ସାନିଟାଇଜର ଅଭାବରୁ ପ୍ରାକୃତିକ ଉପାୟ ଆପଣାଉଛନ୍ତି ଲୋକେ

ଚେନ୍ନାଇ,୩୦।୩: କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଥିବା ବେଳେ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ କୁହାଯାଉଛି। ହେଲେ ଲୋକଙ୍କ ଆବଶ୍ୟକତାକୁ ଦେଖି ବଜାରରେ ସେହି ପରିମାଣର ସାନିଟାଇଜର ମିଳୁ ନ ଥିବାରୁ ଲୋକେ ଏବେ ପ୍ରାକୃତିକ ଉପାୟ ଆପଣାଇଛନ୍ତି। ତାମିଲନାଡୁର ରାମନାଥପୁରମ ଜିଲାରେ ଲୋକେ ପାଣିରେ ନିମ୍ବ, ହଳଦୀର ମିଶ୍ରଣ କରି ଗାଁ ରାସ୍ତାକୁ ସାନିଟାଇଜ୍‌ କରିବା ସହ ବ୍ଲିଚିଂ ପାଉଡର ପକାଉଥିବା ଦେଖାଯାଇଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦେଖି ଦେଶବାସୀ ଏକ ପ୍ରକାର ସଚେତନ ହୋଇ ସାରିଛନ୍ତି। କାରଣ ପ୍ରତିଦିନ ଏଠାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏହା କେତେବେଳେ କେଉଁରୂପ ନେବ ତାହା ଆକଳନ କରିବା କଷ୍ଟକର ବ୍ୟାପାର ବୋଲି କୁହାଯାଉଛି। ତେଣୁ ବେଳଥାଉଁ ଲୋକେ ସତର୍କ ହେବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ଅର୍ଥ ‘ଭାରତୀୟ ଝଗଡା ପାର୍ଟି’: ଅଖିଳେଶ

ଲକ୍ଷ୍ନୌ,୧୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ଯୋର ସୋରରେ ଚାଲିଛି । ପ୍ରାୟ ସବୁ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ମାନେ...

ଲକ୍‌ଡାଉନ୍‌ ଲାଗୁ ହେବାର ଆବଶ୍ୟକତା ନାହିଁ, ମାସ୍କ୍‌ ଦ୍ୱାରା ସଂକ୍ରମଣରୁ ରହିହେବ ଦୂରେଇ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଏଥିପାଇଁ...

୪୪%ଙ୍କ ବିରୋଧରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୨୪ା୬: ଚଳିତବର୍ଷ ରାଜ୍ୟ ସଭାକୁ ନିର୍ବାଚିତ ୬୨ ସଦସ୍ୟଙ୍କ ମଧ୍ୟରୁ ୪୪ ପ୍ରତିଶତଙ୍କ ବିରୋଧରେ ବିଭିନ୍ନ ପ୍ରକାର ଆପରାଧିକ ମାମଲା ରହିଛି। ୧୧ ଜଣ(୧୮%)ଙ୍କ...

ବଦଳିଲା ମୋଦିଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋ

ନୂଆଦିଲ୍ଲୀ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ଫଟୋକୁ ବଦଳାଇ ଦେଇଥିବା ଦେଖାଯାଇଛି। କରୋନା ସଂକ୍ରମଣ ଯୋଗୁ ଦେଶରେ ଚାଲିଥିବା...

ଦୁଇ ସପ୍ତାହ ମଧ୍ୟରେ ୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଆରମ୍ଭ ହେବ ଭାକ୍ସିନ ଟ୍ରାଏଲ

ନୂଆଦିଲ୍ଲୀ, ୧୮।୫ : ଆସନ୍ତା ୨ ସପ୍ତାହ ମଧ୍ୟରେ ୨ରୁ ୧୮ ବର୍ଷର ପିଲାଙ୍କ ଉପରେ କୋଭିଡ୍‌-୧୯ ଟିକା କୋଭାକ୍ସିନର ପରୀକ୍ଷା ଆରମ୍ଭ ହେବ। ଏ...

ଦୈନିକ ମୃତ୍ୟୁ ସଂଖ୍ୟା ୩୧, ସକ୍ରିୟ ମାମଲା ୧୫ ହଜାର ତଳେ…

ନୂଆଦିଲ୍ଲୀ, ୨୪।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ବହାଦୁରଗଡ଼ରେ ଭୟାବହ ଅଗ୍ନିକାଣ୍ଡ: କେମିକାଲ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ନିକଟସ୍ଥ ବହାଦୁରଗଡ଼ରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଆହତ ହୋଇଥିବା...

ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ସେନାମୁଖ୍ୟ

ନୂଆଦିଲ୍ଲୀ,୧୮।୪: ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଦେଶର ନୂଆ ସେନା ମୁଖ୍ୟ ହେବେ। କେନ୍ଦ୍ର ସରକାର ତାଙ୍କ ନିଯୁକ୍ତିକୁ ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସରକାର...

Advertisement
Archives

Model This Week