Tag Archives: film

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ ସରକାରଙ୍କଠାରୁ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା। ଏହି ସମୟରେ ଏବେ ଶୁଣିବାକୁ ମିଳୁଛି…

ବିନା କ୍ୟାମେରା, ବିନା ଷ୍ଟାରରେ ମନ୍ଦିର ପୂଜାରୀ ତିଆରି କଲେ ବିଶ୍ୱର ପ୍ରଥମ AI ଫିଲ୍ମ !

ବେଙ୍ଗାଲୁରୁ,୨୨।୪: କର୍ନାଟକର ଜଣେ ପୂଜାରୀ AI ଉପକରଣ ସାହାଯ୍ୟରେ ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ AI-ଆଧାରିତ କନ୍ନଡ ଫିଲ୍ମ ତିଆରି କରିଛନ୍ତି। ବେଙ୍ଗାଲୁରୁର ସିଦ୍ଧେହଲ୍ଲି ଗାଁର ହନୁମନ୍ତରାଇ ମନ୍ଦିରରେ ପୂଜା କରୁଥିବା ନରସିଂହ ମୂର୍ତ୍ତି ଏବେ ଏକ ନୂତନ ପରିଚୟ ସୃଷ୍ଟି କରୁଛନ୍ତି।…

ଅଗଷ୍ଟ ୧୫ରେ ରିଲିଜ ହୋଇଥିଲା ଏସବୁ ଫିଲ୍ମ, ବକ୍ସ ଅଫିସରେ ଭାଙ୍ଗିଥିଲା ରେକର୍ଡ

ମୁମ୍ବାଇ: ଅଗଷ୍ଟ ୧୫ ସମଗ୍ର ଦେଶ ପାଇଁ ଏକ ସ୍ବତନ୍ତ୍ର ତଥା ବିଶେଷ ଦିନ। ଏହିଦିନ ଲୋକମାନେ ସ୍ବାଧୀନତାକୁ ମହାନ ପର୍ବ ବୋଲି ପାଳନ କରିଥାନ୍ତି। ସମସ୍ତେ ନିଜ ନିଜ ଢଙ୍ଗରେ ସ୍ବାଧୀନତା ଦିବସ ମନାଇଥାନ୍ତି। ସେହିପରି ମନୋରଞ୍ଜନ ଦୁନିଆକୁ ଭଲପାଉଥିବା…

ସେପ୍ଟେମ୍ବର ୬ରେ ‘ଏମର୍ଜେନ୍ସି’ ରିଲିଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶର ମଣ୍ଡିରୁ ନବନିର୍ବାଚିତ ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମ ‘ଏମର୍ଜେନ୍ସି’ ଆସନ୍ତା ସେପ୍ଟେମ୍ବର ୬ରେ ରିଲିଜ୍‌ ହେବା ନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଅଷ୍ଟାଦଶ ଲୋକ ସଭାର ପ୍ରଥମ…

ଏଥର ‘ବିଗ୍‌ ବସ୍‌-୧୩’ ଦେଖି ଡରିବେ ଦର୍ଶକ!

ସଲମାନ୍‌ ଖାନ୍‌ଙ୍କ ଟିଭି ଶୋ’ ‘ବିଗ୍‌ ବସ୍‌’ ଏହାର ଥିମ୍‌ ଏବଂ ପ୍ରତିଯୋଗୀଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଶୋ’ ମେକର୍ସ ପ୍ରତିଥର ଦର୍ଶକଙ୍କୁ ପସନ୍ଦ ଆସିବା ଭଳି କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ବିଗ୍‌ ବସ୍‌-୧୩…

‘ତ୍ରିଭଙ୍ଗ’ରେ ନଜର ଆସିବେ କାଜଲ, ନିର୍ଦ୍ଦେଶନା ଦେବେ ସଲମାନ୍‌ଙ୍କ ଭାଉଜ

ଲମ୍ବା ବ୍ୟବଧାନ ପରେ ଫିଲ୍ମ ‘ତାନାଜୀ ଦି ଅନ୍‌ସଙ୍ଗ୍‌ ଓ୍ବାରିୟର’ରେ ସ୍ବାମୀ ଅଜୟ ଦେବ୍‌ଗନ୍‌ଙ୍କ ସହ ନଜର ଆସିବେ ଅଭିନେତ୍ରୀ କାଜଲ। ଏହା ବ୍ୟତିତ କାଜଲ ଆଉ ଏକ ସିନେମାରେ ମଧ୍ୟ କାମ କରିବେ ବୋଲି ଜଣାପଡ଼ିଛି। ଯାହାର ନାମ ରହିଛି…

୫୩ ବର୍ଷରେ ବାପା ହେବାକୁ ଇଚ୍ଛା: ହେଲେ ସ୍ତ୍ରୀ ଚାହୁଁ ନାହାନ୍ତି ସଲମାନ୍‌

ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ସରୋଗେସୀ ମାଧ୍ୟମରେ ବାପା ହେବାକୁ ଚାହୁଁଛନ୍ତି। ଗତ କିଛି ଦିନ ହେବ ଏହି ଖବର ଖୁବ୍‌ ଚର୍ଚ୍ଚାରେ ରହିଛି। ୫୩ ବର୍ଷିୟ ସଲମାନ୍‌ ଆଜି ପର୍ଯ୍ୟନ୍ତ ଅବିବାହିତ। ସେ କେବେ ବିବାହ କରିବେ ସେଥିପାଇଁଁ ପ୍ରଶଂସକମାନେ…

୩୮ ବର୍ଷ ପୂର୍ବେ ଅମିତାଭ୍‌ଙ୍କ ଏପରି କାମରେ ରାଗିଯାଇଥିଲେ ଜୟା

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଲାଓ୍ବାରିସ୍‌’ ରିଲିଜ୍‌ ହେବା ଇତି ମଧ୍ୟରେ ୩୮ ବର୍ଷ ହୋଇଯାଇଛି। ୨୨ ମେ’ ୧୯୮୧ରେ ମୁକ୍ତିଲାଭ କରିଥିବା ପ୍ରକାଶ ମେହରାଙ୍କ ନିର୍ଦ୍ଦେଶିତ ଏହି ସିନେମାକୁ ଦର୍ଶକ ଉକ୍ତ ସମୟରେ ବହୁତ ପସନ୍ଦ କରିଥିଲେ।…

‘ସଡ଼କ-୨’ର ସୁଟିଂକୁ ନେଇ ଭାବୁକ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସିନେମା ‘ସଡ଼କ-୨’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ। ଫିଲ୍ମ ସୁଟିଂର ପୂର୍ବ ଦିନ ଆଲିଆ ନିଜ ଇଷ୍ଟାଗ୍ରାମ୍‌ ସାଇଟ୍‌ରେ କ୍ଲାପ୍‌ ବୋର୍ଡ ସହ ଏକ…

ସିଲେକ୍ଟିଭ୍‌ ତବୁ, ୨୦ ଫିଲ୍ମ ରିଜେକ୍ଟ କରିବା ପରେ ରିଲିଜ୍‌ ହୋଇଥିଲା ୮ଟି ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ

ବଲିଉଡ୍‌ ଅଭିନେତ୍ରୀ ତବୁଙ୍କ ଅଭିନୀତ ଫିଲ୍ମ ‘ ଦେ ଦେ ପ୍ୟାର୍‌ ଦେ’ ଏହି ନିକଟରେ ମୁକ୍ତିଲାଭ କରିଛି। ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ସମୀକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଛନ୍ତି। ତବୁ କ୍ୟାରିୟର ଆରମ୍ଭରୁ ଫିଲ୍ମକୁ…

ବିବାହ କରିବି ତ କେବଳ ସନ୍ନି ଲିଓନୀଙ୍କ ଭଳି ଯୁବତୀଙ୍କୁ..

ବଲିଉଡ ଫିଲ୍ମରେ ନିଜର ହଟ ଏବଂ ବୋଲ୍ଡ ସିନ ପାଇଁ ସବୁବେଳେ ଚର୍ଚ୍ଚାରେ ସନ୍ନି ଲିଓନୀ। ସନ୍ନି ଲିଓନୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛଡା ସୋସିଆଲ ମିଡିଆରେ ବି ଅନେକ ଲୋକପ୍ରିୟ। ସନ୍ନି ଲିଓନୀଙ୍କ ଇନଷ୍ଟ୍ରାଗ୍ରାମରେ ଫଲୋୟର୍ସଙ୍କ ସଂଖ୍ୟା ୨୦ ମିଲିୟନ। କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?