ସାପୁଆ କେଳାଙ୍କ ନାଗେଶ୍ୱରୀ ଧ୍ୱନୀ ପିଲାଙ୍କ ମସ୍ତିଷ୍କ ବିକାଶ କରେ: ରିପୋର୍ଟ

ଜେନେଭା,୩୦।୫: ଭାରତରେ ସାପୁଆ କେଳା ସାପ ଖେଳ ସମୟରେ ବଜାଉଥିବା ନାଗେଶ୍ୱରୀ ଧ୍ୱନୀ ଛୋଟ ପିଲାଙ୍କ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ। ଏନେଇ ଜେନେଭା ବିଶ୍ୱ ବିଦ୍ୟାଳୟରେ ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ମାନସିକସ୍ତରରେ ସୁଦୃଢ଼ ନ ଥାନ୍ତି। ଏଭଳି ଶିଶୁଙ୍କୁ ନିୟମିତ ନାଗେଶ୍ୱରୀ ଧ୍ୱନୀ ଶୁଣାଇଲେ ସେମାନଙ୍କ ମସ୍ତିଷ୍କର ହାଇପୋଥାଲାମସ୍‌ ସକ୍ରିୟ ହୋଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଭଳି ଶିଶୁଙ୍କ କ୍ଷେତ୍ରରେ ମୃତ୍ୟୁହାର ସାଧାରଣତଃ ଅଧିକଥାଏ। ତେବେ ଜନ୍ମ ପରେ ସେମାନଙ୍କୁ ନାଗେଶ୍ୱରୀ ଧ୍ୱନୀ ଶୁଣାଇଲେ ଏହା ଆଶ୍ଚର୍ଯ୍ୟ ଜନକ ଫଳ ପ୍ରଦାନ କରିଥାଏ। ଏହି ଗବେଷଣା ରିପୋର୍ଟ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ ଦୁନିଆର ସବୁଠାରୁ ଭୟଙ୍କର ବ୍ୟକ୍ତି: ସେ ମହାଠକ ବୋଲି କହିଲେ ଝିଆରି ମେରୀ

ଓ୍ବାଶିଂଟନ, ୯।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନେଇ ତାଙ୍କ ଝିଆରି ମେରୀ ଟ୍ରମ୍ପ୍‌ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ମୋ ଦାଦା ଜଣେ...

ଆମେରିକାରେ କରୋନା ସୁନାମୀ

ୱାଶିଂଟନ,୨୦ ।୧୨: ଆମେରିକାରେ କରୋନା ମହାମାରୀ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି । ଗତ ଦୁଇଦିନ ମଧ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ସଂଖ୍ୟା...

ରେନ୍‌ବୋ ଭିଲେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ଦେଖିବାକୁ ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା। ସେହିଭଳି ଏକ ସ୍ଥାନ ହେଉଛି ତାଇଓ୍ବାନର ନାନ୍‌ଟୁନ୍‌...

ଶ୍ରୀଲଙ୍କାରେ ଅଗଷ୍ଟରେ ହେବ ସାଧାରଣ ନିର୍ବାଚନ

କଲମ୍ବୋ,୧୧।୬: ଶ୍ରୀଲଙ୍କାରେ ଅଗଷ୍ଟ ୫ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। କରୋନା ଭାଇରସ ସଂକ୍ରମଣ ଯୋଗୁ ଏହା ୩ ମାସ ବିଳମ୍ବ ହୋଇସାରିଥିବା ବେଳେ ସ୍ବାସ୍ଥ୍ୟ...

ଚନ୍ଦ୍ରରୁ ମାଟି ଆଣିଲା ଚାଇନା

ବେଜିଂ, ୧୮।୧୨: ଚାଇନାର ମହାକାଶଯାନ ଚାଙ୍ଗ’ଇ-୫ ଚନ୍ଦ୍ରପୃଷ୍ଠରୁ ମାଟି ନମୁନା ସଂଗ୍ରହ କରି ଗୁରୁବାର ପୃଥିବୀକୁ ଫେରଛିି। ଚାଇନା ଡିସେମ୍ବର ୨ରେ ରୋବଟ ସହ ମହାକାଶଯାନକୁ...

ପାକ୍‌କୁ ଏଫ୍‌ଏଟିଏଫ୍‌ର ୧୫୦ ପ୍ରଶ୍ନ

ଇସ୍‌ଲାମାବାଦ,୨୩ା୧୨(ପି.ଟି.): ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ଓ ମନିଲଣ୍ଡରିଂ ରୋକିବା ଦିଗରେ ମଦ୍ରାସାଗୁଡ଼ିକ ବିରୋଧରେ ପାକିସ୍ତାନ କ’ଣ ପଦକ୍ଷେପ ନେଇଛି ଜଣାଇବାକୁ ଅନ୍ତର୍ଜାତୀୟ ସଂସ୍ଥା ଫାଇନାନ୍ସିଆଲ...

ଭାଙ୍ଗରୁ ପ୍ରସ୍ତୁତ ହେଲା କରୋନା ଔଷଧ!

କାନାଡାର ଏକ କମ୍ପାନୀ ଆକସେରା ଫାର୍ମା ଭାଙ୍ଗରୁ କରୋନା ଚିକିତ୍ସା ପାଇଁ ଏକ ଔଷଧ ପ୍ରସ୍ତୁତ କରିିଛି। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି...

ଜାପାନରେ ଭୂକମ୍ପ, ୧୦ରୁ ଊର୍ଦ୍ଧ୍ୱ ଆହତ

ଟୋକିଓ,୨୨ା୧: ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମ ଜାପାନରେ ହୋଇଥିବା ଭୂକମ୍ପ ସମସ୍ତଙ୍କୁ ଥରାଇ ଦେଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୪ ରେକର୍ଡ କରାଯାଇଛି। ଏହି...

Advertisement
Archives

Model This Week