Posted inଜାତୀୟ

ସୋନଭଦ୍ର ହତ୍ୟାକାଣ୍ଡ: ପୀଡିତଙ୍କ ପରିବାରକୁ ଭେଟି ନ ପାରି ଧାରଣାରେ ବସିଲେ ପ୍ରିୟଙ୍କା

ଲକ୍ଷ୍ନୌ, ୧୯।୭: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲାର ଘୋରାବଲ କୋତବାଲୀ ଅଞ୍ଚଳର ମୂର୍ତ୍ତିଆ ଗାଁରେ ଜମି ବିବାଦକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତ ସଂଘର୍ଷ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୦ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ୧୪୪ ଧାରା ଜାରି କରାଯାଇଛି। କଂଗ୍ରେସ ମହାସଜିବ ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର ପୀଡିତଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ ମଧ୍ୟ ସେଠାରେ ପୋଲିସ ତାଙ୍କୁ ଭେଟିବାକୁ ଦେଇ ନ ଥିଲା। ଏହାକୁ ବିରୋଧ କରି ନାରାୟଣପୁରରେ ଧାରଣାରେ ବସିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି,ମୁଁ କେବଳ ପୀଡିତଙ୍କ ପରିବାରକୁ ଭେଟିବାକୁ ଯିବି, ମୋ ସହ ମାତ୍ର ୪ ଲୋକ ଯିବେ, ତଥାପି ପୋଲିସ ଆମକୁ ଯିବାକୁ ଦେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂମି ପୂଜନ ପୂର୍ବରୁ ଏହି ନେତା ବଦଳାଇଲେ ଟୁଇଟରର ପ୍ରୋଫାଇଲ୍‌ ଫଟୋ

ଭୋପାଳ,୪।୮: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଅଗଷ୍ଟ ୫ ଅର୍ଥାତ୍‌ ବୁଧବାର ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ...

ଜମ୍ମୁ-କଶ୍ମୀରରେ ବିସ୍ଫୋରଣ, ଜଣେ ଯବାନ ଶହୀଦ

ଶ୍ରୀନଗର,୧୭।୧୧:ଜମ୍ମୁ-କଶ୍ମୀରର ଅଖନୁର ଜିଲାରେ ରବିବାର ଏକ ସଂଦିଗ୍ଧ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏଥିସହ ତିନିଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।...

୫ ଜଣରେ ଜଣେ ବେରୋଜଗାର

ନୂଆଦିଲ୍ଲୀ,୨୫।୭: ମହାମାରୀ କରୋନା ଭୂତାଣୁ କବଳରେ ଦେଶ ଏବେ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇଛି। ମୋଟ ୧୩ ଲକ୍ଷ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ...

କରୋନା ଭୟ: ଜେଲରେ ବନ୍ଦୀ ଥିବା ୫୮୦୦ କଏଦୀଙ୍କୁ ମୁକ୍ତ କରିପାରନ୍ତି ପଞ୍ଜାବ ସରକାର

ଚଣ୍ଡିଗଡ଼,୧୮।୩: ଦିନକୁ ଦିନ ଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୧୫୨ ଛୁଇଁଥିବା ବେଳେ ପଞ୍ଜାବରେ...

ଚାଲାଣକୁ ନୁହେଁ, ଯମରାଜଙ୍କୁ ତ ଟିକେ ଡର

ଲକ୍ଷ୍ନୌ,୧୬ା୮: ଉତ୍ତରପ୍ରଦେଶରେ ଏକ ବାଇକ୍‌ରେ ୭ ଜଣ ଲୋକ ଯାଉଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି। ୟୁପି ପୋଲିସ ଏହି ବାଇକ୍‌ରେ ଯାଉଥିବା ଲୋକଙ୍କ ଫଟୋ...

ଭାରତକୁ ମିଳିବ କରୋନା ଭ୍ୟାକସିନ୍‌!

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨୧୦ ଦେଶକୁ ବ୍ୟାପିଥିବା ବେଳେ ଏବେ ଏହା ଆମେରିକାରେ ସର୍ବାଧିକ ଲୋକଙ୍କ ଜୀବନ ନେଲାଣି। ଏହି ଭାଇରସର...

ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ କରୋନା

ମୁମ୍ବାଇ, ୪।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଗତ କିଛିଦିନ ତଳେ ହାଇଦ୍ରାବାଦରେ ତମନ୍ନା ଏକ ୱେବ ସିରିଜ ପାଇଁ ସୁଟିଂ...

ଭାଜପାର ମିଶନ ଦକ୍ଷିଣ ଭାରତ, ୫ ରାଜ୍ୟ ଉପରେ ଲକ୍ଷ୍ୟ…

ନୂଆଦିଲ୍ଲୀ, ୩୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ଭାଜପା ସାରା ଦେଶରେ ମେଗା ଉତ୍ସବ ପାଳନ...

Advertisement
Archives

Model This Week