ସୁପର ୩୦ ପ୍ରତିଷ୍ଠାତା ଆମେରିକାରେ ପୁରସ୍କୃତ

ଓ୍ବାଶିଂଟନ,୨୦-୯(ପି.ଟି.):ସୁପର ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାରଙ୍କୁ ଆମେରିକାରେ ପୁରସ୍କୃତ କରାଯାଇଛି। ପ୍ରତିବର୍ଷ ୩୦ ଜଣ ଗରିବ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଏହି ଖ୍ୟାତନାମା ଗଣିତଜ୍ଞଙ୍କୁ ଆମେରିକାର ଫାଉଣ୍ଡେଶନ୍‌ ଫର୍‌ ଏକ୍ସେଲେନ୍ସ ପକ୍ଷରୁ ‘ଏଜୁକେଶନ ଏକ୍ସେଲେନ୍ସ ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି। କାଲିଫର୍ନିଆର ସାନ୍‌ ଜୋସ୍‌ଠାରେ ସଂଗଠନର ୨୫ତମ ବାର୍ଷିକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଦେଶର ସବୁ ସମସ୍ୟା ବିରୋଧରେ ଲଢ଼େଇ ପାଇଁ ଶିକ୍ଷାକୁ ସବୁଠୁ ଶକ୍ତିଶାଳୀ ଅସ୍ତ୍ର ଭାବେ ବ୍ୟବହାର କରିବା ନିମନ୍ତେ ସହାୟତା କରିବାକୁ ଏହି ଅବସରରେ ଆନନ୍ଦ କୁମାର ଆମେରିକା ଓ ସାରା ବିଶ୍ୱରେ ବସବାସ କରୁଥିବା ଭାରତୀୟମାନଙ୍କୁ ଅନୁରୋଧ କରିଥିଲେ। ସମସ୍ତଙ୍କୁ ଉନ୍ନତମାନର ଶିକ୍ଷା ଉପଲବ୍ଧ ହୋଇପାରିଲେ ଦାରିଦ୍ର୍ୟ, ବେରୋଜଗାରୀ, ଜନସଂଖ୍ୟା ବିସ୍ଫୋରଣ, ପରିବେଶ ଆଦି ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ସବୁ ସର୍ତ୍ତ ମାନିଲେ ବନ୍ଦ ହେବ ଯୁଦ୍ଧ: ପୁଟିନ୍‌

ମସ୍କୋ,୬।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ଦିନ ହେବଜାରି ରହିଛି। କିନ୍ତୁ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ରୁଷିଆ ୟୁକ୍ରେନ ଉପରେ ପ୍ରବଳ ବୋମା ମାଡ କରୁଛି।...

ବିମାନ କ୍ୟାବିନ୍‌ରେ ହଠାତ୍‌ ଧୂଆଁମୟ ହେବାରୁ ଭୟଭୀତ ହୋଇଗଲେ ଯାତ୍ରୀ

ମାଡ୍ରିଡ,୬।୮: ବ୍ରିଟ୍ରିଶ ଏୟାରଓ୍ବେଜ୍‌ର ଏକ ବିମାନ ଲଣ୍ଡନରୁ ସ୍ପେନ ଯାଉଥିବା ବେଳେ ଇଞ୍ଜିନରେ ନିଅଁ। ଲାଗିବାରୁ ବିମାନ ଭିତରେ ହଠାତ୍‌ ଧୂଆଁମୟ ହୋଇଯାଇଥିଲା। ଏହାପରେ ସ୍ପେନର...

ଆମେରିକାକୁ ଆଇଏସ୍‌ ବିପଦ

କାବୁଲ/ଓ୍ବାଶିଂଟନ,୨୮ା୮: ଅଗଷ୍ଟ ୩୧ ସୈନ୍ୟ ଅପସାରଣ ଡେଡ୍‌ଲାଇନ୍‌ ପୂର୍ବରୁ କାବୁଲ ବିମାନବନ୍ଦରରେ ଆମେରିକା ନେତୃତ୍ୱାଧୀନ ବିଦେଶୀ ସାମରିକ ମେଣ୍ଟ ଉପରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ...

ଆତଙ୍କବାଦୀ ଡ୍ରେସ୍‌ରେ ଆମେରିକା ରାଷ୍ଟ୍ରପତି

ନ୍ୟୁୟର୍କ,୧୭।୯: ଆଫଗାନିସ୍ତାନରୁ ଆମେରିକାର ଲଜ୍ଜାଜନକ ସୈନ୍ୟ ପ୍ରତ୍ୟାହାର ପରେ ରାଷ୍ଟ୍ରପତି ଜୋ ବାଇଡେନ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଏକ...

ବ୍ରୋଭାରୀରେ ରୁଷିଆର ଏୟାର ଷ୍ଟ୍ରାଇକ୍‌

କ୍ୱିଭ୍‌,୧୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୭ଦିନରେ ପହଞ୍ଚିଥିବା ବେଳେ ଏବେ ବି ଯୁଦ୍ଧ ଜାରି ରହିଛି। ରୁଷୀୟ ସୈନ୍ୟମାନେ ୟୁକ୍ରେନର...

ଭୁଟାନରେ ଡ୍ରାଗନର ଅବୈଧ ପ୍ରବେଶ: ବର୍ଷକରେ ଗଢିଛି ଚାରି ଗାଁ

ଥିମ୍ପୁ,୧୮ ।୧୧: ଏସିଆ ମହାଦେଶରେ ନିଜର ପ୍ରଭୁତ୍ୱ ବିସ୍ତାର କରୁଥିବା ଚାଇନାର ପୁରୁଣା ନୀତି ଲଗାତାର ଜାରି ରହିଛି । ସଦ୍ୟ ମିଳିଥିବାସୂଚନା ଅନୁଯାୟୀ ଭାରତ...

ପାକିସ୍ତାନରୁ ୟୁକେ ଯିବା ଉପରେ କଟକଣା

ଲଣ୍ଡନ, ୨।୪ : ପାକିସ୍ତାନର କୌଣସି ନାଗରିକ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ) ଯାଇ ପାରିବେ ନାହିଁ। କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ପାକିସ୍ତାନ ସମେତ କେନିୟା, ବାଂଲାଦେଶ...

ଚାଇନା ହାତମୁଠାରେ ଇମ୍ରାନ ସରକାର

ଇସଲାମାବାଦ,୨୨।୯: ପାକିସ୍ତାନରେ ଚାଇନା ନିଜର ଆଧିପତ୍ୟ ବୃଦ୍ଧି କରିବାରେ ଳାଗିଛି। ପ୍ରଥମେ ଚାଇନା-ପାକିସ୍ତାନ ମଧ୍ୟରେ ଅର୍ଥନୈତିକ କରିଡର (ସିପିଇସି) ନିର୍ମାଣ କରାଯାଇଥିବାବେଳେ ଏବେ ପାକିସ୍ତାନରେ ସ୍ବାସ୍ଥ୍ୟ...

Advertisement
Archives

Model This Week