Posted inଫୁରସତ

ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି ୩ବର୍ଷୀୟ ଶିଶୁ ରୋଷେୟା

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ୩ବର୍ଷୀୟ ଶିଶୁ ଚହଳ ସୃଷ୍ଟି କରିଛନ୍ତି। ଆମେରିକାର ରୋମନ୍‌ ବେଲ୍‌ଭିଲେ ପୁରା ଦୁନିଆକୁ ନିଜ ଅଦ୍ଭୁତ କାର୍‌ନାମା ଜରିଆରେ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ରୋମନ୍‌ ୟୁଟ୍ୟୁବ୍‌ରେ ଏବେ ଜଣେ ଲୋକପ୍ରିୟ ରୋଷୟା ପାଲଟିଛନ୍ତି। ପିଜ୍ଜାଠୁ ନେଇ କେକ୍‌ ସବୁକିଛି ନିଜେ ତିଆରି କରୁଥିବାର ଭିଡିଓ ଏବେ ୟୁଟ୍ୟୁବ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ରୋମନ୍‌ଙ୍କ ମା’ ପୂର୍ବରୁ ୟୁଟ୍ୟୁବ୍‌ରେ ଏକ ଚ୍ୟାନେଲ୍‌ ଚଳାଉଛନ୍ତି। ଏଥିରେ ସେ ଲୋକଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଶିଖାଇଥାନ୍ତି। ଏକ ଭିଡିଓରେ ରୋମନ୍‌ ମା’ଙ୍କ ସହ ରୋଷେଇ କରୁଥିବାର ନଜର ଆସିଥିଲେ। ଏହାପରେ ରୋମନ୍‌ ଏତେ ଲୋକପ୍ରିୟ ହୋଇଗଲେ ଯେ, ତାଙ୍କ ମା’ଙ୍କ ୟୁଟ୍ୟୁବ୍‌ ସବ୍‌ସ୍କ୍ରାଇବର୍ସ ୧୮୬ ରୁ ୩୫୦୦୦ରେ ପହଞ୍ଚିଗଲା। ୟୁଟ୍ୟୁବ୍‌ରେ ରୋମନ୍‌ଙ୍କ ଭିଡିଓକୁ କାନାଡା, ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ନେଦର୍‌ଲ୍ୟାଣ୍ଡ୍‌ ସମେତ ୧୪୦ଟି ଦେଶର ଲୋକେ ଦେଖିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସାମଗ୍ରୀ ବ୍ୟବହାର କରି ଗଲଓ୍ବାନ ସହିଦଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେଲେ ଏହି ଯୁବକ, କରାଯାଉଛି ପ୍ରଶଂସା..

ଗୋଟିଏ ଦିନ ପରେ ସ୍ବାଧୀନତା ଦିବସ। ଏହି ସ୍ବତନ୍ତ୍ର ଦିବସ ପାଳନ କରିବା ପାଇଁ ଆସାମରେ ରହୁଥିବା ୨୦ବର୍ଷୀୟ ରାହୁଲ ପାରିକ ଏକ ନିଆରା ଉପାୟ...

୩୦ ବର୍ଷ ଧରି ଖୋଲୁ ନ ଥିଲା ଏହି ମହିଳାଙ୍କ ମୁହଁ, ସଫଳ ଅପରେଶନ କଲେ ଡାକ୍ତର

ଦିଲ୍ଲୀର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ଏକ ନିଆରା ଅପରେଶନ ହୋଇଛି। ଏହି ମହିଳାଙ୍କ ପାଟି ଦୀର୍ଘ...

ମହାରାଷ୍ଟ୍ର ଅପେକ୍ଷା ହରିୟାଣା ବିଧାୟକ ଅଧିକ ପାଠୁଆ

ନୂଆଦିଲ୍ଲୀ : ସଦ୍ୟସମାପ୍ତ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ର ଅପେକ୍ଷା ହରିୟାଣାରେ ଅଧିକ ଶିକ୍ଷତ ବିଧାୟକ ଅଛନ୍ତି। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି।...

ପ୍ରାଣୀ ହେଲେ ବି ସେ ବୁଝିପାରେ ସବୁକିଛି: ବ୍ୟକ୍ତିଙ୍କୁ ଏମିତି ଅବସ୍ଥାରେ ଦେଖି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଘୋଡ଼ା ପରି ଦେଖାଯାଉଥିବା ପ୍ରାଣୀ ଘୋଡ଼ା ନୁହନ୍ତି, ଚିହ୍ନିଲେ ଦେଖି…

ସୋସିଆଲ ମିଡିଆରେ ବେଳେବେଳେ ବିଚିତ୍ର ଫଟୋ ସବୁ ଭାଇରାଲ ହୋଇଥାଏ। ଫଟୋକୁ ଦେଖିଲେ ମଣିଷ ଅଧିକାଂଶ ସମୟରେ ଦ୍ୱନ୍ଦ୍ୱରେ ପଡ଼େ। ସେଗୁଡ଼ିକ ଅସଲି କିମ୍ବା ନକଲି...

ଭଲଦିନ…

ପବିତ୍ର ଭାରତ ମାଟିରେ ଫିରିଙ୍ଗି ପତାକା ଗଡ଼େଇ ଇଂରେଜଙ୍କୁ ତଡ଼େଇ ତ୍ରିରଙ୍ଗା ଉଡ଼େଇ କବାଟ କିଳି ଭଲଦିନ ଆସିବ ବୋଲି ବଡ଼ ଶରଧାରେ ଆ ଆ...

ଯେଉଁଠି ସଦସ୍ୟଙ୍କ ମୃତ୍ୟୁରେ ଘର ଛାଡିଦିଅନ୍ତି ପରିବାର ଲୋକେ

ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କ ସ୍ମୃତିକୁ ସାଉଣ୍ଟିବାକୁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି। କିନ୍ତୁ ଆମ ଦେଶରେ ଏଭଳି କିଛି ଜନଜାତି ଅଛନ୍ତି, ଯେଉଁମାନେ...

ଭାଗବତ, ରାମାୟଣ ପାଠକରି ପାରିଶ୍ରମିକ ପାଇଥିଲି: ଡା: ଅନୀତା ପଣ୍ଡା

କଟକ ଜିଲା ଯାଜପୁର ସବ୍‌ଡିଭିଜନ (ବର୍ତ୍ତମାନ ଜିଲା)ର ରାମବଗ, ତଳିହା ଗାଁରେ ମୋ ଜନ୍ମ। ଜନ୍ମରୁ ମା’ ଭାନୁଦେବୀଙ୍କୁ ହରାଇଥିଲି। ବାପା ଆଦିକନ୍ଦ ପଣ୍ଡା ଥିଲେ...

Advertisement
Archives

Model This Week