Posted inଖେଳ

ସାଇବର କ୍ରାଇମ ଶିକାର ହେଲେ ପୂର୍ବତନ ଅଷ୍ଟ୍ରେଲିଆ କୋଚ୍‌

ସିଡ୍‌ନୀ,୮।୧- ଅଷ୍ଟ୍ରେଲିଆର ପୂର୍ବତନ କୋଚ୍‌ ଡାରେନ ଲିମ୍ୟାନ ସାଇବର କ୍ରାଇମ ଶିକାର ହୋଇଛନ୍ତି। ତାଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ କରିଦିଆଯାଇଛି। ଆକାଉଣ୍ଟର ନାମ ପରିବର୍ତ୍ତନ କରି କାସିମ ସୁଲେମାନି କରାଯିବା ସହ ସେଥିରେ ଆମେରିକା ଓ ଇରାନ ବିବାଦ ସମ୍ପକିତ କିଛି ଟୁଇଟ୍‌ ମଧ୍ୟ କରାଯାଇଛି। ଲେମାନ ବର୍ତ୍ତମାନ ବିଗ୍‌ ବାଶ ଲିଗ୍‌ ଫ୍ରାଞ୍ଚାଇଜ ବ୍ରିସବେନ ହିଟ୍‌ ମୁଖ୍ୟ କୋଚ୍‌ ପଦରେ ଅଛନ୍ତି। ସେ ଅନ୍ତିମ ଥର ସାଥୀ ଖେଳାଳି ଶେନ ଓ୍ବର୍ନଙ୍କ ଟୁଇଟର ରିଟୁଇଟ କରିଥିଲେ। ହ୍ୟାକର ଏକ ଟୁଇଟ୍‌ରେ ହ୍ୟାକ କରିଥିବା ଉଲ୍ଲେଖ କିରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ସିରିଜ: ଶ୍ରୀଲଙ୍କାର କ୍ଲିନ୍‌ ସୁଇପ୍‌

କଲମ୍ବୋ,୧।୮- ବାଂଲାଦେଶ ବିପକ୍ଷ ଦିନିକିଆ ସିରଜ୍‌ରେ ଘରୋଇ ଶ୍ରୀଲଙ୍କା କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ଆର. ପ୍ରେମଦାସା ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ...

ଜାତୀୟ ଲେଗ୍‌ କ୍ରିକେଟ: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୨୪।୨(କ୍ରୀଡ଼ା ପ୍ରତିନିଧି)-ଉତ୍ତର ପ୍ରଦେଶର ମଥୁରାରେ ମଙ୍ଗଳବାର ଉଦ୍‌ଯାପିତ ୯ମ ଜାତୀୟ ଲେଗ୍‌ କ୍ରିକେଟରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି। ଚନ୍ଦନ ରାୟଙ୍କ ନେତୃତ୍ୱାଧୀନ ଓଡ଼ିଶା...

ଖୁସି ଖବର: ପିତା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ କ୍ରିକେଟର୍‌ ଏବି ଡିଭିଲିୟର୍ସ ତୃତୀୟଥର ପାଇଁ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ଡେନିୟଲ୍‌ ଡିଭିଲିୟର୍ସ ଏକ କନ୍ୟା...

ମୁମ୍ବାଇ ଡବ୍ଲ୍ୟୁପିଏଲ୍‌ ଚାମ୍ପିୟନ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଗତ ସଂସ୍କରଣରେ ପଏଣ୍ଟ ଟେବୁଲର ନିମ୍ନରେ ରହିଥିବା ଲିଗ୍‌ର ସବୁଠାରୁ ସଫଳ ଦଳ...

ଫାଇନାଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍‌କୁ ଖାସ୍‌ ମନ୍ତ୍ର ଦେଲେ ସଚିନ ତେନ୍ଦୁଲକର

ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଟାଇଟଲ ଜିତିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ। ମଙ୍ଗଳବାର ଦଳ ଫାଇନାଲରେ ଦିଲ୍ଲୀ...

ଫୁଟ୍‌ବଲ ଭାଷ୍ୟକାରଙ୍କ ଚିକିତ୍ସା ଲାଗି କ୍ରୀଡ଼ାମନ୍ତ୍ରୀଙ୍କ ସହାୟତା

ନୂଆଦିଲ୍ଲୀ, ୧୬।୩ (ପି.ଟି.)-ସ୍ବାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରୁଥିବା ଫୁଟ୍‌ବଲ ଭାଷ୍ୟକାର ତଥା ଐତିହାସିକ ନୋଭି କାପାଡିଆଙ୍କ ଚିକିତ୍ସା ଖର୍ଚ୍ଚ ଲାଗି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ...

କେକେଆରର ସଂଘର୍ଷପୂର୍ଣ୍ଣ ବିଜୟ, ୩ ଓ୍ବିକେଟରେ ହାରିଲା ଜିଟି…

ଅହମଦାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୩ ତମ ମ୍ୟାଚରେ ରବିବାର ଗୁଜରାଟ ଟାଇଟାନ୍ସ (ଜିଟି) ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ (କେକେଆର) ସଂଘର୍ଷପୂର୍ଣ୍ଣ ବିଜୟ...

୧୪ ରନରେ ଜିତିଲା ଏମଆଇ…

ହାଇଦ୍ରାବାଦ,୧୮।୪ :  ଆଇପିଏଲ ସିରିଜ ୧୬ର ୨୫ତମ ମ୍ୟାଚରେ ମଙ୍ଗଳବାର ସନ ରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)  ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ୧୪ ରନରେ ଜିତିଛି। ଧାର୍ଯ୍ୟ...

Advertisement
Archives

Model This Week