Posted inଖେଳ

ସେମିରେ ବୋପାନ୍ନା-ଶାପୋଭାଲୋଭ

ମଣ୍ଟ୍ରିଲ,୧୦।୮(ପିଟି)- ଭାରତୀୟ ଟେନିସ ଷ୍ଟାର ରୋହନ ବୋପାନ୍ନା ଓ ତାଙ୍କ ସାଥୀ ଡେନିସ ଶାପୋଭାଲୋଭ ଏଠାରେ ଚାଲିଥିବା ଏଟିପି ମଣ୍ଟ୍ରିଲ ମାଷ୍ଟର୍ସର ପୁରୁଷ ଡବଲ୍ସ ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ସେମାନେ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବାଇ ପାଇ ଆଗକୁ ବଢ଼ିଛନ୍ତି। ଇଣ୍ଡୋ-କାନାଡିଆନ ଯୋଡ଼ି କ୍ୱାର୍ଟର ଫାଇନାଲରେ ଫ୍ରାନ୍ସର ବେନୋଇଟ ପିରେ ଓ ସୁଇଜରଲାଣ୍ଡର ଷ୍ଟାନ ଓ୍ବାରିଙ୍କାଙ୍କୁ ଭେଟିବାର ଥିଲା। ବୋପାନ୍ନା ଓ ଶାପୋଭାଲୋଭ ସେମିଫାଇନାଲରେ ନେଦରଲାଣ୍ଡର ରବିନ ହାସେ ଓ ଓ୍ବେଲସେ କୁଲଫଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିଭାଙ୍କ ଭଳି ଚଷମା ପିନ୍ଧିଲେ ରଣବୀର ସିଂ: ଧୋନୀ କହିଲେ ଏମିତି

ନୂଆଦିଲ୍ଲୀ:ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭାଙ୍କ ଭିଡିଓ ହେଉ କିମ୍ବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଜିଭାଙ୍କ କ୍ୟୁଟ୍‌ ଅନ୍ଦାଜ୍‌...

ମହିଳା ଅନ୍ତର୍ଜାତୀୟ ଟି୨୦ରେ ସର୍ବନିମ୍ନ ସ୍କୋର ୬

ନୂଆଦିଲ୍ଲୀ, ୧୯ା୬ (ପି.ଟି.)-ଅନ୍ତର୍ଜାତୀୟ ମହିଳା ଟି୨୦ରେ ସର୍ବନିମ୍ନ ସ୍କୋର କରିଛି ମାଲି। କାଗାଲି ସିଟିରେ ଚାଲିଥିବା କ୍ୱିବୁକା ମହିଳା ଟୁର୍ନାମେଣ୍ଟରେ ର୍ବାଣ୍ଡା ବିପକ୍ଷ ମ୍ୟାଚରେ ଏହି...

ପୁଣି ମ୍ୟାଚ୍‌ରେ ଦେଖିବାକୁ ମିଳିଲା ବଳିଦାନ ଚିହ୍ନ

ଲଣ୍ଡନ,୧୦।୬- ଆଇସିସି ନିର୍ଦ୍ଦେଶକ୍ରମେ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ତାଙ୍କ ଗ୍ଲୋଭ୍ସରୁ ବଳିଦାନ ଚିହ୍ନ ତଥା ଆର୍ମିର କୌଣସି ପ୍ରତୀକକୁ ହଟାଇ ଦେଇଛନ୍ତି।...

ଭାରତୀୟଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ବଟଲର, ମୋର୍ଗାନଙ୍କ ବିରୋଧରେ ଇସିବିର ତଦନ୍ତ

ଲଣ୍ଡନ,୧୦।୬(ପି.ଟି.): ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରି ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଅନ ମୋର୍ଗାନ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ବଟଲର ଏବେ ହରଡ଼ଘଣାରେ...

ଟସ୍‌ ଜିତି ଗୁଜରାଟର ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୨୮।୩: ଚଳିତ ସିଜିନରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସୋମବାର ପରସ୍ପରଙ୍କ ମଧ୍ୟରେ ମୁକାବିଲା...

ଭାରତୀୟ ହକି ଦଳର ଆଉଟଡୋର ଟ୍ରେନିଂ ଆରମ୍ଭ

ବେଙ୍ଗାଲୁରୁ, ୪।୬(ପି.ଟି.)-  କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ୨ ମାସର ବିରାମ ପରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ...

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ସେରେନା, ଓଜନିଆକି

ମେଲବୋର୍ନ, ୨୩।୧(ଏଏଫ୍‌ପି)- ଅଷ୍ଟ୍ରେଲିଆ ଓପନ୍‌ ମହିଳା ସିଙ୍ଗଲ୍ସରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ମଧ୍ୟ ବିଜୟୀ ହୋଇ ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ସେମାନଙ୍କ...

କୋଭିଡ୍‌ ପରୀକ୍ଷଣ ପରେ ନାକରୁ ବୋହିଲା ରକ୍ତ, ରାଗିଗଲେ ଏହି ବ୍ୟାଡ୍‌ମିଣ୍ଟନ ତାରକା

ବ୍ୟାଙ୍କକ୍‌,୧୨।୧: କୋଭିଡ-୧୯ ପରୀକ୍ଷଣ ପରେ ନାକରୁ ରକ୍ତ ବାହାରିବାର ଅଭିଯୋଗ କରିଛନ୍ତି ବ୍ୟାଡମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ। ମ୍ୟାଚ୍‌ ପାଇଁ ନିଜର ଧ୍ୟାନ ରଖୁଛୁ। ହେଲେ...

Advertisement
Archives

Model This Week