Posted inଜାତୀୟ

ସରକାରୀ ସ୍କୁଲରେ ଚାଦର ବିଛାଇ ତଳେ ଶୋଇଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର,୨୨।୬: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ‘ଭିଲେଜ ଷ୍ଟେ ପ୍ରୋଗ୍ରାମ’ କାର୍ଯ୍ୟକ୍ରମ ଅବସରରେ ଶୁକ୍ରବାର କଲବୁର୍ଗୀ ଜିଲାର ଅଫଜଲପୁର ଅନ୍ତର୍ଗତ ହେରୁର ଗଁ।କୁ ଗସ୍ତ କରିଥିଲେ। ଗସ୍ତ ସମୟରେ ସେହି ଗଁ।ରେ ବର୍ଷା ହେବାରୁ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଥିଲା। ଏଭଳି ସ୍ଥିତିରେ କୁମାରସ୍ବାମୀ ଚନ୍ଦକି ଗଁ।ରେ ଥିବା ଏକ ୟାଦଗୀର ପ୍ରାଇମେରୀ ସ୍କୁଲରେ ରହିଯାଇଥିଲେ। ଏହାପରେ ସେଠାରେ ଏକ କ୍ଲାସ ରୁମ୍‌ର ତଳେ ଚାଦର ବିଛାଇ ଶୋଇପଡ଼ିଥିଲେ। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି, ସାଧାରଣ ବ୍ୟକ୍ତିତ୍ୱ ଜୀବନ ଧାରଣ କରିବାକୁ ମୋତେ ଭଲ ଲାଗେ। କୁଡିଆ ହେଉ କି ୫ଷ୍ଟାର ହୋଟେଲ ସେ ସବୁଠି ଶୋଇଛନ୍ତି ବୋଲି କୁମାରସ୍ବାମୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧବ ଠାକ୍‌ରେଙ୍କୁ ଚେତାବନୀ ଦେଲେ ଫଡନଭିସ

ମୁମ୍ବାଇ,୨୭।୧୨:ମହାରାଷ୍ଟ୍ରରେ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନଭିସ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି। ରିଅଲ ଇଷ୍ଟେଟ କ୍ଷେତ୍ରରେ ଦିଆଯାଇଥିବା ନୀତି ଉପରେ...

ହଠାତ୍‌ କର୍ମଚାରୀଙ୍କ ଘରେ ପହଞ୍ଚିଲେ ରତନ ଟାଟା, ଆଉ ତା’ପରେ

ପୁନେ,୧୩।୧:ଶିଳ୍ପପତି ରତନ ଟାଟା ନିଜର ସରଳତା ଏବଂ ମାନବିକତା ଗୁଣ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ସେ ପୁଣି ଥରେ ଉଦାହରଣ ସୃଷ୍ଟି କରିନ୍ତି। ରତନ...

ବୁଝାମଣାରେ ସମାଧାନ ସମ୍ଭବ

ନୂଆଦିଲ୍ଲୀ, ୧୭ା୧୨(ପି.ଟି.): ନୂଆଦିଲ୍ଲୀ, ୧୭।୧୨(ପି.ଟି.):କେନ୍ଦ୍ରର ୩ କୃଷି ଆଇନ ହଟାଇବା ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ୨୧ ଦିନ ବିତିଛି। ଉଭୟ ପକ୍ଷ ନିଜ ନିଜ...

୨୧ ବର୍ଷରେ ରାଜ୍ୟରେ ୧୦ ମୁଖ୍ୟମନ୍ତ୍ରୀଙ୍କ ଶାସନ …

ଡେରାଡୁନ୍‌,୩।୭: ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପଦବୀରେ ରହିବା କୌଣସି ରାଜନେତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ୧୧୪ ଦିନ ଶାସନ ଡୋର ଧରିବା ପରେ ତିରଥ ସିଂ ରାଓ୍ବତ...

କୋଇଲା ଅଭାବ, ରେଲଓ୍ବେ ପକ୍ଷରୁ ଚଳାଚଳ କରୁଛି ୩ କିଲୋମିଟର ଲମ୍ବ ଡ୍ରାଗନ ର଼୍ୟାକ…

ନୂଆଦିଲ୍ଲୀ, ୧୭।୫ : ଦେଶରେ ତାତି ବଢ଼ିବା ସହିତ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ତେବେ ରେଳଓ୍ବେ ପକ୍ଷରୁ ଉତ୍ତର ଭାରତରେ ବିଦ୍ୟୁତ୍‌ ସଙ୍କଟର ମୁକାବିଲା ପାଇଁ...

ସାବରିମାଲା ମନ୍ଦିରରେ ଗଛ ପଡ଼ି ୧୧ ଶ୍ରଦ୍ଧାଳୁ ଆହତ

କୋଚି,୨୬।୧୧: ସାବରିମାଲା ମନ୍ଦିରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମାରାକୋଟାମ୍‌-ଚନ୍ଦ୍ରନନ୍ଦନା ମାର୍ଗରେ ଏକ ଗଛ ପଡ଼ିବାରୁ ୧୧ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌ ଟିମ୍‌...

ବ୍ୟାକଫୁଟକୁ ଆସିଲେ ସରକାର, ଫେରାଇ ନେଲେ ଆଧାରକାର୍ଡକୁ ନେଇ ଜାରି କରାଯାଇଥିବା ନୂଆ ଆଡଭାଇଜରୀ

ନୂଆଦିଲ୍ଲୀ,୨୯ ।୫ : ଚାରିପଟରୁ ଘେରିବା ପରେ ସରକାର ଆଧାର କାର୍ଡକୁ ନେଇ ଜାରି କରିଥିବା ନୂଆ ଆଡଭାଇଜରୀକୁ ଫେରାଇ ନେଇଛନ୍ତି । ଏହାସହ ଏହାକୁ...

୩ ମାସରେ ୭୮୮ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ଲକ୍ଷ୍ନୌ, ୭।୬ : ଉତ୍ତରପ୍ରଦେଶରେ ନୂତନ ସରକାର ଗଠନ ହେବା ପରଠାରୁ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ଗତ ୩ ମାସରେ ମୋଟ ୭୮୮ ମାଫିଆଙ୍କ ବିରୋଧରେ...

Advertisement
Archives

Model This Week