ସୈଫ୍‌ଙ୍କ ଅବିକଳ ଦିଶୁଛନ୍ତି ତୈମୁର, କରିନା ଶେୟାର କଲେ ଫଟୋ

ବମ୍ବେ: ପିଲାଟି ଦିନୁ ଚର୍ଚ୍ଚାରେ ରହିଆସୁଥିବା ତୈମୁର ଅଲ୍ଲୀ ଖାଁ କୌଣସି ଷ୍ଟାରଠାରୁ କମ୍‌ ନୁହନ୍ତି। ସବୁବେଳେ ତାଙ୍କର କ୍ୟୁଟ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେପରି କିଛି ଘଟିଛି। ନିକଟରେ ସୋସିଆଲ ମିଡିଆରେ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇଥିବା କରିନା କପୁର ଖାଁ ଏକ ଫଟୋ ଶେୟାର କରିଛନ୍ତି। ଫଟୋଟିରେ ସୈଫ୍‌ ଏବଂ ତୈମୁରଙ୍କୁ ଦେଖିବାକୁ ମିଳୁଛି।

ପ୍ରଥମେ ଫଟୋକୁ ଦେଖିଲେ ଯେ କେହି ତୈମୁରଙ୍କର ହିଁ ଅନୁମାନ କରିବ। ହେଲେ ତାହା ନୁହେଁ। ସୈଫ୍‌ଙ୍କ ପିଲାଦିନ ଫଟୋ ସହ ତୈମୁରଙ୍କ ଫଟୋକୁ ଯୋଡ଼ି ଏହାକୁ ପ୍ରସ୍ତୁତ କରାଯାଇଛି। କରିନା ନିଜେ ଏହାକୁ ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋରେ ପୁଅ ତୈମୁର ସୈଫ୍‌ଙ୍କ ପୂରା ନକଲ ଭଳି ଦିଶୁଥିବା କୁହାଯାଉଛି। ଶେୟାର କରାଯିବାର କିଛି ସମୟ ମଧ୍ୟରେ ଫଟୋକୁ ଲକ୍ଷାଧିକ ଲୋକ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳଚ୍ଚିତ୍ର ‘୮୩’ର ଶୁଟିଂ ପାଇଁ ଲଣ୍ଡନରେ ରଣବୀର: ଶେୟାର କଲେ କ୍ରିକେଟ ଦଳର ଫଟୋ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ତଥା ୧୯୮୩ ମସିହା ବିଶ୍ୱକପ୍‌ ବିଜେତା କପିଲ ଦେବଙ୍କ ଉପରେ ନିର୍ମାଣ ହେଉଛି ଚଳଚ୍ଚିତ୍ର। ଏଥିରେ ମୁଖ୍ୟ...

ପରପାରିରେ ଲୋକପ୍ରିୟ ଅଭିନେତା ଖାଲିଦ

ମାଲାୟାଲମ ସିନେମାଜଗତର ଲୋକପ୍ରିୟ ଅଭିନେତା ବିପି ଖାଲିଦଙ୍କର ପରଲୋକ ଘଟିଛି। ସେ ଏକ ଫିଲ୍ମର ଶୁଟିଂ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ହୃଦ୍‌ଘାତରେ ତାଙ୍କର...

ପ୍ରତିଦିନ ୪,୫୦୦ ଖାଦ୍ୟ ପ୍ୟାକେଟ୍‌ ବାଣ୍ଟୁଛନ୍ତି ଅମିତାଭ ବଚ୍ଚନ

ସାରା ବିଶ୍ୱ ଏବେ କରୋନା ଭୂତାଣୁ ସହ ଲଢେଇ କରୁଛି। ଏହି ସମୟରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଭିନ୍ନ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଏଥିରେ ସାମିଲ...

ଅନୁଷ୍କାଙ୍କ ହାତଧରି କ୍ଲିନିକ୍‌ ନେଇ ଗଲେ ବିରାଟ କୋହଲି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। କେବଳ ସୋସିଆଲ ମିଡିଆରେ ନୁହେଁ, ନିଜ...

ଏହି ଅଭିନେତାଙ୍କ କଥା ମାନି ବିକିନି ପିନ୍ଧିଥିଲେ ମମତାଜ୍‌

ବଲିଉଡର ଭେଟେରାନ ଅଭିନେତ୍ରୀ ମମତାଜ ଆଜିକାଲି ମୁମ୍ବାଇରେ ଅଛନ୍ତି। ସେ ଦୀର୍ଘ ସମୟ ପରେ ଅର୍ଥାତ୍‌ ପ୍ରାୟ ଏକ ବର୍ଷ ପରେ ଲଣ୍ଡନରୁ ଫେରିଛନ୍ତି ।...

ବଳାତ୍କାର ଅଭିଯୋଗ ଆଣିଲେ ଅଭିନେତ୍ରୀ

ବଲିଉଡ୍‌ର ଜଣେ କାଷ୍ଟିଂ ନିର୍ଦ୍ଦେଶକ ଛୋଟ ପରଦାର ଜନୈକା ଅଭିନେତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଓ୍ବେବ୍‌ ସିରିଜ୍‌ରେ କାମ କରୁଥିବା ଅଭିନେତ୍ରୀ କାଷ୍ଟିଂ ନିର୍ଦ୍ଦେଶକ...

ଆଲିଆଙ୍କ ସମ୍ପତ୍ତି ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଅଭିନୟରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଓ ବୃତିଗତ ସମ୍ପର୍କିତ...

ମିକାଙ୍କ ହୃଦୟର ରାଣୀ ସାଜିବେ ଏହି ପଞ୍ଜାବୀ ଝିଅ

ମୁମ୍ବାଇ: ପ୍ରସିଦ୍ଧ ଗାୟକ ମିକା ସିଂ ତାଙ୍କ ଶୋ’ ‘ସ୍ବୟଂମ୍ବର ମିକା ଦିି ଭୋହତି’କୁ ନେଇ ଖୁବ୍‌ ଚର୍ଚ୍ଚା। ତାଙ୍କର ଏହି ଶୋ’କୁ ଦର୍ଶକେ ବହୁତ...

Advertisement
Archives

Model This Week