ସ୍ତନ କର୍କଟ ଆଶଙ୍କା ବଢ଼ାଉଛି ବାୟୁ ପ୍ରଦୂଷଣ

ଜନଗହଳି ପୂର୍ଣ୍ଣ ରାସ୍ତା କଡ଼ରେ କାମ କରୁଥିବା ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକଙ୍କ ମତରେ, ଟ୍ରାଫିକ୍‌ ଯୋଗୁ ହେଉଥିବା ବାୟୁ ପ୍ରଦୂଷଣରେ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ଆଶଙ୍କା ଉପତ୍ନ୍ନ ହୋଇଥାଏ। ସ୍କଟ୍‌ଲ୍ୟାଣ୍ଡ୍‌ସ୍ଥିତ ଷ୍ଟର୍ଲିଗ ୟୁନିଭର୍ସିଟିର ଗବେଷକ ଟିମ୍‌ କ୍ୟାନସର୍‌ ପୀଡ଼ିତାଙ୍କ ଉପରେ ଗବେଷଣା କରି ଏହି ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଢ଼ାବେଳେ ନିଦ

ରାତିରେ ପର୍ଯ୍ୟାପ୍ତ ନିଦ୍ରା ମଣିଷକୁ ସୁସ୍ଥ ରଖେ। ହେଲେ ଏହି ନିଦ ଅସମୟରେ ଆସିଲେ ସାଜେ ଚିନ୍ତାର କାରଣ। ଠିକ୍‌ ଯେମିତି କେବେ କେବେ ପଢ଼ିବା...

ଗାଧୋଇବା ସମୟରେ କରୁଛନ୍ତି କି ଏସବୁ ଭୁଲ

ଦିନତମାମ କାର୍ଯ୍ୟବ୍ୟସ୍ତତା ଯୋଗୁ ଥକ୍କାପଣ ଓ ଦେହରେ ଜମା ହୋଇଥିବା ମଇଳାରୁ ମୁକ୍ତି ପାଇବା ଲାଗି ଗାଧୋଇବା ନିତାନ୍ତ ଜରୁରୀ। ତେବେ କିଛି ଲୋକ ଗାଧୋଇବା...

ପେପରରେ ଖାଉଛନ୍ତି କି: ଦେଖାଦେଇପାରେ କ୍ୟାନ୍‌ସର ସମସ୍ୟା

ସାଧାରଣତଃ ଲୋକମାନେ ବେଳେବେଳେ ଖବରକାଗଜରେ ଖାଇଥା’ନ୍ତି। ଅଥବା ଆଜିକାଲି ଦୋକାନୀମାନେ ଖବରକାଗଜ ଠୁଙ୍ଗାରେ ଖାଦ୍ୟପଦାର୍ଥ ଗ୍ରାହକଙ୍କୁ ଦେଉଛନ୍ତି। ଏହା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏହାଦ୍ୱାରା ଗମ୍ଭୀର ସମସ୍ୟା...

ରକ୍ତଦାନ କଲେ ଶରୀର ରୁହେ ସୁସ୍ଥ…

ନିୟମିତ ରକ୍ତଦାନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏହା ଯୋଗୁ ହାର୍ଟ ଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ। ପୁରୁଷମାନେ ନିୟମିତ ବ୍ୟବଧାନରେ ରକ୍ତଦାନ କଲେ...

ଟେନ୍‌ସନ୍‌ରେ ଥିଲେ…

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଅନେକେ ଟେନ୍‌ସନ୍‌ର ବଶବର୍ତ୍ତୀ ହୋଇଥାଆନ୍ତି। ଏହାଦ୍ୱାରା ନିଜର କାର୍ଯ୍ୟ କରିବା କ୍ଷମତା ପ୍ରଭାବିତ ହୋଇଥାଏ। ଯଦି କୌଣସି କଥାକୁ ନେଇ...

ଶିଳ୍ପୀ ଚନ୍ଦନ

କଳା କାରିଗରି ପ୍ରତି ଆକର୍ଷଣ ଥିଲା ପିଲା ଦିନରୁ। ଆଉ ଏ କ୍ଷେତ୍ରରେ ପିତା ଥିଲେ ତାଙ୍କର ଆଦ୍ୟ ଗୁରୁ। ପରେ ମଣିଷର ମାନସିକତା ଓ...

ସକାଳେ ଗ୍ଲାସେ ଉଷୁମ ପାଣି…

ସକାଳୁ ଖାଲି ପେଟରେ ଗ୍ଲାସେ ଉଷୁମ ପାଣି ପିିଇଲେ ଅନେକ ସୁଫଳ ମିଳିଥାଏ। ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଫୁସ୍‌ଫୁସ୍‌ରେ ଜମିଥିବା କଫ...

Advertisement
Archives

Model This Week