ସୁଶାନ୍ତଙ୍କ ଘରୁ ମିଳିଛି ପାଞ୍ଚଟି ଡାଏରୀ, ଲେଖିଥିଲେ ମନ କଥା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କ ନିଧନକୁ ଗ୍ରହଣ କରିପାରୁ ନ ଥିବା ବେଳେ ପରିବାରଲୋକେ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପୋଲିସ ମଧ୍ୟ ଆତ୍ମହତ୍ୟାର କାରଣକୁ ନେଇ ଛାନ୍‌ଭିନ୍‌ କରୁଛି।

ଇତିମଧ୍ୟରେ ସୁଶାନ୍ତଙ୍କ କଥିତ ପ୍ରେମିକା ରିୟାଙ୍କୁ ପୋଲିସ ପଚରାଉଚରା କରିଛି। ଏବେ ତାଙ୍କ ଘରୁ ପାଞ୍ଚଟି ଡାଏରୀ ମିଳିଥିବା କୁହାଯାଉଛି। ଏଥିରେ ସୁଶାନ୍ତ ନିଜ ମନ କଥା ଲେଖିଛନ୍ତି। ପୋଲିସ ଡାଏରୀର ଯାଞ୍ଚ କରୁଛି। ଏଥିରୁ ସେ ମାନସିକ ଦୁଃଶ୍ଚିନ୍ତାରେ ଥିଲେ କି ନାହିଁ ଜଣାପଡ଼ିବା ସହ ବଡ଼ ରହସ୍ୟ ବିଷୟରେ ଜଣାପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।

ପୂର୍ବରୁ ପୋଲିସ ସୁଶାନ୍ତଙ୍କ ବାପାଙ୍କୁ ପଚରାଉଚରା କରିଥିଲା। କଥାରୁ ସେ ସାମାନ୍ୟ ଦୁଃଖି ଜଣାପଡ଼ୁଥିଲେ ହେଁ ଡିପ୍ରେସନ୍‌ରେ ଥିବା ନେଇ ଜାଣି ନ ଥିବା ପୋଲିସକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥାଭାବରୁ ହୋଇପାରୁନାହିଁ ପିଣ୍ଟୁ ନନ୍ଦଙ୍କ ଅପରେଶନ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ଲିଭରଜନିତ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଆଇଏଲ୍‌ବିଏସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଅପରେଶନ ହୋଇପାରିନାହିଁ।...

ରିଲିଜ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପ୍ରଥମ ପୋଷ୍ଟର, କିନ୍ନର ଭୂମିକାରେ ନଜର ଆସିବେ ଅକ୍ଷୟ

ମୁମ୍ବାଇ: ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ରେ କିନ୍ନର ଭୂତ ଭୂମିକାରେ ନଜର ଆସିବେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ପରେ...

ଏହି ଅଭିନେତାଙ୍କୁ ବିବାହ କରିବାକୁ ନାମ ସହ ଧର୍ମ ପରିବର୍ତ୍ତନ କରିଥିଲେ ଦୀପିକା, ପୂର୍ବ ସ୍ବାମୀଙ୍କୁ ଦେଇଥିଲେ ଛାଡ଼ପତ୍ର

ବମ୍ବେ: ଲୋକପ୍ରିୟ ଅଭିନେତ୍ରୀ ତଥା ବିଗ୍‌ବସ୍‌ ଫେମ୍‌ ଦୀପିକା କକ୍କଡ଼-ଅଭିନେତା ଶୋଏବ ଇବ୍ରାହିମ୍‌ଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରାଯାଏ। ଇତି ମଧ୍ୟରେ ଉଭୟଙ୍କ ବିବାହର ତିନି...

ପୁଣି ଭାଇରାଲ ହେଲେ ପ୍ରିୟା ପ୍ରକାଶ

ମୁମ୍ବାଇ: ପ୍ରିୟା ପ୍ରକାଶ ୱାରିୟରଙ୍କ କଥା ଅଳ୍ପ ବହୁତେ ସମସ୍ତଙ୍କର ମନେଥିବ ନିଶ୍ଚୟ । ଇଏ ହେଉଛନ୍ତି ସେହି ତରୁଣୀ ଯିଏ ଆଖିମାରି ରାତାରାତି ଷ୍ଟାର...

ବିବାହ ବନ୍ଧନରେ ଐଶ୍ୱର୍ଯ୍ୟା

ବମ୍ବେ: ବିବାହ ବନ୍ଧନରେ ଛନ୍ଦି ହୋଇଛନ୍ତି ଐଶ୍ୱର୍ଯ୍ୟା ରାୟଙ୍କ ଅବିକଳ କୁହାଯାଉଥିବା ମାନସୀ ନାଇକ। ବକ୍ସର ପ୍ରଦୀପ ଖରେରାଙ୍କ ହାତ ଧରିଛନ୍ତି ଏହି ମରାଠି ଅଭିନେତ୍ରୀ।...

ଗ୍ରାମୀ ୨୦୨୩: ବେୟୋନ୍ସ ସର୍ବାଧିକ ମନୋନୀତ

ନୂଆଦିଲ୍ଲୀ : ୨୦୨୩ ବର୍ଷ ଲାଗି ଗ୍ରାମୀ ପୁରସ୍କାର ନିମନ୍ତେ ମନୋନୟନ ତାଲିକା ପ୍ରକାଶ ପାଇଛି। ବେୟୋନ୍ସ ସର୍ବାଧିକ ମନୋନୀତ ଗାୟିକା ମାନ୍ୟତା ପାଇଛନ୍ତି। ଏହି...

୯ ଦିନରେ ‘ପଠାନ’ ରୋଜଗାର କଲାଣି ଏତିକି କୋଟି

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହରୁଖଙ୍କ ‘ପଠାନ’ ସାରା ବିଶ୍ୱରେ ବେଶ୍‌ ଭଲ ରୋଜଗାର କରିଚାଲିଛି। ଏହି ଫିଲ୍ମଟି ଅମୀର ଖାନଙ୍କ ‘ଦଙ୍ଗଲ’ଙ୍କୁ ମଧ୍ୟ ଟପିଛି। ହଲ୍‌ ବାହାରେ...

କ’ଣ ଦୁବାଇରେ କରିବେ ନିର୍ବନ୍ଧ? ଅର୍ଶୀ କହିଲେ…

ବମ୍ବେ: ଦେଶ ନୁହେଁ ବିଦେଶରେ ନିର୍ବନ୍ଧ କରିବାକୁ ମନ। ଏଥିପାଇଁ ଦୁବାଇକୁ ବାଛିଛନ୍ତି ବିଗ୍‌ ବସ୍‌ ଫେମ୍‌ ଅର୍ଶୀ ଖାଁ। କିଛି ଏଭଳି ଚର୍ଚ୍ଚା କିଛି...

Advertisement
Archives

Model This Week