‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଶେୟାର କଲେ କ୍ୟାଟ୍ରିନା

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଗୁରୁବାର ଶେୟାର କରିଛନ୍ତି ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ। ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏହାକୁ ଶେୟାର କରିଛନ୍ତି। ଏଥିରେ ବଲିଉଡ୍‌ ଖିଲାଡି ବୟ ପୋଲିସ ପୋଷାକରେ ଥିବା ବେଳେ ତାଙ୍କ ମୁହଁରେ ବ୍ୟସ୍ତତାର ଭାବ ପ୍ରକାଶ ପାଇଛି। ଆଉ ସେ କ୍ୟାଟ୍ରିନାଙ୍କୁ ଆଲିଙ୍ଗନ କରିଛନ୍ତି। ‘ଭାରତ’ ନାୟିକା କ୍ୟାଟ୍ରିନା ଏଥିରେ ଅକ୍ଷୟଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ। ବୁଧବାର ଏହାର ବହୁପ୍ରତିକ୍ଷୀତ ଟ୍ରେଲର ରିଲିଜ୍‌ ହୋଇଥିବା ବେଳେ ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ମାର୍ଚ୍ଚ ୨୪ରେ ଏହା ପରଦାକୁ ଆସିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୟଙ୍କ ଜନ୍ମଦିନରେ ଝିଅର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଲେ ମାହି

ବମ୍ବେ: ଟେଲି ଅଭିନେତା ଜୟ ଭାନୁଶାଳୀଙ୍କ ଆଜି ଅର୍ଥାତ ବୁଧବାର ଜନ୍ମଦିନ। ଏହି ଉପଲକ୍ଷେ ଜୟଙ୍କ ନିକଟକୁ ପ୍ରଶଂସକମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି। ଅପରପକ୍ଷେ ପ୍ରଶଂସକଙ୍କୁ...

ସୋନୁଙ୍କ ଉପରେ ରାଗିଗଲେ ସୋନା, କହିଲେ ଏପରି କିଛି..

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ବଲିଉଡ୍‌ରେ ନେପୋଟିଜିମ୍‌ ଉପରେ ତର୍କ ବିତର୍କ ଲାଗିଛି। ଏହା ଉପରେ ବଲିଉଡ କଳାକାରମାନେ ସ୍ବର ଉଠାଉଛନ୍ତି।...

ଅରୁଣ-ମହେଶଙ୍କ ହ୍ୟାଟ୍ରିକ

ନିର୍ଦ୍ଦେଶକ ମହେଶ ହାଜରା ଏବଂ ନାଟ୍ୟକାର ଅରୁଣ ନାୟକ ହ୍ୟାଟ୍ରିକ ମାରିଛନ୍ତି। ଗୋଟିଏ ଅପେରା ପାର୍ଟିରେ ଲଗାତର ତୃତୀୟ ଥର ପାଇଁ ସେମାନେ ଏକାଠି କାମ...

ଅପେକ୍ଷା ଡିସେମ୍ବରକୁ

ଚୁଲ୍‌ବୁଲ୍‌ ପାଣ୍ଡେଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ସେ ଆସିବା ମାତ୍ରେ ସେଠାରେ ଉପସ୍ଥିତ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ିଯାଉଛି। କେମିତି ତାଙ୍କ ସହ ଦୁଇପଦ...

କ୍ୟାଟ୍ରିନାଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିଲେ ରଣବୀର!

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ସହଜରେ ପାଖ ଲୋକଙ୍କୁ ଆପଣାର କରି ପାରନ୍ତି ବୋଲି କୁହାଯାଏ। ତାଙ୍କର ସରଳ ସ୍ବଭାବ ସମସ୍ତଙ୍କୁ ଖୁବ୍‌ ପସନ୍ଦ...

ପୁଣି ଥରେ କମାଲ କରିବେ ଥ୍ରି ଇଡିଅଟ୍‌ ଷ୍ଟାର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଓ ଥ୍ରି ଇଡିଅଟ୍‌ ଷ୍ଟାର କରିନା କପୁର ଖାଁ ପୁଣିଥରେ ଏକାଠି ନଜର ଆସିବେ ବୋଲି ଜଣାପଡିଛି।...

ଭୁଲ୍‌ ଭୁଲୈୟା-୨: କାର୍ତ୍ତିକ-କିଆରାଙ୍କ ରୋମାଣ୍ଟିକ ଭିଡିଓ ଭାଇରାଲ

ବମ୍ବେ: ନିକଟରେ ରିଲିଜ ହୋଇଥିଲା ସାରା ଅଲ୍ଲୀ ଖାଁ-କାର୍ତ୍ତିକ ଆର୍ୟନ ଅଭିନୀତ ଫିଲ୍ମ ‘ଲଭ୍‌ ଆଜ କଲ୍‌-୨’। କଥିତ ରିଅଲ୍‌ ଲାଇଫ୍‌ ଯୋଡ଼ିର ରୋମାନ୍ସ ରିଲ୍‌...

ଡାଏଟିଂ କଷ୍ଟକର ଥିଲା

ଶିବାନୀ ସଙ୍ଗୀତା। ଓଡ଼ିଆ ସିନେ ଜଗତର ଜଣେ କ୍ୟୁଟ୍‌ ଓ ବବ୍‌ଲି ଅଭିନେତ୍ରୀ। ଶିଶୁ କଳାକାର ଭାବେ ସେ ‘ମିତରେ ମିତ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *