ସିଲେକ୍ଟିଭ୍‌ ତବୁ, ୨୦ ଫିଲ୍ମ ରିଜେକ୍ଟ କରିବା ପରେ ରିଲିଜ୍‌ ହୋଇଥିଲା ୮ଟି ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ

ବଲିଉଡ୍‌ ଅଭିନେତ୍ରୀ ତବୁଙ୍କ ଅଭିନୀତ ଫିଲ୍ମ ‘ ଦେ ଦେ ପ୍ୟାର୍‌ ଦେ’ ଏହି ନିକଟରେ ମୁକ୍ତିଲାଭ କରିଛି। ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ସମୀକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଛନ୍ତି। ତବୁ କ୍ୟାରିୟର ଆରମ୍ଭରୁ ଫିଲ୍ମକୁ ନେଇ ବହୁତ ସିିଲେକ୍ଟିଭ୍‌। ଭଲ ଚରିତ୍ରଟିଏ ପାଇବା ପାଇଁ ସେ ଅନେକ ସିନେମାକୁ ହାତଛଡ଼ା କରିଛନ୍ତି। ନିଜେ ତବୁ ଏହି କଥାକୁ ସ୍ବୀକାର କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ୧୯୯୬ରେ ବ୍ୟାକ୍‌ ଟୁ ବ୍ୟାକ୍‌ ୮ଟି ଫିଲ୍ମ ତାଙ୍କର ରିଲିଜ୍‌ ହୋଇଥିଲା। ତାହା ପୁଣି ୨୦ଟି ଫିଲ୍ମ ରିଜେକ୍ଟ କରିବା ପରେ। କୌଣସି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ଗୋଟିଏ ପ୍ରମୁଖ କାରଣ ରହିଥିବା ଦରକାର। ତାହା ଭଲ କାହାଣୀ ଅବା ଅର୍ଥ ପାଇଁ ହେଉ। ତାଙ୍କର ଏହି ନିୟମ ଆଗରୁ ଥିଲା ଏବେ ମଧ୍ୟ ରହିଛି ବୋଲି ତବୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ନିର୍ମାତା, ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଏହି ଅଭିନେତ୍ରୀ: ଫିଲ୍ମରେ ତାଙ୍କ ପାଇଁ ଲେଖାଯାଉଛି ସ୍ବତନ୍ତ୍ର ସଂଳାପ

ଫିଲ୍ମ ‘ବାହୁବଳୀ’ରେ ଦେବସେନା ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ପାଇଁ ଆଉ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଗୋଟିଏ...

‘କଜରାରେ’ ଗୀତରେ ନାଚିବାକୁ ପସନ୍ଦ କରନ୍ତି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ମନପସନ୍ଦର ଗୀତ ହେଉଛି ‘କଜରାରେ’। ଏହି ଗୀତରେ ସେ ନାଚିବାକୁ ମଧ୍ୟ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ୟସ୍‌ରାଜ ଫିଲ୍ମସ୍‌ର...

କନ୍ନଡ଼ ଫିଲ୍ମରେ ସୁନୀଲ ସେଟ୍ଟୀଙ୍କ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀ ଲମ୍ବା ସମୟ ପରେ ଫିଲ୍ମ ଜଗତକୁ ଫେରିଛନ୍ତି। ଅଭିନେତାଙ୍କ ଅପ୍‌ କମିଂ ଫିଲ୍ମରେ ଥିବା ତାଙ୍କ ଫାଷ୍ଟ ଲୁକ୍‌...

୨୦ ହଜାର ସ୍କ୍ରିନରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ହିନ୍ଦୀରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ‘ବାହୁବଳି-ଦ କନକ୍ଲୁଜନ’ ପରେ ଏବେ ଅଭିନେତା ପ୍ରଭାସଙ୍କ ଫିଲ୍ମ ଏହି ରେକର୍ଡ ଭାଙ୍ଗିବ କି ନା ତାକୁ...

ବେଳାଭୂମିରେ ଶାହରୁଖଙ୍କ ଚିତ୍ର

ଇସଲାମାବାଦ୍‌: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳେ। ତାଙ୍କ ପ୍ରଶଂସକଙ୍କ ଭଲପାଇବାର ଏକ ଉଦାହରଣ ନିକଟରେ...

୩୬୯ କାରର ମାଲିକ ହେଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଦକ୍ଷିଣ ଫିଲ୍ମର ସୁପରଷ୍ଟାର ତଥା ମାଲୟାଲମ୍‌ ଅଭିନେତା ହେଉଛନ୍ତି ମାମୋତିି। ତାଙ୍କର ପୁରା ନାମ ମହମ୍ମଦ କୁଟି ଇସ୍‌ମାଇଲ ପାନିପରମ୍ବିଲ। ହେଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ...

ନୋରାଙ୍କୁ ୫ ଘଣ୍ଟା ଜେରା

ମନିଲଣ୍ଡରିଂ ମାମଲାରେ ସମ୍ପୃକ୍ତ ମଧ୍ୟସ୍ଥ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଲିଙ୍କ୍‌ ଯୋଗୁ ଦିଲ୍ଲୀ ପୋଲିସର ଆର୍ଥିକ ଆପରାଧିକ ଶାଖା ଗୁରୁବାର ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହିଙ୍କୁ...

ପ୍ରତିଶୋଧ ନେବାକୁ ଆସୁଛି ‘ଦୁର୍ଗାମତି’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଶଦ ଓ୍ବାରସି ଓ ଭୂମି ପେଡନେକରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦୁର୍ଗାମତି’ର ଟ୍ରେଲର ବୁଧବାର ରିଲିଜ୍‌ ହୋଇଛି। ଏହାକୁ ଅମାଜନ ପ୍ରାଇମ୍‌...

Advertisement
Archives

Model This Week