ସୂର୍ଯ୍ୟ ଚାରିପଟେ ବଳୟ ଦୃଶ୍ୟମାନ

ଜି.ଉଦୟଗିରି,୧୦ା୫(ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର ପୂବାହ୍ନ ପ୍ରାୟ ୧୧ଟା ୧୫ରୁ ଅଧ ଘଣ୍ଟା ଧରି ସୂର୍ଯ୍ୟଙ୍କ ଚାରିପଟେ ଏକ ବଳୟ ଦୃଶ୍ୟମାନ ମିଳିଥିଲା। ବହୁ ଲୋକ ବାହାରକୁ ଆସି ଏହି ଦୃଶ୍ୟ ଦେଖିଥିଲେ। ସୂର୍ଯ୍ୟ ଦେବତା ବଳୟ ସୃଷ୍ଟି କରି ଆମମାନଙ୍କୁ କରୋନାରୁ ସୁରକ୍ଷା ଦେଉଛନ୍ତି ବୋଲି ଅନେକ ଲୋକେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଙ୍ଗିନାଠି ସୋସାଇଟିରେ ୨ କୋଟି ଠକେଇ ଅଭିଯୋଗ

ଭଞ୍ଜନଗର,୨୨ା୮(ବାବୁଲା ପ୍ରଧାନ): ବେଲଗୁଣ୍ଠା ବ୍ଲକ ଇଙ୍ଗିନାଠି ସେବା ସମବାୟ ସମିତି (ସୋସାଇଟି)ରେ ଜମାକାରୀଙ୍କ ନାମରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ...

ବମ୍ବେ ପୋଲିସ ଦ୍ୱାରା ଢେଙ୍କାନାଳର ନାବାଳିକା ଉଦ୍ଧାର: ଏମ୍‌ପିରେ ବିବାହ କରାଇଦେଇଥିଲେ ଦଲାଲ

ଢେଙ୍କାନାଳ ଅଫିସ, ୩।୭-ସମ୍ପର୍କୀୟ ଏବଂ ଦଲାଲଙ୍କ ଦ୍ୱାରା ମଧ୍ୟପ୍ରଦେଶରେ ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଜୋରଜବରଦସ୍ତ ବିବାହ କରାଇ...

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା, ସାକ୍ଷ୍ୟ ଦେଲେ ବଡ଼ଭାଇ

ଛତ୍ରପୁର,୨୧ା୧(ଡି.ଏନ୍‌.ଏ.): ଛତ୍ରପୁର ଏନ୍‌ଏସିର ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ବିଚାର ଛତ୍ରପୁର ଏଡିଜେ କୋର୍ଟରେ ବୁଧବାରଠାରୁ ଆରମ୍ଭ ହୋଇଛି। ବୁଧବାର ଲକ୍ଷ୍ମୀଦତ୍ତଙ୍କ ଭାଇ...

ପଲିଥିନ୍‌ ତଳେ ବିତୁଛି ବୃଦ୍ଧଙ୍କ ଜୀବନ

ମହାକାଳପଡ଼ା,୨୬ା୮(ଡି.ଏନ୍‌.ଏ.): ବିଦ୍ୟାଳୟରେ ଶିକ୍ଷକ ପାଠ ପଢ଼ାଇବା ବେଳେ ପିଲାମାନଙ୍କୁ ୩ ଚୁଲି ଝିଙ୍କାର ଉଦାହରଣ ଦେଇ କୁହନ୍ତି, ପିଲେ ସଂସାରକୁ ତୁମକୁ ଆଣିଥିବା ମା’ ହେଉଛନ୍ତି...

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ବ୍ରହ୍ମପୁର ଅଫିସ,୨୩ା୯-ପୂର୍ବଶତ୍ରୁତାରୁ ଜଣେ ବ୍ୟବସାୟୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ସଦର ଥାନା ପୋଲିସ ୪ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ମଙ୍ଗଳା...

ମାର୍କେଟ ଛକଯାଏ ବଢ଼ିଲା ବ୍ୟାରିକେଡ୍‌

ପୁରୀ ଅଫିସ,୩୦ା୧୨: ସମ୍ପ୍ରତି ପର୍ଯ୍ୟଟନ ଋତୁ ଚାଲିଥିବାରୁ ପୁରୀରେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ...

କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଜାମଜୋଡି ପଞ୍ଚାୟତ ଅନ୍ତର୍ଗତ ମାନପୁର ଗ୍ରାମର ଏକ କୂଅରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃ୍‌ତକ...

ଲଘୁ ଖଣିଜ ଦ୍ରବ୍ୟ ଲୁଟ ଅଣାୟତ୍ତ

ରଗଡି,୨୧ା୧୧(ଡି.ଏନ.ଏ.): ବ୍ୟାସନଗର ତହସିଲରେ ମୂଲ୍ୟବାନ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବନ୍ଦ ହେବା ଦିଶୁନାହିଁ। ବିଭାଗୀୟ ଅଧିକାରୀଙ୍କ ସହଯୋଗ ରହୁଥିବାରୁ ଏହି ବେଆଇନ କାର୍ଯ୍ୟ ଅଣାୟତ୍ତ...

Advertisement
Archives

Model This Week