Posted inଜାତୀୟ

ସୁପ୍ରିମକୋର୍ଟ ରାୟ ପୂର୍ବରୁ ଭୂଜବଳ କହିଲେ ମହାରାଷ୍ଟ୍ରରେ ହେବ ଶିବସେନା, ଏନ୍‌ସିପି, କଂଗ୍ରେସ ସରକାର

ମୁମ୍ବାଇ,୨୪।୧୧:ମହାରାଷ୍ଟ୍ର ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର। ଏହାକୁ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି ରବିବାର ହେବା ପୂର୍ବରୁ ଭିନ୍ନ ଭିନ୍ନ ଦଳ ଭିନ୍ନ ମତ ଦେଉଛନ୍ତି। ରବିବାର ଏନ୍‌ସିପି ନେତା ଛଗନ ଭୂଜବଳ କହିଛନ୍ତି ଏନ୍‌ସିପିର ୪୯-୫୦ ବିଧାୟକ ଦଳରେ ଅଛନ୍ତି। ଆଉ ଜଣେ ଦୁଇଜଣ ଆସିପାରନ୍ତି। ଆଉ ଏହାପରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ମହାରାଷ୍ଟ୍ରରେ ଶହେ ପ୍ରତିଶତ ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାପା ଗଣମାଧ୍ୟମ ସବୁଠୁ ବିଶ୍ୱସନୀୟ

ନୂଆଦିଲ୍ଲୀ,୧୭ା୧୦: ଡିଜିଟାଲ ମିଡିଆର ବିସ୍ତାର ଓ ହଟଚମଟ ସୃଷ୍ଟିକାରୀ ଟେଲିଭିଜନ୍‌ ନ୍ୟୁଜ୍‌ର ବହୁଳ ପ୍ରସାର ସତ୍ତ୍ୱେ ଖବରକାଗଜ ତା’ର ବିଶେଷତ୍ୱ ବଜାୟ ରଖିଛି। ୬୬ ପ୍ରତିଶତ...

ପାଇଲଟଙ୍କୁ କଂଗ୍ରେସ ଡରାଇଲା, ଡାକିଲା

ଜୟପୁର/ନୂଆଦିଲ୍ଲୀ,୧୬ା୭: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦ ହରାଇଥିବା ସଚିନ ପାଇଲଟ ଭାଜପାରେ ମିଶିବେ ବୋଲି ଯାହା କଳ୍ପନାଜଳ୍ପନା ପ୍ରକାଶ...

୧୫୦ କୋଟି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ: କଂଗ୍ରେସକୁ ଦାୟୀ କଲେ ମନ୍ତ୍ରୀ

ଚଣ୍ଡିଗଡ଼,୧୯।୮: ଚାଷୀମାନେ କ୍ଷେତରେ ନଡ଼ା ପୋଡ଼ିବା ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଥିଲା। ଏହାର ସମାଧାନ ପାଇଁ ପଞ୍ଜାବ ସରକାର ୨୦୧୮ରେ ୯୦,୪୨୨ ନଡ଼ା ପରିଚାଳନା ମେଶିନ୍‌...

ସୁଶାନ୍ତଙ୍କ ବଦଳରେ ୨୦୦ କିଲୋର ବସ୍ତା ଝୁଲିବ ସିଲିଂ ଫ୍ୟାନ୍‌ରେ…

ମୁମ୍ବାଇ, ୨୫।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ୍‌ ସିବିଆଇ ହାତକୁ ଯାଇଛି। ଏବେ ସିବିଆଇର ୪ ଜଣିଆ ଟିମ୍‌ ପ୍ରତିଟି...

ପାକିସ୍ତାନ ଭଳି ପଡ଼ୋଶୀ କାହା ଭାଗ୍ୟରେ ନ ଜୁଟୁ: ରାଜନାଥ ସିଂ

ନୂଆଦିଲ୍ଲୀ,୮।୮: ଭାରତ ପ୍ରତି ପାକିସ୍ତାନର ଶତ୍ରୁତାପୂର୍ଣ୍ଣ ମନୋଭାବ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବଢ଼ିବାରେ ଲାଗିଛି। ଏହି ମର୍ମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି...

ମହଙ୍ଗା ପଡିଲା ଜେଲ୍‌ରେ ଅପରାଧୀଙ୍କ ଜନ୍ମଦିନ ପାଳିବା: ଜେଲର୍‌ ନିଲମ୍ବିତ

ପାଟନା,୩।୯: କିଛିଦିନ ତଳେ ବିହାରର ସୀତାମଢି ଜେଲ୍‌ରେ ଜଣେ ଅପରାଧୀଙ୍କ ଜନ୍ମଦିନ ପାଳିବା ଏବେ ଜେଲର୍‌ଙ୍କ ପାଇଁ ମହଙ୍ଗା ପଡିଛି। ଅପରାଧୀ ଜଣଙ୍କ ଜନ୍ମଦିନ ପାଳିବା,...

କର୍ନାଟକରେ ହେବକି ରାଷ୍ଟ୍ରପତି ଶାସନ

ବେଙ୍ଗାଲୁରୁ,୨୫।୭: କର୍ନାଟକର ମେଣ୍ଟ ସରକାର ଭାଙ୍ଗି ଯିବା ପରେ ଏବେ ଭାଜପା ସେଠାରେ ସରକାର ଗଢିବାକୁ ଚାହିଁ ବସିଛି। ହେଲେ ଯେପର୍ଯ୍ୟନ୍ତ ବାଚସ୍ପତି ୧୬ ବିଦ୍ରୋହୀ...

ଭାରତୀୟ ଅର୍ଥବ୍ୟବସ୍ଥାକୁ ସଙ୍କଟରେ ପକାଇବା ପାକିସ୍ତାନର ଲକ୍ଷ୍ୟ: ଛପା ହେଉଛି ନକଲି ୨ ହଜାର ଟଙ୍କା ନୋଟ୍‌

ନୂଆଦିଲ୍ଲୀ,୨୪।୭: ଭାରତୀୟ ଅର୍ଥବ୍ୟବସ୍ଥାକୁ ସଙ୍କଟରେ ପକାଇବା ପାଇଁ ପାକିସ୍ତାନ ଯୋଜନା କରିଛି। ଏନେଇ ପାକିସ୍ତାନରେ ଛପା ହେଉଥିବା ନକଲି ୨ ହଜାର ଟଙ୍କିଆ ନୋଟ୍‌ ଭାରତକୁ...

Advertisement
Archives

Model This Week