରଦାନ କରିବାକୁ ଅନ୍ତର୍ଜାତୀୟ ସହଯୋଗ ସଂଗଠନ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ବିଳାସ ପାଶୱାନଙ୍କର ହେଲା ହାର୍ଟ ସର୍ଜରୀ

ନୂଆଦିଲ୍ଲୀ/ପାଟନା,୪ ।୧୦: ଗତ କିଛିଦିନ ହେବ ଅସୁସ୍ଥ ଥିବା କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାୱାନଙ୍କର ଶନିବାର ବିଳମ୍ବିତ ରାତ୍ରିରେ ହାର୍ଟ ସର୍ଜରୀ କରାଯାଇଛି । ରାମ...

ଏଥର ପୂଜା ପାଇଲେ ସୁନା ଗଣେଶ

ମୁମ୍ବାଇ,୨।୯: ମହାରାଷ୍ଟ୍ରରେ ପ୍ରାୟ ୧୦ ଦିନ ଧରି ଗଣେଶ ଚତୁର୍ଥୀ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଉଥିବା ବେଳେ ବିଭିନ୍ନ ମଣ୍ଡପରେ ଗଣେଶଙ୍କର ଭିନ୍ନ ଭିନ୍ନ ରୂପ...

ଅନ୍ତିମ ସଂସ୍କାର ପୂର୍ବରୁ ସୁଶାନ୍ତଙ୍କର ହେବ କରୋନା ଟେଷ୍ଟ

ମୁମ୍ବାଇ, ୧୫।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୋମବାର ମୁମ୍ବାଇ ସ୍ଥିତ ପବନ ହଂସ ଶ୍ମଶାନ ନିକଟ ଭିଲେ ପାର୍ଲେରେ ଅନ୍ତିମ ସଂସ୍କାର କରାଯିବ।...

ଗୋଆର ପ୍ରଥମ ମହିଳା ରାଜ୍ୟପାଳଙ୍କ ପରଲୋକ

ପାନାଜୀ,୧୮।୧୧-ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଭାଜପା ନେତା ମୃଦୁଳା ସିହ୍ନାଙ୍କ ବୁଧବାର ପରଲୋକ ହୋଇଯାଇଛି। ୭୭ ବର୍ଷ ବୟରେ ସେ ଶେଷ ନିଶ୍ୱାସ ତ୍ୟାଗ...

ଚାରି ବୋହୂଙ୍କ ସହ ପରୀକ୍ଷା ଦେଲେ ଶାଶୁ

ନାଳନ୍ଦା,୬ ।୩: ପଢିବା ଲେଖିବା ଅବା କିଛି ଶିଖିବାର କୌଣସି ବୟସ ନ ଥାଏ । ଯଦି ମନେରେ ଇଚ୍ଛା ଶକ୍ତି ରହିଛି ତେବେ ମଣିଷ...

ଫଳାଫଳ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଦାବି, ଆମେ ଜିତିବୁ ୧୨୦ ଆସନ, ଫେଲ ମାରିବ ଏକଜିଟ ପୋଲ

ଅହମଦାବାଦ,୮ ।୧୨: ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ଅର୍ଥାତ୍ ୮ ଡିସେମ୍ବରରେ ଆସିବ । ଏଥିପାଇଁ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ...

ମୋ ଜୀବନରେ ଘଟିଛି ୨ଟି ଗୁରୁତ୍ୱପୂର୍ଣ୍ଣ ଘଟଣା: ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପରେ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଏହାକୁ ନେଇ...

ବଜେଟ-୨୦୨୦: ମହିଳା,ଶିଶୁ ବିକାଶକୁ ପ୍ରାଧାନ୍ୟ; ଝିଅଙ୍କ ବିବାହ ବୟସ ଧାର୍ଯ୍ୟ ଲାଗି ଟାସ୍କଫୋର୍ସ

ମହିଳାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସରକାର ବଜେଟରେ ୨୮,୬୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଥିଲେ, ସରକାରଙ୍କ ‘ବେଟି...

Advertisement
Archives

Model This Week