ସାପକାମୁଡ଼ାରେ ନାବାଳକଙ୍କ ଜୀବନଗଲା

ବାହାନଗା,୨୬।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତର ଦୋଳପୁର ଗ୍ରାମରେ ଗୁରୁବାର ସକାଳେ ଏକ ବିଷାକ୍ତ ସାପ କାମୁଡ଼ିଦେବାରୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ଗ୍ରାମର ସୁଧାକର ସ୍ବାଇଁଙ୍କ ନାବାଳକ ପୁଅ ଚକ୍ରଧର(୧୩) ଘରୁ ବିଲକୁ ଯାଉଥିବା ବେଳେ ବିଲ ହିଡ଼ରେ ପଡ଼ିଯାଇଥିଲେ। ଏହା ଦେଖି ଘର ଲୋକେ ସେଠାରୁ ଚକ୍ରଧରଙ୍କୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବିଲରେ ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି। ଖବର ପାଇ ବିଷ୍ଣୁପୁର ଆର୍‌ଆଇ ଓମ୍‌ ପ୍ରକାଶ ମହନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ସମୀକ୍ଷା କଲେ ଆର୍‌ଡିସି

ବ୍ରହ୍ମପୁର ଅଫିସ,୨୭ା୩-କରୋନା ସଂକ୍ରମଣର ପ୍ରତିରୋଧ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଶୁକ୍ରବାର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର...

ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା ଅଫିସ,୨୨।୧୧: ରାୟଗଡ଼ା ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି l କେନ୍ଦ୍ରର ଭାଜପା ଏବଂ ରାଜ୍ୟ ସରକାରଙ୍କ ଜନମାରଣ...

ଭାଲୁ ଆକ୍ରମଣ, ଚାଷୀ ଗୁରୁତର

ବରଗଡ଼ ଅଫିସ,୧୧।୧୦: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଶରଧାପାଲି ଗ୍ରାମରେ ଶୁକ୍ରବାର ସକାଳୁ ଭାଲୁ ଆକ୍ରମଣର ଜଣେ ଚାଷୀ ଗୁରୁତର ହୋଇଛନ୍ତି। ଆହତ ଚାଷୀ...

ନକଲି ନୋଟ୍‌ ଛାପୁଥିବା ର଼୍ୟାକେଟ୍‌ ଠାବ: ୩ ଗିରଫ

ଲଖନପୁର,୨୮ା୧୧(ଡି.ଏନ୍‌.ଏ.)-ଝାରସୁଗୁଡ଼ା ଜିଲା ବନହରପାଲି ଥାନା ପୋଲିସ ନକଲି ନୋଟ୍‌ ଛାପୁ ଥିବା ଏକ ର଼୍ୟାକେଟ୍‌ର ୩ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର ଝାରସୁଗୁଡ଼ା କୋର୍ଟ ଚାଲାଣ...

ବରଗଡ଼ରେ ପୁଣି ୨ ନୂଆ କରୋନା ପଜିଟିଭ ଚିହ୍ନଟ: କଟାପାଲି ଗ୍ରାମକୁ କଣ୍ଟେନମେଣ୍ଟ, ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବଫର ଜୋନ ଘୋଷଣା

ବରଗଡ଼ ଅଫିସ,୨୦।୬: ବରଗଡ଼ ଜିଲାରେ ଶନିବାର ପୁଣି ୨ଜଣ ନୂଆ କରୋନା (କୋଭିଡ -୧୯) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା...

ଜବରଦଖଲକାରୀଙ୍କ କବ୍‌ଜାରେ ତାରପୁର ବାଇପାସ ରୋଡ୍‌

ରଘୁନାଥପୁର,୧୪।୧୧(ଡି.ଏନ୍‌.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥର ତାରପୁର ବାଇପାସ୍‌ ରୋଡ୍‌କୁ କେତେଜଣ ସ୍ଥାନୀୟ ବ୍ୟବସାୟୀ ମାଡ଼ିବସି ଜବରଦଖଲରେ ରଖିଛନ୍ତି। ଫଳରେ ପଥଚାରୀମାନେ...

କରୋନା ସଂକ୍ରମଣ ବଳୟରେ କଟକର ହସ୍ପିଟାଲ, ବସ୍ତି: ଆଚାର୍ଯ୍ୟ ହରିହରରୁ ମାଳିସାହିକୁ ଡେଇଁଲା

କଟକ ଅଫିସ୍‌,୫।୭: କଟକ ଜିଲାରେ ପ୍ରଥମେ ବିଭିନ୍ନ ହସ୍ପିଟାଲ ଓ ଏବେ ବସ୍ତିରେ କରୋନା ଭୂତାଣୁର ସଂକ୍ରମଣ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ଏସ୍‌ସିବି ଆଇସୋଲେଶନ...

ଜଳୁଛି ଶାଗୁଆନ ଜଙ୍ଗଲ

ବଇଣ୍ଡା,୮।୫(ଡି.ଏନ.ଏ): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ନୁନୁକାପଶି ଗ୍ରାମରେ ଥିବା ଶାଗୁଆନ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଆଖପାଖ ଅଞ୍ଚଳକୁ ମାଡ଼ି ଚାଲିଥିବାବେଳେ ଜଙ୍ଗଲତଳି ଅଞ୍ଚଳରେ...

Advertisement
Archives

Model This Week