ସର୍ଟ ଡ୍ରେସ୍‌କୁ ନେଇ ଟ୍ରୋଲ୍‌ ହେଲେ ପ୍ରିୟଙ୍କା

ନ୍ୟୁୟର୍କ: ବଲିଉଡ୍‌ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ସ୍ବାମୀଙ୍କ ସହ ନ୍ୟୁୟର୍କରେ ରହୁଛନ୍ତି। ହେଲେ ନିକଟରେ ସେ ଏମିତି ଏକ ଡ୍ରେସ୍‌ରେ ନଜର ଆସିଛନ୍ତି ଯାହା ଫଳରେ ତାଙ୍କୁ ଟ୍ରୋଲ୍‌ ହେବାକୁ ପଡିଛି। ନ୍ୟୁୟର୍କରେ ନିଜ ଆପାର୍ଟମେଣ୍ଟ ବାହାରକୁ ଆସିଥିବା ପ୍ରିୟଙ୍କା ଏକ ସର୍ଟ ଡ୍ରେସ୍‌ ପିନ୍ଧିଥିଲେ। ଯେଉଁଥିିରେ ସେ ଖୁବ୍‌ ସ୍ମାର୍ଟ ଲାଗୁଥିଲେ। ହେଲେ ତାଙ୍କ ମାଟିଆ କଲର୍‌ ପ୍ୟାଣ୍ଟ ସାଙ୍ଗକୁ ବ୍ଲାକ କଲର୍‌ ଟପ୍ସ ଓ ବ୍ଲାକ୍‌ କଲର କୋର୍ଟକୁ ଦେଖି ଦର୍ଶକେ ତାଙ୍କୁ ଆଏସ୍‌ଏସ୍‌ର ଡ୍ରେସ୍‌ ସହ ତୁଳନା କରି ଟ୍ରୋଲ୍‌ କରିଛନ୍ତି। ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କର ଏମିତି କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡଙ୍କ ଅଭିନୟ ଦେଖି ଏମିତି ରିଆକ୍ସନ ଦେଲେ ମଲାଇକା

ମୁମ୍ବାଇ: ବଲିଉଡ କୁଇନ୍ ମଲାଇକା ଆରୋରା ନିକଟରେ ମୁଭି ‘ଭୁତ ପୋଲିସ’ ଦେଖି ସୋସିଆଲ ମିଡିଆରେ ତାଙ୍କର ରିଆକ୍ସନ ଶେୟାର କରିଛନ୍ତି । ଫିଲ୍ମଟି ଦେଖିବା...

ଦୀପିକାଙ୍କୁ ନେଇ ଚିନ୍ତିତ ପ୍ରଭାସ,ଶୁଟିଂ ଘୁଞ୍ଚାଇବା ଲାଗି କଲେ ଅନୁରୋଧ

ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏଥିପାଇଁ ଅଭିନେତ୍ରୀଙ୍କ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଦୀପିକାଙ୍କୁ ହସ୍ପିଟାଲରେ ଡିସଚାର୍ଜ କରି...

ଟ୍ରୋଲ ହେଉଛନ୍ତି ଅଙ୍କିତା

ବମ୍ବେ: ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ନିକଟରେ ବନ୍ଧୁ ନତାଲ୍ୟା ମହାଜନଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ସ୍ବାମୀ...

ଦରଘାରେ ଚାଦର ଚଢାଇ ବିବାହ ପାଇଁ ମାନସିକ କଲେ ରାଖୀ ସାଓ୍ବନ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଖୀ ସାଓ୍ବନ୍ତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତ୍ରୀଙ୍କ ମା’ଙ୍କ ସ୍ବାସ୍ଥ୍ୟ ଭଲ ନ ଥିଲା। ସେ ଆଇସିୟୁରେ...

୧୧ ବର୍ଷ ସାନ ଯୁବକଙ୍କ ପ୍ରେମରେ ପଡିଲେ ଗୌହର

ମୁମ୍ବାଇ: ଫେମଶ ରିୟଲିଟି ଶୋ’ ବିଗ୍‌ ବସ୍‌ ୭ର ଓ୍ବିନର, ମଡେଲ ତଥା ଆକ୍ଟ୍ରେସ ଗୌହର ଖାନ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ତାହାପୁଣି ନିଜ...

ସନ୍ନି ଲିଓନ୍‌ଙ୍କୁ ବି ଛାଡ଼ିଲେନି: ପ୍ୟାନ୍‌ କାର୍ଡ ବ୍ୟବହାର କରି ନେଇଗଲେ…

ବମ୍ବେ: ଅନ୍‌ଲାଇନ୍‌ ଠକାମୀର ଶିକାର ହୋଇଛନ୍ତି ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନ। ତାଙ୍କର ପ୍ୟାନ୍‌ କାର୍ଡ ବ୍ୟବହାର କରି କେହି ଋଣ ଉଠାଇଥିବା ଜାଣିବାକୁ...

ତାଲିବାନ ଭୟ: ଗୀତ ଗାଇବା ଛାଡ଼ି ପରିବା ବିକୁଛନ୍ତି ଏହି ଲୋକପ୍ରିୟ ଗାୟକ

ବମ୍ବେ: ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବା ପରେ ସେଠାରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ ଜୀବନ ତଥା ଜୀବିକାକୁ ନେଇ ସଂଘର୍ଷ କରୁଛନ୍ତି। ଏହାଛଡ଼ା...

କଲେଜ ମଞ୍ଚରେ ମିଳିଥିଲା ଆତ୍ମବିଶ୍ୱାସ

ଓଡ଼ିଆ ସଙ୍ଗୀତ ଦୁନିିଆରେ ଆର୍‌.ଏସ୍‌. କୁମାର ହେଉଛନ୍ତି ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ। ଇତି ମଧ୍ୟରେ ୪୦ରୁ ଅଧିକ ସିନେମା ଗୀତ ଓ ୧୫୦ରୁ ଅଧିକ ଆଲବମ୍‌...

Advertisement
Archives

Model This Week