ସରକାରକଁର ସ୍ବଚ୍ଛ ଭାରତ ଅଭିଯାନ ବାଟବନା:ପାଇଖାନା ତିଆରି ନାଁରେ ଟଁକା ହଡ଼ପ

ଜାମଟିକ୍ରା, ୩୧।୫ (ଡି.ଏନ.ଏ): ପରିବେଶକେ ସାଫ୍‌ ସୁତର ରଖ୍‌ବାର ଲାଗି କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ କାଯ୍‌କାରୀ କରି କୋଟି କୋଟି ଟଁକା ସାରୁଛନ୍‌। ଇ ଯୋଜନାରେ ଗଁାଗଁଲିରୁ ସହରତକ୍‌ ଲୁକ୍‌କୁ ଘରେ ପାଇଖାନା ତିଆର କରବାର ଲାଗି ୧୨ ହଜାର ଟଁକା ଯୁଗେଇ ଦିଆଯାଉଛେ। ଆମର ରାଏଜେ ଇ ଯୋଜନାକେ ରାଜ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଜରିଆରେ କରାଯାଉଛେ। ହେଲେ ବିଭାଗୀୟ ଅଧ୍‌କାରୀମାନକର ଲଁାଚୁଆ ମନଭାବ ଲାଗି ଅନେକ ଜାଗାରେ ଯୋଜନା ବାଟବନା ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକରେ।
ସୂଚନା ହିସାବେ ସ୍ବଚ୍ଛ ଭାରତ ଅଭିଯାନରେ ଅତାବିରା ବ୍ଲକରେ ଅନେକ ଗଁାରେ ପାଇଖାନା ତିଆର କରାଯାଇଛେ। ହେଲେ ପାଇଖାନା ଏତେ ହଲକା କିସମର ହେଉଛେ ଯେ, ପାଖାପାଖି ୯୦ ଭାଗ ପାଇଖାନା ବେଭାର କଲା ଅବସ୍‌ତାରେ ନଁାଇଁନ। ଇତାର ଗୁଟେ ଫଟିକ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଅତାବିରା ବ୍ଲକର ବୁଗବୁଗା ପଁଚେତ୍‌ ଖଲିଆପାଲି କୁଡ଼ାପଡ଼ାରେ। ଇଠାନେ ତିଆର ହେଇଥିବାର ପାଇଖାନାମାନ ହିତାଧିକାରୀମାନେ ବେଭାର କରି ନାଇଁପାରୁଥିବାର ଅଭିଯୋଗ କରିଛନ୍‌। ଅନେକ୍‌ ହିତାଧିକାରୀ ତିଆରି ହେଇଥିବାର ନୂତନ ପାଇଖାନା ଘରେ କାଠ୍‌ଖୁଁଟ, ଘରର ସାମାନ, କୁକ୍‌ରା ରଖୁଥିବାର ଦେଖ୍‌ବାକେ ମିଲୁଛେ। ଥାନୀୟ ଠିକାଦାର ଆର ବିଭାଗୀୟ ଅଧ୍‌କାରୀମାନେ ମିଶିଗୁଲି ନାନା ଉପେ କରି ଯୋଜନାରୁ ଟଁକା ଖାଉଥିବାର ଅଭିଯୋଗ ହେଉଛେ। ଏନ୍‌ତା କି ବିନା ପାଇଖାନା ତିଆରିରେ ବୁଗବୁଗା ପଁଚେତ୍‌ ଜାମଟିକ୍ରା ଗଁାର ସୁରେନ୍ଦ୍ର କଠାରକଁର ପାଇଖାନା ବାବ୍‌ଦେ ଥାନୀୟ ଠିକାଦାର ଆର ବିଭାଗୀୟ କନିଷ୍ଠଯନ୍ତ୍ରୀ ଟଁକା ଖାଇ ଦେଇଥିଲେ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରଲାରୁ ଅଂଚଲର ଦାଇତିଅରେ ଥିବାର ବିଭାଗୀୟ ଜେଇ ସୁରେନ୍ଦ୍ରକୁଁ ଡକେଇ ୧୨ ହଜାର ଟଁକା ଫିରେଇଥିବାର ଜନାଯାଇଛେ। ଅଂଚଲରେ ସୁରେନ୍ଦ୍ରକଁର ଲେଖେଁ ଆହୁରି ଅନେକ ଲୁକ୍‌କର ନଁାରେ ଫରଜି କରି ଟଁକା ହଡ଼ପ କରାଯାଇଥିବାର ଅଂଚଲବାସୀ ସଁଧେ କରୁଛନ୍‌। ସରକାର ପାଇଖାନା ତିଆର ଲାଗି ହିତାଧିକାରୀକୁଁ ୧୨ ହଜାର ଟଁକା ଦେଉଥିଲାବେଲେ ସେଥ୍‌ରୁ ଠିକାଦାର ଆର ଜେଇ ଅଂଘେ ୩ ହଜାର ଟଁକା ଖାଇଯାଉଥିବାର କେତେ ହିତାଧିକାରୀ କହିଛନ୍‌। ବାକି ୯ ହଜାର ଟଁକାରେ କେନ୍‌ କିସମର ପାଇଖାନା ତିଆର ହେଉଥିବାର ଇଥ୍‌ରୁ ଫଟିକ୍‌ ବୁଝାପଡ଼ୁଛେ। ଇ ବାବ୍‌ଦେ ଖଲିଆପାଲି କୁଡ଼ାପଡ଼ାର ଝନେ ହିତାଧିକାରୀ ଅଜିତ ରଣାକୁଁ ପଚରାଲାରୁ ବିଭାଗ ତରଫୁ ମୋର ଘରେ ପାଇଖାନା ତିଆର କରାଯାଇଛେ। ହେଲେ ସେଟା ଏତେ ହଲକା କିସମର କାମ ହେଇଛେ ଯେ ବେଭାର କରି ନାଇଁ ହେବାର। ସେଥିରଲାଗି ମୁଇଁ ଘରର ଜିନିଷପାତି ରଖାସଂଗା କରୁଛେଁ। ଆମର ଅଂଚଲରେ ପାଇଖାନା ତିଆରିରେ ବଡ଼ଭାରି ଜାଲିଆତି, ଦୁରନୀତି ହେଇଛେ, ଭିଜିଲାନ୍ସ ବିଭାଗ ଇତାର ତଦଁତ୍‌ ଭାର ଦେବାର କଥା ବଲି ସେ ଦାବି କରିଛନ୍‌। ସେନ୍‌ତା ଅନେକ ହିତାଧିକାରୀ ଇ ଦିଗେ ବିଭାଗୀୟ ଉଚ କତୁରପକ୍ଷ ଆର ଜିଲାପାଲ ଦୁରୁଷ୍‌ଟି ଦେଇ କଡ଼ା ପଦକ୍ଷେପ ନେବାକେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିୟୁ ଭଙ୍ଗାରୁଜା ଘଟଣା :ସ୍ବାସ୍ଥ୍ୟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୧୫ା୭: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ପାରା ମେଡିକାଲ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ସୋମବାର ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା...

ଫୁଟପାତ ଉପରେ ଚଢ଼ିଗଲା ଟ୍ରକ: ୪ ମୃତ, ୩ ଆହତ

ସମ୍ବଲପୁର, ୨୧।୧(ବ୍ୟୁରୋ)- ସମ୍ବଲପୁର ଜିଲା ଶାସନ ଥାନା ପରମାଣପୁରରେ ମଙ୍ଗଳବାର ଭୋରୁ ଏକ ଅଭାବନୀୟ ଘଟଣା ଘଟିଛି। ଧନୁଯାତ୍ରା ପାଇଁ ଖୋଲିଥିବା ଫୁଟପାତରେ ଏକ କୋଇଲା...

ସମ୍ବଲପୁର ଷ୍ଟେଶନରୁ ଚାଲିଲା ସ୍ବତନ୍ତ୍ର ଟ୍ରେନ

ସମ୍ବଲପୁର,୮ା୬(ବ୍ୟୁରୋ): ମହାମାରୀ କରୋନା ଯୋଗୁ ସମ୍ବଲପୁର ଷ୍ଟେଶନରୁ ବନ୍ଦ ପଡିଥିବା ରେଳ ଚଳାଚଳ ଆରମ୍ଭ ହୋଇଛି। ସୋମବାର ସମ୍ବଲପୁର-ପୁରୀ ଇଣ୍ଟରସିଟି ଯାହା ପରିବର୍ତ୍ତନ ହୋଇ ଖୋର୍ଦ୍ଧା...

ପୋଖରୀ କାମରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ଘେରାଉ

କୋକସରା,୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଦ୍ମ ସାରର ପୋଖରୀ ପଙ୍କ ଉଦ୍ଧାର ଓ ମାଟି କାମ କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ ଦ୍ୱାରା ଚାଲିଛି...

ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ: କନଷ୍ଟେବଳ ଗିରଫ, ୨୧ କେଜି ଗଞ୍ଜେଇ ଜବତ

ସମ୍ବଲପୁର/ରେଙ୍ଗାଲି,୩୦।୮ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ରେଙ୍ଗାଲିରେ ଜିଆର୍‌ପି ଗାଡ଼ି (ଓଡି-୦୫-ଏପି-୨୭୪୪)ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ରେଙ୍ଗାଲି ଥାନା ପୋଲିସ ହାତରେ ଧରା ପଡ଼ିଛି। ଗାଡିରୁ ୨୧...

ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୫ଲକ୍ଷ ଦେଲା ଅରୁନ୍ଧତୀ ଗ୍ରୁପ୍‌

ବଲାଙ୍ଗୀର ଅଫିସ, ୨୯ା୩- ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ମୁକାବିଲା ପାଇଁ ଏବେ ସରକାରୀ ଓ ବେସରକାରୀସ୍ତରରେ ପ୍ରୟାସ ଆରମ୍ଭ ହୋଇଛି ।...

ପୋଖରୀକୁ ଖସିପଡ଼ିଲା ଟ୍ୟାଙ୍କର

ପଡିଆବାହାଲ,୧୧ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥର ବିନାୟକଡେରା ମଝି ବୁଲାଣିଠାରେ ଏକ ତେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିପଡି...

ଲକ୍‌ ଡାଉନ ପାଇଁ ପେଟକୁ ଖାଦ୍ୟ ଯୋଗାଡ କରି ହେଉନି

ସମ୍ବଲପୁର, ୧୧।୪ (ବ୍ୟୁରୋ)- ସମ୍ବଲପୁର ଜିଲା ଖୁଲିଆ ଗ୍ରାମର ବହୁମୁଖି କଳାକାର ଲାଲୁ ମୁଣ୍ଡାଙ୍କୁ ରୋଷେଇ ସାମଗ୍ରୀ ପ୍ରଦାନ କରାଯାଇଛି । ଲାଲୁ ବିଭିନ୍ନ ବାଦ୍ୟଯନ୍ତ୍ର...

Advertisement
Archives

Model This Week