Posted inଖେଳ

ସୋସିଆଲ ମିଡିଆରେ ପତ୍ନୀଙ୍କୁ ପଟେଇ ଥିଲେ ଧାଓ୍ବନ

କଥାରେ ଅଛି ପ୍ରେମ କେଉଁଠାରେ ବି ହୋଇପାରେ। ଏଥିରେ କିଛି ବି ନିର୍ଦ୍ଦିଷ୍ଟ ମାଧ୍ୟମ ନାହିଁ। ଭାରତୀୟ ଓପନର ଶିଖର ଧାଓ୍ବନ ଓ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କ କ୍ଷେତ୍ରରେ ସୋସିଆଲ ମିଡିଆ ପାଲଟିଥିଲା ମାଧ୍ୟମ। ଫେସବୁକରେ ଉଭୟଙ୍କ ଏକମାତ୍ର ମ୍ୟୁଚୁଆଲ ଫ୍ରେଣ୍ଡ ଥିଲେ ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂ(ଭଜି)। ଭଜିଙ୍କ ପ୍ରୋଫାଇଲ ଚେକ କଲାବେଳେ ଆୟେଶାଙ୍କ ଫଟୋ ଦେଖିଥିଲେ। ଆୟେଶାଙ୍କ ଲୁକ୍ସ ଦେଖି କ୍ଲିନ ବୋଲ୍ଡ ହୋଇଯାଇଥିଲେ ଧାଓ୍ବନ। ପରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ। ଏ ସବୁ ପରେ ଦୁହେଁ ଘଣ୍ଟା ଘଣ୍ଟା ଧରି ଫେସବୁକରେ ଚାଟିଂ କରି ବନ୍ଧୁ ହୋଇଥିଲେ। କଥାରେ ଅଛି, ବନ୍ଧୁତା ହିଁ ପ୍ରେମର ପ୍ରଥମ ସୋପାନ। ଉଭୟଙ୍କ ମଧ୍ୟରେ ୨୦୦୯ରୁ ରିଲେଶନଶିପ ଆରମ୍ଭ ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଧାଓ୍ବନ ଅପେକ୍ଷା କରାଇଥିଲେ। ପ୍ରତିଷ୍ଠିତ କ୍ରିକେଟର ହେବା ପରେ ୨୦୧୨ରେ ବିବାହ କରିଥିଲେ। ଉଲ୍ଲେଖଥାଉ କି, ଆୟେଶା ପୂର୍ବରୁ ଅଷ୍ଟ୍ରେଲିଆନ ବ୍ୟବସାୟୀଙ୍କୁ ବିବାହ କରିବା ପରେ ବିଚ୍ଛଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓରେ ଚମକିଲେ ଭାରତୀୟ ମହିଳା ଖେଳାଳି

ଟୋକିଓ,୨୫।୭: ଟୋକିଓ ଅଲିମ୍ପିକ୍ସରେ ରବିବାର ଭାରତୀୟ ମହିଳା ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତର ତାରକା ମହିଳା ବକ୍ସର ମେରି କମ ରବିବାର ଟୋକିଓ ଅଲମ୍ପିକ୍ସରେ...

ପ୍ରଥମ ଟେଷ୍ଟରେ ବଡ ପରିବର୍ତ୍ତନ କରିବ ଟିମ ଇଣ୍ଡିଆ: ରୋହିତଙ୍କ ସହ ଏହି ବ୍ୟାଟ୍ସମ୍ୟାନଙ୍କୁ ମିଳିବ ଓପନିଙ୍ଗ୍‌ର ସୁଯୋଗ

ନୂଆଦିଲ୍ଲୀ,୬।୭: ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜରେ ଗସ୍ତରେ ଅଛନ୍ତି। ଜୁଲାଇ ୫ରୁ ଦୁଇ ଦଳ ଦିନିଆ ଅଭ୍ୟାସ ମ୍ୟାଚ ଖେଳୁଛି। ଯୁବ ବାମହାତୀ ଖେଳାଳି ଯଶସ୍ବୀ ଜୟସ୍ବାଲ...

ବାଓଟୋ ଏଟିପି ଚ୍ୟାଲେଞ୍ଜର : ସିଙ୍ଗଲ୍ସ, ଡବଲ୍ସରେ ମୁକୁନ୍ଦ ରନର୍ସ-ଅପ୍‌

ବାଓଟୋ,୧।୯(ପି.ଟି.)- ଚାଇନାର ବାଓଟୋରେ ଅନୁଷ୍ଠିତ ହୋଇଥିବା ୫୪,୧୬୦ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ କ୍ଲେ- କୋର୍ଟ ଏଟିପି ଚ୍ୟାଲେଞ୍ଜର ଇଭେଣ୍ଟରେ ଭାରତର ଶଶି କୁମାର...

ଦକ୍ଷିଣ ଆଫ୍ରିକାର ଦଳ ଘୋଷଣା

ନୂଆଦିଲ୍ଲୀ,୧୭।୫: ଆଇପିଏଲ୍‌ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏଥିଲାଗି ଦକ୍ଷିଣ ଆଫ୍ରିକା ଟିମ୍‌ ଜୁନ୍‌ରେ...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ କ୍ରିକେଟ ଟ୍ରେନିଂ ଦେଉଛନ୍ତି ବୀରେନ୍ଦ୍ର ସେହ୍ବାଗ, ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣକୁ ବର୍ଷେ ପୂରିଛି। ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର...

ମୁମ୍ବାଇ ବିମାନବନ୍ଦରରେ କୃନାଲ ପାଣ୍ଡ୍ୟା ଅଟକ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା କୃନାଲ ପାଣ୍ଡ୍ୟାଙ୍କୁ ଦୁବାଇରୁ ପ୍ରତ୍ୟାବର୍ତ୍ତନ ପଥରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି।...

ବଜରଙ୍ଗଙ୍କ ସମେତ ୪ ରେସ୍‌ଲର ଫାଇନାଲରେ

ବର୍ମିଂହାମ୍‌, ୬ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ରେସ୍‌ଲରମାନେ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଶୁକ୍ରବାର ବଜରଙ୍ଗ ପୁନିଆ (ପୁରୁଷ ୬୫କେଜି), ସାକ୍ଷୀ ମଲିକ (ମହିଳା...

ଆର୍ମି ପୋଷାକରେ ଧୋନୀଙ୍କ ସାଲ୍ୟୁଟ ଭିଡିଓ ପୋଷ୍ଟ କରି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା

ଟିମ ଇଣ୍ଡିଆକୁ ଦୁଇଥର ବିଶ୍ୱ ଚାମ୍ପିଅନ କରାଇଥିବା ମହେନ୍ଦ୍ର ସିଂହ ଧୋନୀ ବର୍ତ୍ତମାନ ଦୁଇମାସ ମାସ ପାଇଁ କ୍ରିକେଟ ମଇଦାନରୁ ଦୂରେଇ ରହିବେ। ଏହି ସମୟ...

Advertisement
Archives

Model This Week