ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନର ପ୍ରସ୍ତୁତି

ପାଟକୁରା,୬।୧୧(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌କୁ ନଜରରେ ରଖି ବୁଧବାର କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ପ୍ରଶାସନ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଏନେଇ ଏକ ବୈଠକର ଆୟୋଜନ କରାଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ଧରଣୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଅତିରିକ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ, ସହ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଧୀର ବେହେରା, ବ୍ଲକ ଚେୟାରମ୍ୟାନ୍‌ ସ୍ବର୍ଣ୍ଣପ୍ରଭା ସେଠୀ, ସମସ୍ତ ଜିଲା ପରିଷଦ ସଦସ୍ୟ, ସରପଞ୍ଚ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଲୋକଙ୍କୁ କିପରି ସୂଚନା ପ୍ରଦାନ କରାଯିବ, କିପରି ଉଦ୍ଧାର କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଘରେ ପଡ଼ିଥିଲା ବିବାହ ପ୍ରସ୍ତାବ, ସେହି ଘର କୁଅରୁ ମିଳିଲା ମୃତଦେହ

ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁ ଘରେ ଯୁବକଙ୍କ ବିବାହ ପ୍ରସ୍ତାବ...

ନବରଙ୍ଗପୁର ବିଧାୟକଙ୍କୁ କରୋନା

ଭୁବନେଶ୍ୱର,୯।୯(ବ୍ୟୁରୋ)-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ସ୍ତ୍ରୀ । କିଛି ଦିନ ଦେଲା ସଦାଶିବଙ୍କ ନିକଟରେ କରୋନା ଲକ୍ଷଣ...

ବାପଘରକୁ ନେବା ବାଟରେ ସ୍ତ୍ରୀଙ୍କୁ ମାରିଦେଲେ

ଉମରକୋଟ, ୬।୧(ସ୍ବ.ପ୍ର.): ପାରିବାରିକ କଳହକୁ କେନ୍ଦ୍ର କରି ମଙ୍ଗଳବାର ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ୟୁଭି-୫୨ ଗ୍ରାମର ବିପ୍ଳବ ବିଶ୍ବାସ ତାଙ୍କ ସ୍ତ୍ରୀ ସିପ୍ରାଙ୍କୁ ହତ୍ୟା...

ତଲାବିରା କୋଇଲା ଖଣି ଆଗରେ ଗ୍ରାମବାସୀଙ୍କ ଧାରଣା

ରେଙ୍ଗାଲି,୭।୬(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ତଲାବିରା ୨ ଓ ୩ କୋଇଲା ଖଣି ଖନନ କାମ କରୁଥିବା ଏନ୍‌ଏଲ୍‌ସି କମ୍ପାନୀର ମନମୁଖି କାର୍ଯ୍ୟ ଏବଂ ବିଭିନ୍ନ...

ବାଲେଶ୍ୱରରେ ଖୋଲିଲା କୋଭିଡ଼-୧୯ ହସ୍‌ପିଟାଲ

ବାଲେଶ୍ୱର ଅଫିସ,୧୪।୪-ବାଲେଶ୍ୱର କୁରୁଡାସ୍ଥିତ ଜ୍ୟୋତି ହସ୍‌ପିଟାଲ କୋଭିଡ଼-୧୯ ହସ୍‌ପିଟାଲ ଭାବେ ସୋମବାର କାର୍ଯ୍ୟକ୍ଷମ ହୋଇଛି। ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ଏଥିଲାଗି ଅନୁଦାନ ଯୋଗାଇ...

ପିପିଲିରେ ଜାଗା କିଣି ରହୁଥିଲେ

ଅଞ୍ଜଳିଙ୍କୁ ଯୁବତୀ ପଠାଇବାରେ ବାଂଲାଦେଶରେ ଥିବା ତା’ର ଭଉଣୀ ସହଯୋଗ କରୁଥିଲେ। ବାଂଲାଦେଶରେ ଅଞ୍ଜଳି ଓ ଭଉଣୀଙ୍କ ନାଁରେ ହତ୍ୟା ମାମଲା ରହିଛି। ସେମାନେ ମଧ୍ୟ...

ଦିନରାତି ଜଳୁଛି ଷ୍ଟ୍ରିଟ୍‌ଲାଇଟ୍‌, ବିଦ୍ୟୁତ୍‌ ବିଭାଗର ନଜର ନାହିଁ

କେନ୍ଦୁଝର,୭ା୫(ସ୍ବ.ପ୍ର.): ଅଯଥା ଲାଇଟ୍‌ ନ ଜଳାଇବା ଏବଂ ବିଦ୍ୟୁତ ସଞ୍ଚୟ ଉପରେ ଜନ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ଜିଲା ମୁଖ୍ୟାଳୟରେ ଖୋଦ୍‌ ବିଦ୍ୟୁତ୍‌ ବିଭାଗ...

୧୫ରୁ ଜିଲାରେ ଖରିଫ ଧାନ ସଂଗ୍ରହ, ଖୋଲିଲା କଣ୍ଟ୍ରୋଲ ରୁମ୍‌

ବାଲେଶ୍ୱର ଅଫିସ, ୯।୧୨: ଖରିଫ ଋତୁ ୨୦୨୧-୨୨ପାଇଁ ଆସନ୍ତା ଡିସେମ୍ବର ୧୫ରୁ ବାଲେଶ୍ୱର ଜିଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ଆରମ୍ଭ ହେବ। ଏଥିଲାଗି...

Advertisement
Archives

Model This Week